fbpx
Browsing Category

କରୋନା

ସ୍ୱନାମଧନ୍ୟ ଶିକ୍ଷାବିତ୍ ଡ. ବିଜୟ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଗୁରୁବାର ପରଲୋକ ଘଟିଛି । କରୋନା ପରବର୍ତ୍ତୀ ଜଟିଳତାରେ ସେ ଆକ୍ରାନ୍ତ ଥିଲେ । ହାଇଦ୍ରାବାଦସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ପ୍ରାଣ…

ଜୁନ ୨ ସୁଦ୍ଧା ୬୨୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଜୁନ ୨ ସୁଦ୍ଧା ଦେଶରେ ୬୨୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…

ଓଡିଶାରେ ଆଉ ୧୫ ଦିନ ଭିତରେ କମିବ କରୋନା ସଂକ୍ରମଣ: ILS ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ…

ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ, ଅଧ୍ୟୟନରୁ ହେଲା ଖୁଲାସା

ନୂଆଦିଲ୍ଲୀ : ଭାରତରେ ମିଳିଥିବା କରୋନା ଭାରିଆଣ୍ଟର ନାମକରଣ ବିଶ୍ୱ ସ୍ତରରେ କରାଯାଇଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡେଲଟା ରଖାଯାଇଛି । ମେ' ୧୨ ତାରିଖରେ ଭାରତୀୟ ଭାରିଆଣ୍ଟ ବି.୧.୬୧୭କୁ ଠାବ…

ଇମ୍ୟୁନିଟି ପାୱାର ବଢାଇବାକୁ ଦିଲ୍ଲୀ ସରକାରଙ୍କ ନୂଆ ପ୍ଲାନ୍, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀ ସରକାର ଏବେ ଲୋକଙ୍କୁ ଇମ୍ୟୁନିଟି ଶକ୍ତି ବଢାଇବାକୁ…

ଖୁବଶୀଘ୍ର ଆସୁଛି ଆଉ ଏକ ଦେଶୀ ଟିକା, ଜାଣନ୍ତୁ କେତେ ଟଙ୍କାରେ କିଣୁଛନ୍ତି ସରକାର ?

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆସିଛି ଆଉ ଏକ ଖୁସି ଖବର । ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା । ଘରୋଇ…

ଦେଶରେ ଆଜି ୨,୮୮୭ ସଂକ୍ରମିତଙ୍କ ପ୍ରାଣ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୮୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯ କୁ ବୃଦ୍ଧି ପାଇଛି ।…

ଓଡିଶାରେ ଆଜିବି ରେକର୍ଡ ଛୁଇଁଲା ମୃତ୍ୟୁସଂଖ୍ୟା: ସର୍ବାଧିକ ୪୨ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଗଣ୍ଟା ମଧ୍ୟରେ ରେକର୍ଡ ୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମଥର ପାଇଁ ଗୋଟିଏ ଦିନରେ ୪୨…

କମୁନି ସଂକ୍ରମଣ! ଆଜି ରାଜ୍ୟରେ ୮୮୩୯ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୮ ହଜାର ୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ସ୍ଥାନୀୟ ଅଞ୍ଚଳରୁ…

ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ କରିବେ ଜି-୭ ରାଷ୍ଟ୍ର, କ୍ରୀଡା ଆୟୋଜନକୁ ନେଇ ଜାପାନଲୋକଙ୍କ ବିରୋଧ ଜାରି

ଟୋକିଓ (ଓଡ଼ିଶା ଭାସ୍କର) : କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନକୁ ଜାପାନର ବହୁ ସଂଖ୍ୟକ ଲୋକ ଓ ଡାକ୍ତର ସଂଘ ପ୍ରବଳ ବିରୋଧ କରୁଥିବା ବେଳେ ଗ୍ରୁ-୭ ରାଷ୍ଟ୍ର ସମୂହ ଏହି ସର୍ବବୃହତ କ୍ରୀଡାକୁ…