Browsing Category

Featured

୨୪ ଘଣ୍ଟାରେ ଚାଲିଗଲା ୫୧୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୧ ।୭: ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ୧୨୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୯ ଜଣ…

ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ମନା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ମାଲକାନଗିରି, ୧୧/୭(ଓଡିଶା ଭାସ୍କର): ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏନେଇ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ …

ମୁଣ୍ଡବିନ୍ଧା ହେଉଛି କି? ତେବେ ଜାଣିନିଅନ୍ତୁ ଏହି ଟିପ୍ସ

ଆଜିକାଲିର ଜୀବନଶୈଳୀରେ ମୁଣ୍ଡବିନ୍ଧା ସାଧାରଣ କଥା ହୋଇଗଲାଣି । ଅଧିକ ଚିନ୍ତା, ସଠିକ୍ ଭାବେ ନଶୋଇବା, ଅଧିକ ଶବ୍ଦ, ଫୋନରେ ଅଧିକ ସମୟ କଥା ହେବା, ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବା, ଥକାପଣ, ମୁଣ୍ଡରେ ରକ୍ତ ପ୍ରବାହ…

ଆଜିଠୁ ପୁଣି ପୁରୀ ସେବାୟତଙ୍କର ହେବ କୋରୋନା ଟେଷ୍ଟ

ପୁରୀ,୧୧/୭(ଓଡିଶା ଭାସ୍କର): ଆଜିଠୁ ପୁଣିଥରେ ପୁରୀ ସେବାୟତଙ୍କର କୋରୋନା ଟେଷ୍ଟ ହେବ। ୧୪ ଯାଏ ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତଙ୍କର ଟେଷ୍ଟ ହେବ । ଏହା ସହ ପୌରାଞ୍ଚଳର ୩୨ଟି ୱାର୍ଡରେ ୬୪ଟି ଟିମ୍‌ର…

କାଶ ଓ କଫରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ଷା ଓ ଶୀତ ଋତୁ ହେଲେ ଥଣ୍ଡା, ଜର, କାଶ ଓ କଫ ପରି ସମସ୍ୟା ଦେଖା ଦେଇଥାଏ। ଏହାକୁ ଭଲ କରିବା ପାଇଁ ଆମେ ଔଷଧ ବ୍ୟବହାର କରିଥାଉ। କିନ୍ତୁ ଔଷଧ ନଖାଇ ଘରୋଇ ଉପାୟରେ ମଧ୍ୟ ଏହାର ଚିକିତ୍ସା କରିପାରିବେ। କଫ ଓ…

ଜାଣନ୍ତୁ, ଆଜି କ’ଣ ରହିଛି ଆପଣଙ୍କ ରାଶିରେ (୧୧ା୭ା୨୦୨୦, ଶନିବାର)

ମେଷ :--ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବୃଷ…

କଟକରେ ଆଉ ୫୦ ନୂଆ ପଜିଟିଭ ଚିହ୍ନଟ

କଟକ,୧୦/୭(ଓଡିଶା ଭାସ୍କର): ଆଜି କଟକରୁ ଆଉ ୫୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ SCB ହସ୍ପିଟାଲରୁ ଆଉ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ଼ମ୍ବାରୁ ସର୍ବାଧିକ ୩୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ…