CHARIDHAM
Browsing Category

ଜୀବନଚର୍ଯ୍ୟା

ଏହି କାରଣ ପାଇଁ ପ୍ରଥମ ପ୍ରେମକୁ କେହି ଭୁଲି ପାରନ୍ତି ନାହିଁ, ସର୍ବଦା ଝୁରିଥାନ୍ତି ଅତୀତକୁ

ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ପ୍ରଥମ ପ୍ରେମ ଉଭୟ ପୁଅ ଓ ଝିଅଙ୍କ କ୍ଷେତ୍ରରେ ସବୁଠାରୁ ଅଧିକ ଗୁରୁତ୍ୱ ରଖିଥାଏ । ଅନେକ ଲୋକ ବିବାହ କରି ଖୁସିରେ ଜୀବନ ବିତାଉଥିଲେ ମଧ୍ୟ ସେମାନେ ନିଜର ପ୍ରତ୍ୟେକ…

ଯଦି ସ୍ୱପ୍ନରେ ଆପଣ କୌଣସି ମୃତ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତେବେ ଏପରି ଘଟିପାରେ ଆପଣଙ୍କ ସହିତ

କଥାରେ ଅଛି ସ୍ୱପ୍ନ ସବୁବେଳେ ସ୍ୱପ୍ନ ହିଁ ହୋଇଥାଏ । କିନ୍ତୁ ଏପରି କିଛି ସ୍ୱପ୍ନ ଅଛି ଯାହାର ସମ୍ପର୍କ ଆମର ଦୈନିକ ଜୀବନ ସହିତ ରହିଥାଏ । ଆଗକୁ କିଛି ଶୁଭ ବା ଅଶୁଭ ଘଟଣା ଘଟିବାକୁ ଥିଲେ ସ୍ୱପ୍ନ ମାଧ୍ୟମରେ ଆମେ…

ଶରୀରରେ ଶକ୍ତିବୃଦ୍ଧି ସହ ଯୌବନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏହି ଫଳ, ଜାଣନ୍ତୁ

ଆଜିର ସମୟରେ ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ମଧ୍ୟ ଲୋକମାନେ ବେଶୀ ରୋଗରେ ଆକ୍ରାନ୍ତ ହେଉଛି । ଦିନକୁ ଦିନ ସମସ୍ତଙ୍କର ଆୟୁଷ ହ୍ରାସ ପାଉଥିବା ଦେଖାଯାଉଛି । ମାତ୍ର ପୁରାତନ କାଳରେ ଲୋକମାନେ ୧୦୦ ବର୍ଷ ପର୍ଯ୍ୟନ୍ତ…

ଏହି କାରଣରୁ ବିବାହ ପରେ ଝିଅମାନେ ମୋଟା ହୋଇଯାଆନ୍ତି, ଜାଣନ୍ତୁ କାରଣ

ଭାରତୀୟ ସମାଜରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ବିବାହ ପରେ ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ହୋଇଥାଏ । ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ…

ରାଶିଫଳ(ସୋମବାର,୦୪ ଜାନୁଆରୀ,୨୦୨୧)

ମେଷ - ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…

ରାଶିଫଳ(ରବିବାର,୦୩ ଜାନୁଆରୀ,୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ…

ଜଣେ ଯୁବତୀଙ୍କୁ ଭଲ ପାଇବସିଲେ ୨ ବନ୍ଧୁ, ଏବେ ଛୁଆ ଜନ୍ମ କରିବା ପାଇଁ ଚାଲିଛି ପ୍ରୋସେସ୍

ଭଲ ପାଇବା କେତେବେଳେ ଯେ କାହାକୁ ହେବ, ତାହା କିଏ ବା ଜାଣିଛି । ସେହିପରି ବ୍ରାଜିଲରେ ଦୁଇସାଙ୍ଗଙ୍କୁ ପ୍ରେମ ହୋଇଛି, କିନ୍ତୁ ଅଜବ କଥା ହେଉଛି ଯେ ଦୁହେଁ ଗୋଟିଏ ଯୁବତୀଙ୍କ ପ୍ରେମରେ ପଡିଛନ୍ତି । ପ୍ରେମ ଜାଲରେ…

ଆପଣ ଡେସ୍କରେ ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି କି, ତେବେ ହୋଇ ଯାଆନ୍ତୁ ସତର୍କ ନଚେତ ଏହି ରୋଗରେ ହୋଇପାରନ୍ତି ଆକ୍ରାନ୍ତ

ଆପଣ ଘଣ୍ଟା ଘଣ୍ଟା ଧରି ଡେସ୍କରେ ଗୋଟିଏ ଜାଗାରେ ବସି ରହି କାମ କରୁଛନ୍ତି କି? ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ବିଶେଷଜ୍ଞଙ୍କ ମତରେ, ଦୀର୍ଘ ସମୟ ଧରି ଡେସ୍କରେ ବସି ରହି କାର୍ଯ୍ୟ…

ରାଶିଫଳ (ଶନିବାର, ୨ ଜାନୁଆରୀ ୨୦୨୧)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ େହେବ । ଆପଣ ନିଜ ଲକ୍ଷେର ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପୋର । ବେିଶଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବେିତଇଲା ପେର ଅନ୍ୟାନ୍ୟ କ୍ଷେତ୍ରେର ଓ…