Browsing Category
Featured
ଟ୍ରକ୍ ଧକ୍କାରେ ୨ମୃତ
ଯାଜପୁର,୧୩ା୧୨(ଓଡ଼ିଶା ଭାସ୍କର): ଯାଜପୁର ଜେନାପୁର ଥାନା ବାଘୁଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେଠାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଟ୍ରକ୍ ସହିତ ବାଇକ ଧକ୍କା ହୋଇଥିବା ଜଣାପଡ଼ିଛି ।…
ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ, ଜାଣନ୍ତୁ କେଉଁ ନେତାଙ୍କୁ କି ଦାୟିତ୍ୱ
ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଜିଲ୍ଲା ଯୋଜନା କମିଟିରେ ଅଦଳବଦଳ ହୋଇଥିବା ଆଜି ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ…
ଯୁବ ବିଜ୍ଞାନୀଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଜି ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମର ଆଜି ଗ୍ରାଣ୍ଡ ଫିନାଲେ କରାଯାଇଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ଟାଟା ଷ୍ଟିଲ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି…
ବନ୍ଧୁକ ମୁନରେ ପ୍ରେମ ନିବେଦନ କରି ଫସିଲେ ପ୍ରେମିକ
ସମ୍ବଲପୁର,୧୩ ।୧୨(ଓଡିଶା ଭାସ୍କର): ମହଙ୍ଗା ପଡିଲା ବନ୍ଧୁକ ମୁନରେ ପ୍ରେମ ନିବେଦନ । ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବଦେନ ପରେ ନିର୍ଧୁମ୍ ଛେଚା ଖାଇଲେ ଯୁବକ । ଅସଲି ନୁହେଁ, ବରଂ ନକଲି ବନ୍ଧୁକ ଦେଖାଇ ପ୍ରେମ…
IAS ରାଜେଶ ବର୍ମାଙ୍କୁ ନୂଆ ନିଯୁକ୍ତି
ଭୁବନେଶ୍ୱର, ୧୩ା୧୨(ଓଡ଼ିଶା ଭାସ୍କର): ଆଇଏଏସ ରାଜେଶ ବର୍ମାଙ୍କୁ ଆଜି ନୂଆ ନିଯୁକ୍ତି ଦିଆଯାଇଥିବା ସୂଚନା ରହିଛି । ତାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରୀୟ…
ଅର୍ଥ ବ୍ୟବସ୍ଥାରେ ସୁଧାର ଦେଖାଯାଉଛି: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ, ୧୩ା୧୨: ଅର୍ଥ ବ୍ୟବସ୍ଥା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ । ନିବେଶ ବଢ଼ାଇବାକୁ କର୍ପୋରେଟ…
ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ
ନୂଆଦିଲ୍ଲୀ,୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ । କେନ୍ଦ୍ରୀୟ ଆଇନ ଲାଗୁ ନ କରିବାର ଅଧିକାର କୌଣସି ରାଜ୍ୟର ନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ…
କଟକରେ ହେବ ନୂଆ ସିଡିଏ
କଟକ,୧୩ ।୧୨(ଓଡିଶା ଭାସ୍କର): କଟକ ମହାନଦୀ ପଠାରେ ଅତ୍ୟାଧୁନିକ ରେସିଡେନସିଆଲ କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ପ୍ରାୟ ୪୦୦ ଏକର ନୂଆ ଜାଗା । ହାଡିଆ ପଠାରେ ୪୦୦…
ବାତିଲ ହେଲା ଭାରତ-ଜାପାନ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ, ୧୩ା୧୨: ଭାରତ ଓ ଜାପାନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀ ଆଜି ବାତିଲ ହୋଇଥିବା ସୂଚନା ମିଳିଛି । ଗୁଆହାଟିରେ ଭାରତ-ଜାପାନ ଶିଖର ସମ୍ମିଳନୀ ହୋଇଥାନ୍ତା । ନାଗରିକତା ସଂଶୋଧନ ବିଲ ନେଇ ଗୁଆହାଟିରେ…
୨୦୨୦ରେ ଚମକିବ ଏହି ୨ ରାଶିର ଭାଗ୍ୟ, ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ?
ଆସନ୍ତା ୨୦୨୦ ବର୍ଷ ଆପଣଙ୍କ ପାଇଁ କିପରି ରହିବ ଜାଣିବାକୁ ଚାହୁଁଛନ୍ତି କି ? ନୂଆ ବର୍ଷରେ କେଉଁ ସାମଗ୍ରୀ ଆପଣଙ୍କୁ ଲାଭ ଦାୟକ ହେବ ଓ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ଜାଣିବାକୁ ଚାହୁଁଥିଲେ ପଢନ୍ତୁ ..
ମେଷ -…