Browsing Category
କରୋନା
ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା…
କଟକଣା ତାଲା ଖୋଲିବ କେମିତି? ICMR ମହାନିର୍ଦ୍ଦେଶକ ରଖିଲେ ୩ ସର୍ତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ କଲବଲ ହେଉଛି ଦେଶ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସମେତ ବିଭିନ୍ନ ରାଜ୍ୟ ସରକାର ଲଗାଇଛନ୍ତି କଡ଼ା କଟକଣା । ପ୍ରାୟତଃ ସବୁ ରାଜ୍ୟ ସରକାର…
ଲକଡାଉନରେ ସରିଗଲା ରୋଗଗ୍ରସ୍ତ ପୁଅର ଔଷଧ: ସାଇକେଲରେ ତିନି ଦିନ ଧରି ୩୦୦ କିଲୋମିଟର ଯାତ୍ରା କଲେ ଯୁବକ
ମସୁର: କର୍ଣ୍ଣାଟକର ମୈସୁରରେ ଏକ ଦୁଃଖଦ ତଥା ଭାବପ୍ରବଣାତ୍ମକ ଘଟଣା ସାମନାକୁ ଆସିଛି । ଜଣେ ରୋଗ ଜର୍ଜରିତ ପୁତ୍ର ପାଇଁ ଜଣେ ମଜଦୁଦ ତଥା ଗରିବ ପିତାର ତ୍ୟାଗର କାହାଣୀ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରରେ…
ଦେଶରେ ପୁଣି ବଢ଼ିଲା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା, ଆଜି ୩୨୦୭ ଜଣଙ୍କ ପ୍ରାଣହାନୀ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଆସୁଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୨୦୭ ଜଣଙ୍କ ମୃତ୍ୟୁ…
ଓଡ଼ିଶାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୮୩୯୯ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨ ଆକ୍ରାନ୍ତ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
ରାଜ୍ୟରେ ରେକର୍ଡ ସୃଷ୍ଟି କଲା କରୋନା: ଆଜି ସର୍ବାଧିକ ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୮୩୧କୁ…
ରକ୍ତଦାନ ଶିବିରରୁ ସୁର ସ୍ପ୍ରେଡର ଆଶଙ୍କା ! ଆୟୋଜକ କରୋନ ପଜିଟିଭ ଚିହ୍ନଟ, କାର୍ଯ୍ୟକ୍ରମରେ ଯୋଗଦେଥିଲେ ଲୋଇସିଂହା ବିଧାୟକ
ବଲାଙ୍ଗୀର(ଓଡ଼ିଶା ଭାସ୍କର): ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତିକୁ ବିଜେପି ଦଳ ତରଫରୁ ସେବା ସପ୍ତାହ ଦିବସ ପାଳନ କରାଯାଉଛି । ମହାମାରୀ ସମୟରେ ଦେଶର ଅନ୍ୟତମ ସର୍ବ ବୃହତ ରାଜନୈତିକ ଦଳ ସେବା ପାଇଁ ଆଗେଇ ଆସିବା…
ଭାରତୀୟ କରୋନା ଷ୍ଟ୍ରେନ୍କୁ “ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍ଟା ଭାରିଏଣ୍ଟ’ । ବିଶ୍ୱ
ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ…
ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ, ପ୍ରି-ବିଡ୍ରେ ସାମିଲ ହେଲେ ନାହିଁ ସେରମ୍ ଓ ଭାରତ ବାୟୋଟେକ୍
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଗ୍ଲୋବାଲ ଟେଣ୍ଡର୍ରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ ପକ୍ଷରୁ କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ…
ଖୁସି ଖବର: ଓଡ଼ିଶାରୁ ଆଜି ୧୧,୦୯୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…