Browsing Category

Featured

୩ ଶିକ୍ଷକଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୧୦ ।୨(ଓଡିଶା ଭାସ୍କର): କଳାହାଣ୍ଡିର ଭବାନୀଭାଟଣାକୁ ଆଜି ଅଚାନକ୍ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଠିକ୍ ସମୟରେ ସ୍କୁଲ ଆସିନଥିବାରୁ ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍…

ସାହିନବାଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୦ା୨(ଓଡ଼ିଶା ଭାସ୍କର): ଦିଲ୍ଲୀ ସ୍ଥିତ ସାହିନବାଗକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ୍ ଲଗାଇବାକୁ ମନାକରିଛନ୍ତି ସୁପ୍ରିମକୋର୍ଟ । ସର୍ବସାଧାରଣ ସ୍ଥାନରେ…

ଏସସି ଓ ଏସଟି ସଂଶୋଧନ ଆଇନ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ, ୧୦ା୨: ଏସସି ଓ ଏସଟି ସଂଶୋଧନ ଆଇନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସଂଶୋଧନ ଆଇନର ବୈଧତାକୁ ନେଇ ହୋଇଥିବା ଆବେଦନ ଖାରଜ ହୋଇଥିବା ସୂଚନା…

ବସ୍ ଜଳି ୧୦ମୃତ ଘଟଣା, ତଦନ୍ତ ରିପୋର୍ଟ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର, ୧୦ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ବସରେ ୧୧କେଭି ବଦ୍ୟୁତ ତାର ଲାଗି ୧୦ଜଣଙ୍କର ମୃତ୍ୟୁ ଘଟିଥିଲା । ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଦୃଢ଼…

ଜଳିଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ଦାଦା-ପୁତୁରା

ଚାନ୍ଦବାଲି, ୧୦ା୨(ଓଡ଼ିଶା ଭାସ୍କର): ଆଜି ପୁଣିଥରେ ଗତକାଲିର ଘଟଣା ପୁନରାବୃତ୍ତି ହୋଇଛି । ଚାନ୍ଦବାଲିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବାଇକ…

ରାଜ୍ୟରେ ଆଜିଠୁ ପାଗ ଶୁଖିଲା, ୩ଦିନ ଯାଏଁ ରହିବ ପ୍ରବଳ ଥଣ୍ଡା

ଭୁବନେଶ୍ୱର, ୧୦ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ଆଗାମୀ ୫ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ନାହିଁ । ଆକାଶ ମେଘମୁକ୍ତ ସହ ଥଣ୍ଡାର ପ୍ରକୋପ ବଢ଼ିବ । ୩ଦିନ ଯାଏଁ ଥଣ୍ଡା ସହ ପାରଦ ୨ରୁ ୫ଡିଗ୍ରୀ କମିବାରେ ଆଶଙ୍କା ରହିଛି ।…

ଜୁନିଅର କ୍ରିକେଟ୍ ବିଶ୍ୱକପ, ଭାରତକୁ ହରାଇ ବିଶ୍ୱ ବିଜେତା ହେଲା ବାଂଲାଦେଶ

ନୂଆଦିଲ୍ଲୀ,୯/୨: ଇତିହାସ ରଚିଲା ବାଂଲାଦେଶ । ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ୍ ବନିଛି ବାଂଲାଦେଶ।

ଦିଲ୍ଲୀରେ ୬୨.୫୯ ପ୍ରତିଶତ ମତଦାନ: ନିର୍ବାଚନ କମିଶନ

ନୂଆଦିଲ୍ଲୀ, ୯ା୨: ଗତକାଲି ଦିଲ୍ଲୀ ବିଧାନସଭା ଆସନ ପାଇଁ ସୁରୁଖୁରୁରେ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତେବେ ଏହି ନିର୍ବାଚନରେ କେତେ ପ୍ରତିଶତ ମତଦାନ ହୋଇଥିଲା ସେନେଇ ଗତକାଲି ରାତିରେ ଆନୁଷ୍ଠାନିକ ଭାବେ କୌଣସି…