Browsing Category
ଜୀବନଚର୍ଯ୍ୟା
ମୌସୁମୀ ଯୋଗୁଁ ହୋଇଛି କି ପେଟ ଖରାପ? ଖାଆନ୍ତୁ ଏହି ଜିନଷ, ମିଳିବ ଲାଭ
ବର୍ଷା ଦିନେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି କମ୍ ରହିଥାଏ । ଏହି କାରଣରୁ, ଆମର ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥା, । ଏପରି ପରିସ୍ଥିତିରେ, ଅନେକ ଥର ପେଟ ଖରାପ ଭଳି ଲକ୍ଷଣ ଦ୍ୱାରା ଆମକୁ ଅସୁବିଧା ହୋଇଥାଏ ।…
ଏବେ ସ୍ମଶାନ ସେବାରେ ମଧ୍ୟ ଲାଗିବ GST! ସରକାରଙ୍କ ତରଫରୁ ହେଲା ବଡ ଘୋଷଣା
ନୂଆଦିଲ୍ଲୀ: ନିକଟରେ ଜିଏସଟିକୁ ନେଇ ହୋଇଥିବା ସଂଶୋଧିତ ଦର ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ଦେଖାଯାଇଛି । ଏହାସହିତ ଦୈନନ୍ଦିନ ବ୍ୟବହୃତ ଜିନିଷରେ ଜିଏସଟି ବୃଦ୍ଧି ହେତୁ ଲୋକମାନଙ୍କ ମଧ୍ୟରେ ଆକ୍ରୋଷ…
ଅଧିକ ଖୁସିହେବା ମଧ୍ୟ ଆପଣଙ୍କ ପାଇଁ ହୋଇପାରେ ସାଙ୍ଘାତିକ: ଆସିପାରେ ହାର୍ଟ ଆଟାକ୍, ମହିଳା ଓ ୫୦ ବର୍ଷ ବୟସ୍କ ଅଧିକ ପ୍ରଭାବିତ- ଷ୍ଟଡୀ
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଅତ୍ୟଧିକ ଖୁସି ହେବା ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ? ଏହା ଯୋଗୁଁ ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । କେବଳ ଏତିକି ନୁହେଁ, ଏକ ଗବେଷଣାରୁ ଜଣାପଡିଛି ଯେ ଏହା ମହିଳା ଏବଂ ବୃଦ୍ଧଙ୍କୁ…
ବିବାହିତ ପୁରୁଷମାନେ ଅଫିସ ପାଇଁ ରେଡୀ ହେଉଥିବା ବେଳେ କରନ୍ତୁ ନାହିଁ ଏହି ଭୁଲ୍: ବଢ଼ିପାରେ ନପୁଂସକତାର ବିପଦ
ନୂଆଦିଲ୍ଲୀ: ବାହାଘର ପରେ ଅଧିକାଂଶ ପୁରୁଷଙ୍କର ସ୍ୱପ୍ନ ଥାଏ କି, ସେମାନେ ଦିନେ ପିତା ହେବେ । କିନ୍ତୁ ଅନେକଥର ଏପରି କିଛି ଶାରୀରିକ ସମସ୍ୟା ସାମ୍ନାକୁ ଆସିଥାଏ, ଯାହା କାରଣରୁ ସେମାନଙ୍କର ସ୍ୱପ୍ନ ଭାଙ୍ଗି ରୁଜି…
ବିଶ୍ୱର ବିରଳ ରହସ୍ୟମୟ ଫୁଲ, ୩୬ ବର୍ଷରେ ଥରେ ହିମାଳୟ ପର୍ବତର ଶିଖରରେ ଫୁଟିଥାଏ ନାଗପୁଷ୍ପ
ନୂଆଦିଲ୍ଲୀ: ନାଗପୁଷ୍ପ ଏକ ବେଶ୍ ଆଶ୍ଚର୍ଯ୍ୟଜନକ ଫୁଲ । ଏହି ଫୁଲ ମୁଖ୍ୟତଃ ହିମାଳୟ ପର୍ବତର ଶିଖରରେ ଫୁଟିଥାଏ । ଏହା ଦେଖିବାକୁ ଅବିକଳ ନାଗସାପ ଭଳି । ଫୁଲଟି ସମ୍ପର୍କରେ ଖାସ୍ କଥା ହେଉଛି, ନାଗପୁଷ୍ପ ୩୬ ବର୍ଷରେ…
ରାଶିଫଳ(ଗୁରୁବାର,୨୧ ଜୁଲାଇ,୨୦୨୨)
ମେଷ - ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା…
ରେଲୱେ ଟିକେଟକୁ ନେଇ ହେଲା ଏହି ବଡ ପରିବର୍ତ୍ତନ: ଯାତ୍ରୀଙ୍କ ପାଇଁ ଜବରଦସ୍ତ ଫାଇଦା
ନୂଆଦିଲ୍ଲୀ: ଟ୍ରେନରେ ଯିବାଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ରେଲୱେ ତରଫରୁ ଏକ ବଡ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଯାତ୍ରୀମାନଙ୍କର ଏକ ବଡ ସମସ୍ୟାର ସମାଧାନ କରିପାରିବ…
ଭୁଲରେ ବି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ସବୁ ଜିନିଷ: ମାନହାନୀ ସାଙ୍ଗକୁ ହୋଇପାରେ ଜେଲ
ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଯୁଗରେ କୌଣସି ଜିନିଷ କିମ୍ବା ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବା ପାଇଁ ଲୋକମାନଙ୍କ ପ୍ରଥମ ଚଏସ ପାଲଟିଛି ଗୁଗଲ । ଛୋଟବଡ କିଛି ବି ଜିନିଷ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରେ ଗୁଗଲ ।…
ଶୋଇବା ପାଇଁ ଦରକାର ନାହିଁ ବେଡ୍: ଜାପାନ ତିଆରି କଲା ନାପ୍ ବକ୍ସସ୍, ଫାଇଦାରେ ଦୀର୍ଘ ସମୟ କାର୍ଯ୍ୟ କରୁଥିବା କାର୍ମଚାରୀ
ନୂଆଦିଲ୍ଲୀ: ଏଣିକି ଶୋଇବା ପାଇଁ ଆଉ ବେଡ୍ର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଉନ୍ନତ ଜ୍ଞାନ କୌଶଳ ଦ୍ବାରା ବିଭିନ୍ନ ଜିନିଷ, ଆସବାବପତ୍ର ତିଆରି କରାଯାଉଥିବାବେଳେ ଶୋଇବା ପାଇଁ ନାପ୍ ବନ୍ସେସ୍ ଏକ ଭିନ୍ନ ଧରଣର ଜିନିଷ…
ଶ୍ରାବଣ ମାସରେ ଆଜି ହେଉଛି କାଳାଷ୍ଟମୀ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତି ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ମାସିକ କାଳାଷ୍ଟମୀ ବ୍ରତ ରଖାଯାଏ । ଏହି ବ୍ରତ ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏହି ଦିନ…