Browsing Category
ଜୀବନଚର୍ଯ୍ୟା
ଗର୍ଭବତୀ ମହିଳା ଅଧିକ ଲୁଣ ଖାଇଲେ ହେବେ ହାଇ ବିପିର ଶିକାର, ଜାଣନ୍ତୁ ଡିଟେଲ୍ସ
ଓଡ଼ିଶା ଭାସ୍କର: ଗର୍ଭବତୀ ମହିଳାଙ୍କୁ ଅନେକ ପରାମର୍ଶ ଦିଆଯାଇଥାଏ। ତେବେ ଗର୍ଭାବସ୍ଥାରେ ଚିନି ଏବଂ ଲୁଣ ଅଧିକ ଖାଇବା ମନାକରାଯାଇଥାଏ। କାରଣ ଏଥିରେ ଅନେକ ପ୍ରକାର ଗମ୍ଭୀର ରୋଗ ହୋଇଥାଏ। ଗର୍ଭାବସ୍ଥା ସମୟରେ ଅଧିକ ଲୁଣ…
ଧନତେରସର ପୂଜା ଏହି ସାମଗ୍ରୀ ବିନା ଅଧୁରା, ଏବେ ହିଁ ନୋଟ କରିନିଅନ୍ତୁ ତାଲିକା
ନୂଆଦିଲ୍ଲୀ: ଧନତେରସର ପର୍ବ ଲକ୍ଷ୍ମୀ-ଗଣେଶ ପୂଜା ଏବଂ କିଣାକିଣି କରିବା ପାଇଁ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଲୋକେ ସୁନା ରୂପା ଅଳଙ୍କାର କିଣିବା ସହ ବସ୍ତ୍ର ଏବଂ ଘରର ସାଜ ସଜା ପାଇଁ ଜିନିଷ କିଣନ୍ତି।…
ସକାଳୁ ଆଲାରାମ୍ ବନ୍ଦ କରି ପୁଣି ଶୋଇପଡୁଛନ୍ତି କି ? ପୁରା ଦିନର କାର୍ଯ୍ୟ କ୍ଷମତା ଓ ମାନସିକ ଦକ୍ଷତା ହେବ ପ୍ରଭାବିତ
ସକାଳର କିଛି ଅଭ୍ୟାସ, ଯାହାକୁ ଅପଣ ଯଦି ନିଜ ନିୟନ୍ତ୍ରଣରେ ରଖନ୍ତି ବା ସକାରାତ୍ମକ ଭାବେ ଆରମ୍ଭ କରନ୍ତି ତାହେଲେ ଅପଣ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ଉଜ୍ୱଳ କରିପାରିବେ ଏବଂ ଜୀବନର ଲକ୍ଷ୍ୟକୁ ମଧ୍ୟ ହାସିଲ…
ଧନତେରସରେ ଏସବୁ ଜିନିଷ କିଣୁଥିଲେ ସାବଧାନ ! ଆଣିଥାଏ ଦାରିଦ୍ର୍ୟ
କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ପାଳନ କରାଯାଏ ଧନତେରସ ପର୍ବ । ଦିଞ୍ଜିର ପାର୍ଥକ୍ୟ ଯୋଗୁଁ ଏଥର ଧନତେରସକୁ ନେଇ ଦ୍ୱନ୍ଦ୍ୱ ରହିଛି, କିନ୍ତୁ ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବର ୨୦୨୪ରେ ପାଳନ କରାଯିବ, କାରଣ…
କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଯୋଗୁଁ ହୋଇପାରେ ଅନେକ ଗମ୍ଭୀର ସମସ୍ୟା, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ
ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ସେହିପରି କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଲେ ମଧ୍ୟ ନାନା ରୋଗ ମାଡିବସେ। ତେଣୁ ସୁସ୍ଥ ରହିବା ପାଇଁ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ…
ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ: ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ
ବର୍ତ୍ତମାନ ଆମେ ଏପରି ଏକ ସ୍ଥିତିର ପହଞ୍ଚିଛନ୍ତି, ଯେଉଁ ସମୟରେ ଚାପ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା। ଚାପ ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର…
ଧନତେରସ ଦିନ ଅବଶ୍ୟ କିଣନ୍ତୁ ଲୁଣ, ଦାରିଦ୍ର୍ୟତା ହେବ ଦୂର, ପରିବାରରେ ବଢିବ ଶାନ୍ତି
ଓଡ଼ିଶା ଭାସ୍କର: ଚଳିତ ବର୍ଷ ଦୀପାବଳି ପର୍ବ ୩୧ ଅକ୍ଟୋବରରେ ପାଳନ କରାଯିବ। ଦୀପାବଳିର ଠିକ ଦୁଇ ଦିନ ପୂର୍ବରୁ ଧନତେରସ ସେଲିବ୍ରେସନ କରାଯାଇଥାଏ ଅର୍ଥାର ୨୯ ତାରିଖରେ ଧନ୍ୱନ୍ତରୀ ପର୍ବ ପାଳନ କରାଯିବ। କାର୍ତ୍ତିକ ମାସର…
ନକଲି ପନିରକୁ ଚିହ୍ନିବେ କିପରି? ଘରେ ବସି ମାତ୍ର ୧ ମିନିଟରେ ଏହି ଉପାୟରେ ଜାଣନ୍ତୁ
ଓଡ଼ିଶା ଭାସ୍କର: ନକଲି ପନିରକୁ ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି। ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ନେବା ପରେ ମଧ୍ୟ ଏହି କଳା ଧନ୍ଦା ଦେଶରୁ ଦୂରେଇ ପାରିନି। ନକଲି ପନିରରେ ମିଲ୍କ…
ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ପାଇଁ ମାଇକ୍ରୋୱେଭରେ କରନ୍ତୁ ନାହିଁ ଗରମ, ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ!
ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀରେ ଲୋକେ ଗୋଟିଏ ଥର ରୋଷେଇ କରି ଏହାକୁ ଗରମ କରି ଖାଇବାରେ ଅଭ୍ୟସ୍ତ। ଏଥିପାଇଁ ମାଇକ୍ରୋୱେଭର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଜାଣନ୍ତି କି, ମାଇକ୍ରୋୱେଭରେ ଖାଦ୍ୟକୁ…
Video: କାର୍ତ୍ତିକ ମାସରେ ଅଣ୍ଡା ବଦଳରେ କରନ୍ତୁ ପନିର ଅମେଲେଟ୍; ଟେଷ୍ଟ୍ ପୁରା ସମାନ
ଓଡ଼ିଶା ଭାସ୍କର: କାର୍ତ୍ତିକ ମାସରେ ଏହିପରି ପନିରରେ କରି ଖାଆନ୍ତୁ ଅମେଲେଟ୍। ଅମେଲେଟ୍ ଏପରି ଖାଦ୍ୟ ଏହାକୁ ବିଶ୍ୱର ଅନେକ ସ୍ଥାନର ଖାଇବାକୁ ଭଲପାଆନ୍ତି । ସାଧାରଣତଃ ଅଣ୍ଡାକୁ ଭାଙ୍ଗି, ସେଥିରେ ମସଲା ମିଶାଇ…