CHARIDHAM
Browsing Category

ଜୀବନଚର୍ଯ୍ୟା

ଏହି ଦିନରେ ଗରମ ରହିଥାଏ ମହିଳାଙ୍କ ମସ୍ତିସ୍କ, ଜାଣନ୍ତୁ କାହିଁକି ଛୋଟଛୋଟ କଥାରେ ପ୍ରକାଶ କରନ୍ତି ବିରକ୍ତିଭାବ

ନୂଆଦିଲ୍ଲୀ: ସାଧାରଣତଃ ମଣିଷଙ୍କ ମୁଡ୍ କେତେବେଳେ ଭଲ ରହିଥିବା ବେଳେ କେତେବେଳେ ଖରାପ ରହିଥାଏ । ତେଣୁ ଏହାକୁ ନେଇ ଏକ ଅଧ୍ୟୟନ କରାଯାଇଛି । ଯେଉଁଥିରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ମୁଣ୍ଡ ଅଧିକ ଗରମ…

ଏହି ଲୋକମାନଙ୍କୁ ଚର୍ମ କର୍କଟ ହେବାର ଆଶଙ୍କା ଅଧିକ: ଏପରି ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ଚିକିତ୍ସା

ନୂଆଦିଲ୍ଲୀ: ବିଶ୍ୱରେ ସ୍କିନ୍ କ୍ୟାନ୍ସର ବା ଚର୍ମ କର୍କଟର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ଏହି କ୍ୟାନ୍ସରର ମାମଲା ଦେଖିବାକୁ ମିଳୁଛି । ସ୍କିନରେ ଆଗ ଏହାର ଲକ୍ଷଣ ଦେଖାଦେଇଥାଏ, କିନ୍ତୁ ଏହା…

ପ୍ରାକ୍-ମଧୁମେହକୁ ରୋକା ଯାଇପାରିବ: କିମସ ବିଶେଷଜ୍ଞ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍-ମଧୁମେହ (ପ୍ରି-ଡାୟାବେଟିସ୍)…

ସବୁବେଳେ ଭୋକିଲା ଅନୁଭବ କରୁଛନ୍ତି କି ? ଭୁଲରେ ବି ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ

ନୂଆଦିଲ୍ଲୀ : ସାଧାରଣତଃ ଖାଦ୍ୟ ଖାଇବା ପରେ, କିଛି ଘଣ୍ଟା ପାଇଁ ଭୋକ ନଥାଏ । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପୂର୍ଣ୍ଣ ଭୋଜନ ପରେ ପୁଣି ଭୋକିଲା ଅନୁଭବ କରନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ କ୍ରୋଧିତ…

ମେଷରେ ଉଦୟ ହେବାକୁ ଯାଉଛନ୍ତି ବୁଧ, ଏହି ୪ଟି ରାଶିର ଲୋକେ ହେବେ ବ୍ୟବସାୟ ବାଣିଜ୍ୟରେ ଲାଭବାନ

ବୈଦିକ ଶାସ୍ତ୍ରରେ ବୁଧ ଗ୍ରହକୁ ତର୍କ ଏବଂ ବୁଦ୍ଧିର ପ୍ରତୀକ ବୋଲି କୁହାଯାଇଛି । ଯେଉଁ କୁଣ୍ଡଳୀରେ ବୁଧ ମଜବୁତ ଥାନ୍ତି, ସେହି ମାନଙ୍କ ଜୀବନରେ ଭଲ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ବୁଦ୍ଧିମାନ ବ୍ୟକ୍ତିତ୍ୱ ପ୍ରାପ୍ତି…

ରାତିରେ ଭାତ ଖାଉଥିଲେ ହୋଇପାରେ ଏହି ଭଳି ରୋଗ: ଜାଣି ରଖନ୍ତୁ କାରଣ…

ନୂଆଦିଲ୍ଲୀ: ଭାରତରେ ଭାତ ହେଉଛି ମୁଖ୍ୟ ଖାଦ୍ୟ। ହେଲେ କିଛି ଲୋକ ଭାବନ୍ତି ଅରୁଆ ଚାଉଳଠୁ ଉଷୁନା ଚାଉଳ ଅଧିକ ପୁଷ୍ଟିକର। କିଛି ଲୋକ ଭାବିଥା’ନ୍ତି ଯେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ ଓ ରାତିରେ ଭାତ ଖାଇବା ଠିକ୍ କି?…

ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ ଆପଣଙ୍କର ଏହି ଅଭ୍ୟାସ ! ଜାଣନ୍ତୁ କ’ଣ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ଭାବେ ପରିଗଣିତ ହୋଇଥାଏ ମସ୍ତିଷ୍କ । କାରଣ ଏହାର ନିର୍ଦ୍ଦେଶରେ ଶରୀର ସମସ୍ତ ଅଙ୍ଗ କାର୍ଯ୍ୟ କରିଥାଏ। ସୁସ୍ଥ ଜୀବନଯାପନ ପାଇଁ ଏହାକୁ ସୁରକ୍ଷିତ ରହିବା ଆବଶ୍ୟକ। ଏହାସହ ପ୍ରତିଦିନ ଆମେ…

Joint Pain ରୁ ମୁକ୍ତି ଦେଇଥାଏ କ୍ୟାପ୍ସିକମର ଚଟପଟା ଚଟଣୀ, ଜାଣନ୍ତୁ ରେସିପି

କ୍ୟାପ୍ସିକମ୍ ହେଉଛି ଏକ ସବୁଜ ପନିପରିବା ଯାହା ପ୍ରୋଟିନ୍, ଫାଇବର, ଆଇରନ୍, ଭିଟାମିନ୍ ସି ଏବଂ କାର୍ବୋହାଇଡ୍ରେଟ୍ ପରି ଗୁଣରେ ଭରପୂର । ସେଥିପାଇଁ କ୍ୟାପସିକମ୍ ଖାଇ ଆପଣ ଅନେକ ପୋଷକ ତତ୍ତ୍ୱ ପାଇପାରିବେ । ଏହା…

ଆଜିଠାରୁ ହେବନି କୌଣସି ଶୁଭ କାମ, ଜାଣନ୍ତୁ ଏହା ପଛରେ ଥିବା କାରଣ!

ଆଜିଠାରୁ ବୃହସ୍ପତି ଅସ୍ତ ହେବାକୁ ଯାଉଥିବାରୁ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ ହୋଇଯିବ। ଆଜି ଅର୍ଥାତ୍ ଏପ୍ରିଲ୍ ୦୧, ୨୦୨୩ ରେ, ଏହା ରାତି ୦୭.୧୨ ରେ ଅସ୍ତ ହୋଇଛନ୍ତି। ଏହି ଗ୍ରହ ଭାଗ୍ୟ, ସଫଳତା, ଧନ ଏବଂ ସୁଖର କାରଣ ବୋଲି…

ଏପ୍ରିଲରେ ଭାଗ୍ୟଶାଳୀ ହେବେ ଏହି ଚାରି ରାଶି, ଫିଟିବ ଭାଗ୍ୟ ହେବ ଧନଲାଭ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ନୂଆ ମାସ ଏପ୍ରିଲ । ତେବେ ଏପ୍ରିଲ ଆରମ୍ଭରୁ କିଛି ଏଭଳି ରାଶି ରହିଛି ଯାହାମାନଙ୍କ ପାଇଁ ଶୁଭ ଆଉ ଖୁସି ଖବର ଆସିବାକୁ ଯାଉଛି । କେବଳ ନିଜ ପାଇଁ ନୁହେଁ ପୂରା ପରିବାର ପାଇଁ ମଧ୍ୟ ଏହି ରାଶି…