fbpx
Browsing Category

କରୋନା

ବାତ୍ୟା ‘ୟଶ୍’ ପ୍ରଭାବ: ଆଜି ବନ୍ଦ ରହିବ ଟିକାକରଣ, ୨୬ରେ ସ୍ଲଟ୍‌ ବୁକିଂ କରିଥିବା ଲୋକ ୨୯ରେ ଟିକା ନେଇପାରିବେ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅତି ଖୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟଶ୍।   ଭଦ୍ରକର ଧାମରାରୁ ମାତ୍ର ୪୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କିମି ଦୂରରେ ୟଶ୍ । ଅତି ଭୟଙ୍କର…

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୭୬୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୭୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ଆଜି ୧୦୬୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧୦୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୨ ଜଣ…

ଭାରତବାସୀଙ୍କ ପାଇଁ ଖୁସି ଖବର: କରୋନା ରୋଗୀଙ୍କ ସୁସ୍ଥତା ହାର ୯୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୨୬ ହଜାର କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ସୁସ୍ଥତା ହାର ୮୯.୨୬କୁ…

ଏହି ରାଜ୍ୟରୁ ହଟିବ ଲକଡାଉନ୍, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ରାୟପୁର: ଛତିଶଗଡ଼ରେ ଲକଡାଉନକୁ ନେଇ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ଘୋଷଣା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ…

କୋଭାକ୍ସିନକୁ ତୁରନ୍ତ ଅନୁମତି ଦିଅ: ଭାରତ ବାୟୋଟେକ୍

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଭାରତ ବୟୋଟେକ୍ ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)କୁ ଏକ ଆଶୁ ଆବେଦନ କରିଛି । କୋଭାକ୍ସିନ୍ ଟିକାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସମସ୍ତ ପ୍ରକାର ପ୍ରମାଣପତ୍ର ଦେଇଛି…

ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ସ୍ପୁଟନିକ୍ ଲାଇଟର ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନୂଆ ସଂଖ୍ୟା ପୂର୍ବାପେକ୍ଷା କମ୍ ଦେଖାଦେଇଛି । ତେବେ ଏହା ମହାମାରୀ ଭାଇରସର ଦ୍ୱିତୀୟ ତରଙ୍ଗର ପ୍ରଭାବ ଏବେ ମଧ୍ୟ ଜାରି ରହିଛି । ମଙ୍ଗଳବାର ମଧ୍ୟ ପ୍ରାୟ ୨ ଲକ୍ଷ ସଂକ୍ରମିତ…

ଦେଶରେ କମିଲା କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସାମାନ୍ୟ ହ୍ରାସ ପାଇବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ କମିଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୧୧ ଜଣଙ୍କ ମୃତ୍ୟୁ…

କରୋନା ଚମତ୍କାର ! ଦୁଇ ବୁନ୍ଦା ଆୟୁର୍ବେଦ ଔଷଧ ଆଖିରେ ପକାଇବା ପରେ ଚେଇଁ ଉଠିଲେ ଯୁବକ, ଦୈନିକ ହଜାର ହଜାର ରୋଗୀ ହସ୍ପିଟାଲ ଛାଡ଼ି ଧାଉଁଛନ୍ତି…

ହାଇଦ୍ରାବାଦ: ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଜୋର ରହିଛି । ବିଭିନ୍ନ ରାଜ୍ୟରେ ଟିକାକରଣରେ ଅନିୟମିତତା, ବେଡ୍ ସମସ୍ୟା ଓ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ…