fbpx
Browsing Category

କରୋନା

ମିଲଖା ସିଂଙ୍କ ପତ୍ନୀ ନିର୍ମଲ କୌରଙ୍କ ଜୀବନ ନେଲା କରୋନା , ମାତ୍ର ୮୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀ କିମ୍ବଦନ୍ତୀ ଆଥଲେଟ୍‌ ମିଲଖା ସିଂ କରୋନାରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସୁସ୍ଥ ଅବସ୍ଥାକୁ ଫେରୁଥିବା ବେଳେ ପତ୍ନୀ ନିର୍ମଲ କୌରଙ୍କର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ…

ଓଡ଼ିଶା ଅନ୍‌ଲକ୍‌ ଗୁଜବକୁ ବିଶ୍ୱାସ କରନ୍ତୁନି: ଏସ୍‌ଆର୍‌ସି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ମାସ ୧୭ ତାରିଖ ପରେ ଅନ୍‌ଲକ୍‌ ଜାରି ହେବା ନେଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାରିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗାଇଡ୍‌ଲାଇନ୍‌ ଜାରି ହୋଇ ନାହିଁ…

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅନ୍‌ଲକ୍ ପ୍ରକିୟ, ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବ ବଜାର ଓ ମଲ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନ୍‌ଲକ୍ ପ୍ରକିୟ ହେବ । ବଜାର, ମଲ୍‌ ଓ ମାର୍କେଟ୍‌ କମ୍ପେ୍ଲକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି  ଦିଲ୍ଲୀ ସରକାର।…

କରୋନାକୁ ହରାଇଲେ କାଟ୍ରିନା, କହିଲେ କଣ ଜାଣନ୍ତୁ…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କାହାକୁ ଛାଡ଼ିନି କରୋନା। କଲବଲ କରିଛି ସମସ୍ତଙ୍କୁ। କି ଧନୀ କି ଗରିବ, ସମସ୍ତେ ଏହାର ସଂକ୍ରମଣରେ ଛଟପଟ ହୋଇଛନ୍ତି। ସେହିଭଳି ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଭିତରେ ଅନ୍ୟତମ କାଟ୍ରିନା…

କନ୍ଦାଉଛି କରୋନା, ତେଣୁ ପାଣିକୁ ଡେଇଁ ସୁଖ ସାଉଁଟୁଛନ୍ତି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ: ଦୁଃଖ ଅସରନ୍ତି। ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛଟପଟ ହେଉଛି ପ୍ରାଣ। ଜୀବନ ବିକଳ ହୋଇ କାନ୍ଦୁଛି। ସେହିଭଳି କନ୍ଦାଇ କନ୍ଦାଇ ମାରୁଛି ମହାମାରୀ କରୋନା। ଏଭଳି ଦୁଃଖକୁ କେମିତି ଦୂର କରିହେବ? ଏଭଳି ପ୍ରଶ୍ନ…

ଟିକା ଅଭାବ ସମ୍ପୂର୍ଣ୍ଣ ମିଛ! କେନ୍ଦ୍ର ସରକାର ଦେଇଛନ୍ତି ମୋଟ ୨୬ କୋଟି ଡୋଜ୍, ଏବେ ବି ସମସ୍ତ ରାଜ୍ୟରେ ବଳକା ଅଛି ୧.୫ କୋଟିରୁ ଅଧିକ ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଟିକାକରଣ ଚାଲିଛି । ତେବେ କେନ୍ଦ୍ର ସରକାର ଆବଶ୍ୟକ ମାତ୍ରାରେ ଟିକା ପ୍ରଦାନ କରିବାରେ ବିଫଳ, ତେଣୁ…

‘ମୋ ଜୀବନର ସବୁକିଛି ସରିଯାଇଛି….’ କରୋନାରେ ପିତାମାତାଙ୍କୁ ହରାଇବା ପରେ ଭାବପ୍ରବଣ ହେଲେ କମେଡ଼ିଆନ୍ ତଥା ୟୁଟ୍ୟୁବର ଭୁବନ ବାମ୍

ନୂଆଦିଲ୍ଲୀ: କମେଡ଼ିଆନ୍ ତଥା ୟୁଟ୍ୟୁବର ଭୁବନ ବାମଙ୍କ ଜୀବନକୁ କରୋନା ଛାରଖାର କରିଦେଇଛି । ଲକ୍ଷ ଲକ୍ଷ ଦର୍ଶକଙ୍କୁ ହସାଉଥିବା ଭୁବନ ଆଜି ନିଜର ପିତାମାତାଙ୍କୁ ହରାଇ ନିଜେ ଲୁହ ଦରିଆରେ ବୁଡ଼ି ରହିଛନ୍ତି । ନିଜର…

ବନ୍ଦ କୋଠରୀରେ ଅଧିକ ବ୍ୟାପୁଛି କରୋନାର ଡେଲଟା ଭାରିଆଣ୍ଟ, ଗୋଟିଏ ପରିବାରର ଏକାଧିକ ସଦସ୍ୟ ବେଶିମାତ୍ରାରେ ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ: ସଂପ୍ରତି ଭାରତରେ ଜାରି ରହିଥିବା ଦ୍ୱିତୀୟ ଲହର ପଛରେ କରୋନାର ଡେଲଟା ଭାରିଆଣ୍ଟ ରହିଥିବା କୁହାଯାଉଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଦେଶରେ ପ୍ରଥମେ ଚିହ୍ନଟ ହୋଇଥିବା B.1.672…

ଦେଶରେ ଆଜି ୩୩୦୩ ଜଣଙ୍କ ମୃତ୍ୟୁ, ୮୦ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୩୦୩ ଜଣଙ୍କ…

ଆଜି ରାଜ୍ୟରେ ୪୫ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ରୋକ୍ ଲଗାଯାଇ ପାରୁନି । ଗତ ୨୪ ଘଣ୍ଟା…