
Browsing Category
ଜୀବନଚର୍ଯ୍ୟା
ଆଜିକାଲି ଝିଅଙ୍କ ଅପେକ୍ଷା ବିବାହିତ ମହିଳାଙ୍କୁ ଅଧିକ ପସନ୍ଦ କରୁଛନ୍ତି ଯୁବକ ! ଜାଣନ୍ତୁ କାରଣ
ବାହାଘର ଗୋଟେ ପବିତ୍ର ସମ୍ପର୍କ । ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର । କିନ୍ତୁ ଆଜିକାଲି ସମାଜରେ ଯୁବକମାନେ କୁମାରୀ…
ଏହି ଅଭ୍ୟାସକୁ ଆଜିଠାରୁ ସୁଧାରି ନିଅନ୍ତୁ : ନଚେତ୍ ବୟସ ପୂର୍ବରୁ ହୋଇଯିବେ ବୃଦ୍ଧ
ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ମସ୍ତିଷ୍କ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାୟାମ ନକରିବା ଏବଂ ସବୁବେଳେ ରିଲାକ୍ସ ରହିଲେ ମସ୍ତିଷ୍କ ବୁଢ଼ା ହେବାକୁ ଲାଗିଥାଏ । ଏଥିପାଇଁ ଆପଣଙ୍କୁ ସବୁବେଳେ…
ମଦ୍ୟପାନ ଯୋଗୁଁ ହୋଇପାରେ କି କ୍ୟାନ୍ସର ? ଜାଣନ୍ତୁ କ’ଣ କହୁଛି ଷ୍ଟଡି
ବିଭିନ୍ନ ଅଧ୍ୟୟନରେ କୁହାଯାଇଛି କି, ମଦ ପିଇବା ଦ୍ୱାରା ହୃତ୍ପିଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ-କିନ୍ତୁ ସମାନ ସମୟରେ ଅନେକ ମଦ୍ୟପାନ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ । ସେହିପରି…
ମହିଳା ମାନେ ପାଦରେ କାହିଁକି ଲାଗନ୍ତି ଅଳତା, ସ୍ୱାସ୍ଥ୍ୟ ଉପରେ କଣ ରହିଛି ଏହାର ପ୍ରଭାବ; ଜାଣିନିଅନ୍ତୁ
ନୂଆଦିଲ୍ଲୀ:ହିନ୍ଦୁ ପରମ୍ପରାରେ ପାଦରେ ଅଳତା ପିନ୍ଧିବା ବିଶେଷ ଗୁରୁତ୍ୱ ବହନ କରିଥାଏ। ସେ ଶୁଭ କାର୍ଯ୍ୟ ହେଉ ଅବା ପର୍ବ ସମୟରେ ମହିଳାମାନେ ପ୍ରାୟତଃ ସେମାନଙ୍କ ପାଦରେ ଅଳତା ପିନ୍ଧନ୍ତି। ଏହା ନୁହେଁ ଯେ ଅଳତାକେବଳ…
ରାଶିଫଳ(ମଙ୍ଗଳବାର,୨୮ ମାର୍ଚ୍ଚ,୨୦୨୩)
ମେଷ: ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି । ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ…
ରେବତୀ ନକ୍ଷେତ୍ରରେ ବଡ ଗ୍ରହର ପ୍ରବେଶ ହେତୁ ହଠାତ୍ ବର୍ଷିବ ଧନ, ଏହି ରାଶିର ଲୋକମାନେ ବହୁତ ଭାଗ୍ୟବାନ!
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରନ୍ତି। ଏହାର ପ୍ରଭାବ ସମସ୍ତ ରାଶିର ମାନବ ଜୀବନରେ ଦେଖାଯାଇଥାଏ। ଆସନ୍ତୁ ଜାଣିବା ବୁଧ ଏବଂ ବୃହସ୍ପତି ରେବତୀ…
ଖାଇବା ପରେ ଗାଧୋଇବାର ଖରାପ ଅଭ୍ୟାସ ଅଛି କି ? ତେବେ ସାବଧାନ, ଜାଣନ୍ତୁ କଣ ହେବ ପରିଣାମ
ଅନେକ ଲୋକଙ୍କର ଖାଇବା ପରେ ଗାଧୋଇବାର ଖରାପ ଅଭ୍ୟାସ ରହିଛି । ଏପରି କରିବା ପଛରେ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥାଏ, କିନ୍ତୁ ଖାଦ୍ୟ ଖାଇବା ପରେ ଫ୍ରି ହେବାକୁ ଚାହାଁନ୍ତି । ଏଥିପାଇଁ ଖାଇବା ପରେ ଆରାମ…
ଦାନ୍ତ ହଳଦିଆ ପଡୁଛି କି ? ଆପଣାନ୍ତୁ ଏହି ଉପାୟ
ନିୟମିତ ରୂପେ ସମସ୍ତେ ଦାନ୍ତ ଘଷନ୍ତି । କିନ୍ତୁ ଏହାପରେ ବି ଅନେକ ଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆ ରଙ୍ଗ । ଏପରି ପରିସ୍ଥିତିରେ, ସେହି ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଭାବରେ ହସିବା ଏବଂ କଥା କହିବା…
ଗର୍ଭଧାରଣ ସମୟରେ ଲିଙ୍ଗ ନିରୂପଣ ପଡିବ ମହଙ୍ଗା: ଉଭୟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଗର୍ଭରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ବିରୋଧରେ ନିୟମକୁ କଡାକଡି କରାଯାଇଛି । ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଲକ୍ଷେ୍ନøରେ ଏକ ବୈଠକ କରିଛନ୍ତି । କେବଳ ନିୟମ କରିବା ଦ୍ୱାରା ସବୁକିଛି ସମ୍ଭବ ହେବ…
୬ ଏପ୍ରିଲରୁ ସୃଷ୍ଟି ହେଉଛି ବହୁତ ଶୁଭ ମାଲ୍ୟ ଯୋଗ: ଏହି ରାଶିର ଲୋକଙ୍କ ଉପରେ ହେବ ଧନବର୍ଷା !
ଶୁକ୍ର ଗ୍ରହ ଶାରୀରିକ ସୁଖ, ଧନ, ପ୍ରେମ, ରୋମାନ୍ସ, ସୌନ୍ଦର୍ଯ୍ୟ, ଆକର୍ଷଣ ଏବଂ ଖ୍ୟାତି ପ୍ରଦାନ କରିଥାନ୍ତି । ସେଥିପାଇଁ ଏହି ସବୁ ଜିନିଷ ପାଇବା ପାଇଁ ରାଶିରେ ଶୁକ୍ରଙ୍କର ଏକ ଭଲ ସ୍ଥିତି ରହିବା ଆବଶ୍ୟକ । ଏହା ସହିତ…