Browsing Category

Featured

ବାହାରିଲା ରେଲୱେ ପାଇଁ ନିଯୁକ୍ତି, ଜାଣନ୍ତୁ କିପରି କରିବେ ଆବେଦନ?

ଇଷ୍ଟକୋଷ୍ଟ ରେଲୱେର ଚିକିତ୍ସା ବିଭାଗର ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିରେ ସମୁଦାୟ ୬୬୩ ପଦବୀ ପାଇଁ ନିଯୁକ୍ତି କରାଯିବ । ଏହି ପଦରେ ସୁପରିଡେଣ୍ଟେଟ, ଫାର୍ମା, ଡ୍ରେସର, ହସ୍ପିଟାଲ ଆଟେଣ୍ଡାଣ୍ଟ ଏବଂ…

ମାଉଥ୍ ୱାଶରେ ସଫା ହୋଇପାରେ କରୋନା ଭାଇରସ୍- ବୈଜ୍ଞାନିକଙ୍କ ଦାବି

କରୋନା ଭାଇରସକୁ ମୁହଁର ରାସ୍ତା ଦେଇ ନଷ୍ଟ କରାଯାଇପାରିବ । ଏନେଇ ଅନ୍ତରାଷ୍ଟ୍ରୀୟ ଭାଇରସ୍ ବିଶେଷଜ୍ଞ ଟିମ୍ ଦାବି କରି କହିଛନ୍ତି ଯେ, ମାଉଥ୍ ୱାଶରେ କରୋନା ଭାଇରସ୍ ସଫା ହେବାର କ୍ଷମତା ରହିଛି । ମୁହଁ ଦ୍ୱାରା ଗଳାରେ…

୨୦ତାରିଖରେ ଲ୍ୟାଣ୍ଡଫଲ୍ କରିବ ଅମ୍ପାନ !

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତିି ଯେ ଆଜି ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି…

ମାତ୍ର ୧୦ ଦିନରେ କେତେ କୋଟିର ମଦ ପିଇଗଲେ ଦିଲ୍ଲୀବାସୀ? ଜାଣିଲେ ହୋସ୍ ଉଡିଯିବ

ମେ ୪ରୁ ମଦ ଦୋକାନ ଖୋଲିବା ପରେ ପ୍ରାୟ ୧୭୦ କୋଟିର ମଦ ପିଇସାରିଛନ୍ତି ଦିଲ୍ଲୀବାସୀ । ଜଣେ ଅଧିକାରୀ କହିଛନ୍ତି ଯେ, ମଦ ବିକ୍ରି ଉପରେ ସ୍ୱତନ୍ତ୍ର କରୋନା ଫିସ୍ ଲାଗୁ ହେବା ପରେ ଦିଲ୍ଲୀ ସରକାର ଅତିରିକ୍ତ ୧୦ କୋଟି…

ଅବପାତ ରୂପ ନେଲା ଲଘୁଚାପ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେଇଛି ଲଗୁଚାପ । ପାରାଦୀପ ଠାରୁ ଦକ୍ଷିଣରେ ୧୧୦୦ କିମି ଦୂରରେ ରହିଛି । ଦୀଘାଠାରୁ ୧୨୫୦ କିମି ଦୂରରେ ଅବସ୍ଥିତ ରହିଛି । ସନ୍ଧ୍ୟା…

ଏଣିକି ଘରେ ହେବ କ୍ୟାସ୍ ଡେଲିଭରୀ

କରୋନା ଭାଇରସରୁ ରକ୍ଷାପାଇବା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ଲକ୍-ଡାଉନ ମେ ୧୭ରେ ଶେଷ ହେବା ସହ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନ୍ ଆରମ୍ଭ ହେବ । କିନ୍ତୁ ଏହା ତୃତୀୟ ପର୍ଯ୍ୟାୟ…

କରୋନା ଯୁଦ୍ଧ ଜିତିଲେ ୪୨ ବିଏସଏଫ୍ ଯବାନ୍, ଭାଇରାଲ ହେଉଛି ତାଙ୍କର ଜବରଦସ୍ତ ଡ୍ୟାନ୍ସ

ଦିଲ୍ଲୀରେ ଡ୍ୟୁଟି ଦେବା ସମୟରେ କରୋନା କବଜାରେ ଆସିଥିବା ବିଏସଏଫ ଯବାନ ଏହି ଯୁଦ୍ଧରେ ବି ବାଜିମାର କରିଛନ୍ତି । ଯବାନମାନେ କୋଭିଡ୍-୧୯କୁ ହରାଇଦେଇଛନ୍ତି । ରାଜସ୍ଥାନ ଯୋଧପୁର ଏମ୍ସରେ ଚିକିତ୍ସିତ ହେଉଥିବା ୪୨ ଜଣ…