Browsing Category

Featured

ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, ୧୮ା୮(ଓଡ଼ିଶା ଭାସ୍କର): ଟ୍ୱିନ ସିଟିରେ ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଛି । ପୂଜା ସମୟରେ…

କେବଳ ନିଜ ରାଜ୍ୟର ଲୋକଙ୍କୁ ମିଳିବ ସରକାରୀ ଚାକିରି

ଭୋପାଳ,୧୮ ।୮: ମଧ୍ୟପ୍ରଦେଶ ସରକାରଙ୍କ ସମସ୍ତ ଚାକିରି ଏବେ ରାଜ୍ୟବାସୀଙ୍କ ପାଇଁ ସଂରକ୍ଷିତ ହୋଇ ରହିବ । ଏହି ଘୋଷଣା ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଏଥିପାଇଁ ଆବଶ୍ୟଗତ ଆଇନ…

ଜାରି ହୋଇଥିବା ଦୁଇ ପୋଲିସଙ୍କ ବଦଳି ନିର୍ଦ୍ଦେଶ ବାତିଲ

ଭୁବନେଶ୍ୱର, ୧୮ା୮(ଓଡ଼ିଶା ଭାସ୍କର): ଗତକାଲି କମିସନରେଟ ପୋଲିସରେ ଅଦଳ ବଦଳ ହୋଇଥିଲା । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା । କିନ୍ତୁ ଆଜି ସେମାନଙ୍କ ମଧ୍ୟରୁ ଦୁଇ ପୋଲିସଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ…

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ଲିକ୍

ବାହୁବଳୀ ସୁପରଷ୍ଟାର ପ୍ରଭାସ କେବଳ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ ବରଂ ସାରା ଭାରତରେ ନିଜର ଜଭରଦସ୍ତ ଅଭିନୟକୁ ନେଇ ପରିଚୟ ସୃଷ୍ଟି କରିଛନ୍ତି । ବାହୁବଳୀ ଓ ସାହୋ ଭଳି ଫିଲ୍ମ ପରେ ପୁଣି ଥରେ ପ୍ରଭାସ ନିଜର ଆଗାମୀ…

ପୋଖରୀରେ ବୁଡ଼ି ମାଆ-ଶିଶୁ ପୁତ୍ର ମୃତ

ନବରଙ୍ଗପୁର, ୧୮ା୮(ଓଡ଼ିଶା ଭାସ୍କର): ନବରଙ୍ଗପୁର ସ୍ଥିତ ରାଇଘର ବ୍ଲକ ହାଟବରଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ପାଣିରେ ବୁଡ଼ି ମାଆ ରୋଶନୀ ଗଣ୍ଡ ଓ ଅଢ଼େଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ନେଇ…

ବଦଳିଲେ ଗୋଆ ରାଜ୍ୟପାଳ

ଗୋଆ,୧୮ ।୮: କରୋନା ସଙ୍କଟ ସମୟରେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି ହୋଇଛି । ମେଘାଳୟର ନୂଆ ରାଜ୍ୟପା ହୋଇଛନ୍ତି ସତ୍ୟପାଲ । ସେହିପରି ଅତିରିକ୍ତ ଭାବେ ଗୋଆ ଦାୟିତ୍ୱ ଏବେ ତୁଲାଇବେ ଭଗତ ସିଂହ କୋସିୟାରୀ ।…

ରାଜ୍ୟରେ ଆଜି ୯ ଜଣଙ୍କର ପ୍ରାଣ ନେଲା କରୋନା

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯…

ଗଞ୍ଜାମକୁ ଅତିକ୍ରମ କରିବାରେ ଲାଗିଛି ଭୁବନେଶ୍ୱର! ଆଜି ରାଜ୍ୟରେ ୨୨୩୯ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୮ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି୨୨୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୧୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…