Browsing Category

ଜୀବନଚର୍ଯ୍ୟା

ସିଟ ବେଲ୍ଟ ନ ବାନ୍ଧିଲେ ଇନ୍ସୁରାନ୍ସ କ୍ଲେମ ଖାରଜ! ଜାଣନ୍ତୁ କ’ଣ ରହିଛି ପ୍ରକୃତ ସତ୍ୟ

ନୂଆଦିଲ୍ଲୀ: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ସିଟ ବେଲ୍ଟକୁ ନେଇ ଆସୁଛି ନୂଆ ନିୟମ । ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ପରେ ଏ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।…

ମହିଳାଙ୍କୁ ଏହି କାରଣ ଯୋଗୁଁ ହୋଇପାରେ ହାର୍ଟ ଆଟାକ୍: ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ଦୈନନ୍ଦିନ ଜୀବନର ଚାପ ଓ ଅସ୍ୱାସ୍ଥ୍ୟକର ଲାଇଫଷ୍ଟାଇଲ ହାର୍ଟ ସହ ଜଡ଼ିତ ଅନେକ ସମସ୍ୟାର କାରଣ ହୋଇପାରେ । ଆଗକୁ ଯାଇ ଏହା ହାର୍ଟ ଆଟାକର ରୂପ ନେଇଥାଏ । ହାର୍ଟ ଆଟାକରେ ବ୍ଲଡ ଫ୍ଲୋ ବ୍ଲକ୍ ହୋଇଯାଏ, ଯେଉଁଥିରେ ହାର୍ଟ…

ରାଶିଫଳ(ବୁଧବାର,୦୭ ସେପ୍ଟେମ୍ବର,୨୦୨୨)

ମେଷ - ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା…

ଗାଡି ଚାଳକ ସାବଧାନ! ସିଟ ବେଲ୍ଟ ସହ ଜଡିତ ଏହି ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବାକୁ ଯାଉଛି ଟ୍ରାଫିକ ରୁଲ୍ । ଟ୍ରାଫିକ ନିୟମରେ ଯୋଡି ହୋଇପାରେ ଆଉ ଏକ ନୂଆ ଫର୍ଦ୍ଦ । ଗାଡି ଚଳାଇବା ବେଳେ ସିଟ ବେଲ୍ଟ ପିନ୍ଧିବାକୁ ନେଇ ପରିବର୍ତ୍ତିତ ନିୟମ ଲାଗୁ କରାଯିବ । ସଡକ…

ଆପଣଙ୍କ ପିଲା ସତ କହୁଛି ନା’ ମିଛ ? ଏହି ଟିପ୍ସରେ ସହଜରେ ଜାଣିପାରିବେ…

ସମସ୍ତଙ୍କ ଘରେ ଛୋଟ ପିଲା ଥା'ନ୍ତି । ଅନେକ ସମୟରେ ପିଲାମାନଙ୍କୁ କିଛି ପଚାରିଲେ ସେମାନେ ମିଛ କହିଥାନ୍ତି । ଛୋଟ ମୋଟ ଭୁଲ୍ କୁ ତ' ଆପଣ ଅଣଦେଖା କରିପାରିବେ କିନ୍ତୁ ପିଲାଙ୍କ ମିଛ କହିବା ଅଭ୍ୟାସ ଆଗକୁ ବଢ଼ି  ଅସୁବିଧା…

ଟଙ୍କା ସଂଚୟ କରିବାର ସହଜ ପ୍ରଣାଳୀ ଏହି ସହଜ ଉପାୟ ବହୁ କମ ଦିନରେ ଅଧିକ ଟଙ୍କା ଉପାର୍ଜନ କରନ୍ତୁ

ଓଡିଶା ଭାଷ୍କର : କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ହୋଇଥାଏ । ହେଲେ ବହୁ ସମୟରେ କଠିନ ପରିଶ୍ରମ କରିବା ପରେ ମଧ୍ୟ କିଛି ବ୍ୟକ୍ତି ସଫଳତା ପାଇ ପାରୁନାଁହାନ୍ତି । ତେବେ ଜୀବନରେ କିଭଳି ଭାବେ ଆପଣମାନେ ସଫଳତା…

ଘରେ ରଖନ୍ତୁ ଏହି ସବୁ ମୂର୍ତ୍ତି: ବଦଳିବ ଭାଗ୍ୟ ରହିବ ମା ଲକ୍ଷ୍ମୀଙ୍କ କୃପା

ଭାରତରେ ବିଭିନ୍ନ ଶାସ୍ତ୍ର ପରି ଜ୍ୟୋତିଶ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଆମେ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟ ଜାଣିପାରିବା ସହ ଘରେ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ଅନେକ କଥା ଜଣାପଡିଥାଏ ।…

ଦୀର୍ଘ ସମୟ ଧରି କରୋନା ସଂକ୍ରମଣ ବଢ଼ାଇପାରେ ହାର୍ଟ ଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକର ବିପଦ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନେକ ଲୋକଙ୍କ ଜୀବନ ନେଇ ସାରିଛି କରୋନା ଭାଇରସ୍ । ଏବେ ବି ପ୍ରତିଦିନ କିଛି ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ସଂକ୍ରମଣ ଲଗାତାର କିଛି ସମୟ…

ଚା’ ପିଇବା ଦ୍ୱାରା ବୟସ କମିଥାଏ ନା ବଢ଼ିଥାଏ? ରିସର୍ଚ୍ଚରୁ ହେଲା ଖୁଲାସା

ଭାରତରେ ଅଧିକାଂଶ ଲୋକ ଚା’କୁ ବେଶ ପସନ୍ଦ କରନ୍ତି । ସକାଳୁ ସକାଳୁ ଚା’ ନପିଇଲେ ତାଙ୍କର ଦିନ ଆରମ୍ଭ ହୁଏନାହିଁ । ଧନୀ ବା ଗରୀବ, ସମସ୍ତଙ୍କୁ ଚା’ ପ୍ରିୟ । ଏହାରି ମଧ୍ୟରେ ଅନୈଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନ୍ ନାମକ…

ରାଶିଫଳ(ମଙ୍ଗଳବାର,୦୬ ସେପ୍ଟେମ୍ବର,୨୦୨୨)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର…