fbpx
Browsing Category

କରୋନା

କରୋନା ପାଇଁ ଏଥର ଟିକା ବଦଳରେ ଆସିଗଲା ନୂଆ ଔଷଧ!

ଗବେଷକ ତଥା ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ନୂଆ ଔଷଧ ପ୍ରଥମରୁ କରୋନା ସଂକ୍ରମିତ ହେବାରୁ ରକ୍ଷାକରେ ଏବଂ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ ସୁସ୍ଥ କରିପାରିବ ।

କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ…

ବାବା ରାମଦେବଙ୍କୁ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ୍

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଏଲୋପାଥୀ ବା ଡାକ୍ତରୀ ଔଷଧ ବିରୋଧରେ ବିବାଦୀୟ ମନ୍ତବ୍ୟ । ବାବା ରାମଦେବଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ଆଣିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) । ଏହାପରେ କେନ୍ଦ୍ର…

ଦେଶରେ ବଢ଼ିଲା ମୃତ୍ୟୁ: ପୁଣି ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ପୁଣି ବୃଦ୍ଧି ପାଇଥିବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ବୃଦ୍ଧି ପାଇଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୫୭ ଜଣଙ୍କ ମୃତ୍ୟୁ…

ହୃଦ୍‌ଘାତରେ ଆଖିବୁଜିଲେ ସ୍ୱାମୀ, ଚୈତନ୍ୟଙ୍କ ମୃତ୍ୟୁର ୫ଦିନ ପରେ ପତ୍ନୀ ବଉଳବାଳାଙ୍କ ଜୀବନ ନେଲା କରୋନା

ଧର୍ମଶାଳା (ଓଡ଼ିଶା ଭାସ୍କର) : ସ୍ୱାମୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ । ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ଜେନା (୮୬)ଙ୍କ ଗତ…

୫ ମାସ ହେଲା ‘ବ୍ଲାକ୍ ଫଙ୍ଗସ୍’ରେ ଆକ୍ରାନ୍ତ ହେଲେଣି ଯୁବକ: ସର୍ଜରୀରେ ଖର୍ଚ୍ଚ ହେଲାଣି ୪୧ ଲକ୍ଷ, ବିକି ସାରିଲେଣି ଘରଦ୍ୱାର

ନୂଆଦିଲ୍ଲୀ: ‘ବ୍ଲାକ୍ ଫଙ୍ଗସ୍’ ଯେ କେତେ ଭୟଙ୍କର ତାହାର ଏକ ଉଦାହରଣ ସାମନାକୁ ଆସିଛି । ବିମଲ ନାମକ ଜଣେ ଯୁବକ କରୋନାକୁ ମାତ୍ ଦେଇଥିଲେ, ମାତ୍ର ୫ ମାସ ହେଲା ସେ ‘ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ସର୍ବସ୍ୱ ହରାଇଲେଣି…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁକାଶ୍ମୀର

ଶ୍ରୀନଗର (ଓଡ଼ିଶା ଭାସ୍କର) : ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ…

ଓଡ଼ିଶାରୁ ଆଉ ୩୫ ଜୀବନ ନେଲା ମହାମାରୀ, ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ପିକ୍‌ରେ ଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର…

ଓଡିଶାରେ ଆଜି ୧୧,୬୨୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୦୯ ଜଣ ଓ…

କରୋନାକୁ ନେଇ ସୃଷ୍ଟି ହେଲା ହଇଚଇ! କରୋନା ଭ୍ୟାକ୍ସିନ ନେଇଥିବା କୋଟି କୋଟି ଲୋକଙ୍କ ଜୀବନ ବିପଦରେ, ଜାଣନ୍ତୁ କ’ଣ ସତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଟିକାକରଣ ଜାରି ରହିଥିବା ବେଳେ ଏହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମନାକୁ ଆସିଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଖବର ଖୁବ ବେଶୀ ଭାଇରାଲ୍ ହେଉଥିବାର ଦେଖିବାକୁ…