Browsing Category
ଜୀବନଚର୍ଯ୍ୟା
ରାତିରେ ଶୋଇବା ସମୟରେ ଖରାପ ଏବଂ ଭୟଙ୍କର ସ୍ବପ୍ନ ଦେଖୁଥିଲେ ଆପଣାନ୍ତୁ ଏହି ଉପାୟ
ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ବପ୍ନ ଆସିଥାଏ, ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁଶାସ୍ତ୍ର…
ଏହି ଫୁଲକୁ ଖୁବ ଭଲ ପାଆନ୍ତି ମା ଲକ୍ଷ୍ମୀ: ଦେବୀଙ୍କୁ ଅର୍ପଣ କଲେ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା
ପ୍ରତ୍ୟେକ ବ୍ୟକ୍ତି ତା’ ଜୀବନରେ ସୁଖ, ସମୃଦ୍ଧି, ଧନ ଏବଂ ବୈବଭ ପାଇବା ପାଇଁ କଠିନ ପରିଶ୍ରମ କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ବ୍ୟକ୍ତିକୁ ତା ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ମିଳେ ନାହିଁ । ଯାହାଫଳରେ ସେ…
କ୍ୟାନ୍ସର ଓ ଥାଇରଏଡ୍ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ପଣସ, କମାଇଥାଏ ଓଜନ
ପଣସରେ ଭିଟାମିନ ଏ, ସି, ଥାଇମିନ, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ ଏସିଡ ଓ ମ୍ୟାଗ୍ନେସିୟମ ଭଳି ଅନେକ ପୌଷ୍ଟିକ ଗୁଣ ରହିଥାଏ। ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ ।
- ପଣସ ମଞ୍ଜିରେ…
ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହିସବୁ ଫଳ
ଆଜିର ଯୁବବର୍ଗଙ୍କୁ ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବାର ଅଭ୍ୟାସ ଘାରିଛି। ଏହାର ଫଳ ସ୍ବରୂପ ସାରାଦିନ ଥକ୍କାପଣ, ଦୁର୍ବଳ ଏବଂ ହାଲିଆ ଲାଗିଥାଏ। ଏଥିପାଇଁ ଅନେକ ସମୟରେ ସ୍ମାର୍ଟଫୋନ୍, ଫେସ୍ବୁକ୍ ଆଦିର…
କ୍ଷୀରର ଉପକାରିତା : ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି
ଭୁବନେଶ୍ୱର : ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ବିଭିନ୍ନ ପଦ୍ଧତି ଆପଣାଇ ଥାନ୍ତି । ଏଥିପାଇଁ ପ୍ରତିଦିନ ଏପରି ଖାଦ୍ୟ ଗ୍ରହଣ କରନ୍ତୁ ଯାହା ପୁଷ୍ଟିକର ଖାଦ୍ୟରେ ପରିପୂର୍ଣ୍ଣ ହୋଇଥିବ । ହଁ, ଯଦି ଆପଣ ନିଜ…
ସିଗାରେଟ୍ ଟାଣୁଥିଲେ ହୋଇଯାଅ ସାବଧାନ! ନଚେତ ପିଲାଙ୍କ ଶୁକ୍ରାଣୁ ସଂଖ୍ୟା ହୋଇଯିବ କମ୍, ରିସର୍ଚ୍ଚରୁ ଖୁଲାସା
ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା ଦେଖାଯାଏ। ତେବେ ଯଦି ଆପଣ…
ମସ୍ତିଷ୍କକୁ ଥଣ୍ଡା ରଖେ କୁଞ୍ଚକୁଞ୍ଚିଆ କେଶ: ଅଧ୍ୟୟନରୁ ଖୁଲାସା
ଯାହାର ମୁଣ୍ଡରେ କୁଞ୍ଚୁକୁଞ୍ଚିକିଆ କେଶ ସେମାନଙ୍କ ପାଇଁ ଖୁସି ଖବର । କୁଞ୍ଚକୁଞ୍ôଚଆ କେବଳ କେଶବିନ୍ୟାସ ପାଇଁ ସୁନ୍ଦର ହୋଇନଥାଏ, ଏଥି ସହିତ ମୁଣ୍ଡକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଆମେ ଏହାକୁ କହୁନୁ ।…
ହାର୍ଟ ଆଟାକ ଆସିଲେ ଶରୀରର ପ୍ରଥମେ କେଉଁ ସ୍ଥାନରେ ହୋଇଥାଏ ଯନ୍ତ୍ରଣା? ଜାଣନ୍ତୁ
ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଅଧିକ ଷ୍ଟ୍ରେସ ଓ ଚାପ…
ଆଳୁ ଫ୍ରିଜ୍ରେ ରଖୁଥିଲେ ସାବଧାନ, ହୋଇପାରେ ଭୟଙ୍କର ରୋଗ
ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। କାରଣ ଆଳୁ ଫ୍ରିଜ୍ରେ ରହିବା ପରେ…
ଏସବୁ ଗ୍ରୁପ୍ର ବ୍ୟକ୍ତିଙ୍କଠାରେ ଡାଇବେଟିସ୍ ହେବାର ଆଶଙ୍କା ଅଧିକ, ଜାଣନ୍ତୁ ଆପଣ ନାହାନ୍ତି ତ’ ଲିଷ୍ଟରେ ?
ଡାଇବେଟିସ୍ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ଏଥି ପାଇଁ ବ୍ଲଡ୍…