Browsing Category
ଜୀବନଚର୍ଯ୍ୟା
ଶୀତଦିନେ ଗୁଡ଼ ଖାଇବାର ରହିଛି ଅଦ୍ଭୁତ ଫାଇଦା
ଯେତେବେଳେ ବି ଆମକୁ କିଛି ମିଠା ଖାଇବାର ମନ ହୋଇଥାଏ ସେତେବେଳେ ଆମେ ବଜାରରୁ ମିଠା କିଣୁ କିମ୍ବା ଚିନି ବ୍ୟବହାର କରି ଘରେ ମିଠା ପ୍ରସ୍ତୁତ କରୁ । ତେବେ ଆଉ ଏକ ଜିନିଷ ଅଛି ଯାହାକୁ ଆମେ ମିଠା ଖାଇବାର ଲୋଭକୁ ଶାନ୍ତ…
ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଆପଣଙ୍କର ଏହି ୪ଟି ଅଭ୍ୟାସ: ତୁରନ୍ତ ସୁଧାରନ୍ତୁ
ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ । କାରଣ ଆମ ମସ୍ତିକ ହିଁ ଆମର ଜୀବନର ସମସ୍ତ କାର୍ଯ୍ୟ କରିବାରେ ଆମକୁ ସାହାଯ୍ୟ କରିଥାଏ । ତେବେ ଏପରି କିଛି ଲୋକ ଅଛନ୍ତି…
୨୫ ଡିସେମ୍ବରରେ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ ? ଜାଣନ୍ତୁ ଏହି ପର୍ବ ସହିତ ଜଡିତ ଖାସ କଥା
ଖ୍ରୀଷ୍ଟମାସ ପର୍ବ ସମଗ୍ର ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ । ଖ୍ରୀଷ୍ଟିଆନ ପାଇଁ ଏହି ପର୍ବର ମହତ୍ୱ ରହିଛି । ଖ୍ରୀଷ୍ଟମାସ ହେଉଛି ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ, ଯାହା ପ୍ରତିବର୍ଷ…
ଟଙ୍କା ପଇସାର ଅଭାବ ରହୁଛି କି? ରବିବାର ଦିନ କରନ୍ତୁ ଏହି କାମ… ବଦଳିଯିବ ଭାଗ୍ୟ
ଓଡିଶା ଭାସ୍କର: ସମସ୍ତେ କୁହନ୍ତି, ଆଜିର ଦିନରେ ସବୁ ଦରଦାମ ଏତେ ହୋଇଗଲାଣି ଯେ ରୋଜଗାର ଯେତେ କଲେ ବି ଟଙ୍କାର ଅଭାବ ପଡୁଛି । ବାସ୍ତବରେ ଏ କଥା ସତ କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ବାସ୍ତବତା ଆଉ କିଛି ଥାଏ । ଦରଦାମ…
ଲାଫିଂ ବୁଦ୍ଧଙ୍କର ମହତ୍ୱ ବିଷୟରେ କିଛି ଜାଣିଛନ୍ତି କି? କାହିଁକି ଏହି ମୂର୍ତ୍ତିକୁ ସମସ୍ତେ ନିଜ ଘରେ ଆଣିକି ରଖିଥାନ୍ତି?
ଓଡିଶା ଭାସ୍କର: ଆପଣ ମାନେ ପ୍ରାୟ ଅନେକଙ୍କ ଘରେ ଲାଫିଂ ବୁଦ୍ଧ ଥିବାର ଦେଖିବାକୁ ପାଈଥିବେ। ଏମିତିରେ ବି ଆପଣଙ୍କ ଘରେ ମଧ୍ୟ ବହୁ ଆଗରୁ ଏହି ମୂର୍ତ୍ତି ଥିବାର ନିଶ୍ଚୟ ଦେଖିଥିବେ। ତେବେ ବିଶେଷକରି ମେଳା, ମାହୋତ୍ସବରେ…
ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ଆପଣଙ୍କୁ ବାହା ହେବ କି ଠକି ଦେବ? ଏହି ୪ ଟି କଥାରୁ ଜଣାପଡିଯିବ ସବୁକିଛି
ପ୍ରେମରେ ପଡିବା ତ ସହଜ । କିନ୍ତୁ ଏହି ସଂପର୍କକୁ ଜୀବନର ଶେଷ ପର୍ଯ୍ୟନ୍ତ ନିଭାଇବା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇ ନ ଥାଏ । ଆଜିକାଲି ତ ପ୍ରେମରେ ଧୋକା ଦେବା ଏକ ସାଧାରଣ କଥା ହୋଇଗଲାଣି । ଆପଣ ବି ଯଦି ପ୍ରେମରେ…
ଏପରି ସମ୍ପର୍କୀୟଙ୍କଠାରୁ ସତର୍କ ରୁହନ୍ତୁ, ସାପ ପରି କରନ୍ତି କାମ
କିଛି ସମ୍ପର୍କୀୟ ଏପରି ରହିଥାନ୍ତି, ଯେଉଁମାନେ ସବୁବେଳେ ଆପଣଙ୍କର ଗୋଡ ଟାଣନ୍ତି । ସେମାନେ କିଛି ବାହାନା କରି ଆପଣଙ୍କୁ ପରିହାସ କରନ୍ତି । ଅନେକ ସମ୍ପର୍କୀୟ କେବଳ ସେମାନଙ୍କର କାମ ଥିବା ବେଳେ ହିଁ ଆପଣଙ୍କୁ ମନେ…
ହିନ୍ଦୁ ଧର୍ମରେ ରହିଥିବା ୮ ପ୍ରକାରର ବିବାହ ମଧ୍ୟରୁ କେଉଁଟି ସର୍ବୋତ୍ତମ ? ଜାଣନ୍ତୁ
ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ସଂସ୍କାର ଭାବରେ ବିବେଚନା କରାଯାଏ । ଏହା ୧୬ ଟି ପ୍ରମୁଖ ସଂସ୍କାର ମଧ୍ୟରୁ ଗୋଟିଏ । ଏହାର ପଦ୍ଧତି ଏବଂ ନିୟମ ବ୍ୟତୀତ ଶାସ୍ତ୍ରରେ ଆଠ ପ୍ରକାରର ବିବାହ ବିଷୟରେ ଉଲ୍ଲେଖ କରାଯାଇଛି…
ବ୍ୟକ୍ତିକୁ ଦୀର୍ଘାୟୁ କରିଥାଏ ସକାରାତ୍ମକ ଚିନ୍ତାଧାରା
ଓଡ଼ିଶା ଭାସ୍କର: କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ତେଣୁ ଚିନ୍ତାମୁକ୍ତ ଓ ନିରୋଗ ରହିବା ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକତା ହେବା ଉଚିତ । ଏଥିପାଇଁ ଜୀବନରେ ସକାରାତ୍ମକ ଚିନ୍ତାଧାରା ଆପଣେଇବା…
ମୁଣ୍ଡ ଓ ଛାତିରେ ଝିଟିପିଟି ପଡ଼ିଲେ ଧନ ବୃଦ୍ଧି ହୋଇଥାଏ; ଜାଣନ୍ତୁ ଶରୀରର କେଉଁ ଅଙ୍ଗରେ ପଡ଼ିଲେ କ’ଣ ଫଳ ମିଳିଥାଏ
ଓଡ଼ିଶା ଭାସ୍କର: ଭାରତର ଅନେକ ପ୍ରାଚୀନ ଶାସ୍ତ୍ର ରହିଛି ଯେପରିକି- ଜ୍ୟୋତିଷଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଯାହା ମାଧ୍ୟମରେ ଭବିଷ୍ୟତ ବିଷୟରେ ଜାଣିପାରିବେ। ଭବିଷ୍ୟତ କେବଳ ଜନ୍ମ ତାତକ କିମ୍ୱା ରାଶିଫଳର ଗ୍ରହ…