Browsing Category

କରୋନା

ପୁଣି ଆତଙ୍କ ଖେଳାଉଛି କରୋନା: ଗୋଟିଏ ଦିନରେ ଚିହ୍ନଟ ହେଲା ୩୨ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ପୁଣିଥରେ ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଦିନ ଚାଇନାରେ କୋଭିଡ ମାମଲାରେ ଏକ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଗତ ଦିନ ମାନଙ୍କରେ…

ଲୋକଙ୍କ ଦୁଇ ବର୍ଷ ଆୟୁଷ କମାଇଲା କରୋନା ମହାମାରୀ, ବର୍ତ୍ତିଗଲେ କେବଳ ୨ଟି ଦେଶ

ନୂଆଦିଲ୍ଲୀ: ସଂପ୍ରତି ଦୁନିଆ ମହାମାରୀର ପ୍ରାଦୁର୍ଭାବରୁ ଧିରେ ଧିରେ ମୁକୁଳିବାରେ ଲାଗିଛି। କିନ୍ତୁ ଏହାର କିଛି ପ୍ରଭାବ ଲୋକଙ୍କ ଉପରେ ଦୀର୍ଘ ସମୟ ଧରି ଅନୁଭୂତ ହେବ। ମିଳିତ ଜାତିସଂଘ ଜନସଂଖ୍ୟା କୋଷ(ୟୁଏନଏଫପିଏ)ର…

କରୋନା ପଜିଟିଭ ହେଲେ ଅଷ୍ଟ୍ରେଲିଆର ଆଉ ଜଣେ ଖେଳାଳି: ଇଂଲଣ୍ଡ ବିପକ୍ଷରେ ଖେଳିବା ନେଇ ପ୍ରଶ୍ନବାଚୀ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଦ୍ୱିତୀୟ ଖେଳାଳିଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୱିକେଟ କିପର ମାଥ୍ୟୁ ୱେଡ । ତେଣୁ ସେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।…

ସାବଧାନ ହେଇଯାଆନ୍ତୁ! ଆସୁଛି କରୋନାର ଆଉ ଏକ ଭୟଙ୍କର ଭାରିଆଣ୍ଟ

ନୂଆଦିଲ୍ଲୀ :କରୋନା ମହାମାରୀ ବିଶ୍ୱ ଏତେ ଶୀଘ୍ର ଏଥିରୁ ମୁକ୍ତି ପାଇବ ନାହିଁ । ଅନେକ ଥର, ଅନେକ ରିପୋର୍ଟରେ କରୋନା ର ପ୍ରକାର ଏବଂ ସବ୍ ଭାରିଆଣ୍ଟ ବିଷୟରେ ଅନେକ ଦାବି କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ,…

କୋଭିଡ ପଜିଟିଭ ହେଲେ କ୍ରିକେଟର: ବିଶ୍ୱକପରେ ଏହି ଦଳ ପାଇଁ ବଢିଲା ଟେନସନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଅଚାନକ ଏଣ୍ଟ୍ରି କରିଛି କରୋନା ମହାମାରୀ । ଜଣେ ଷ୍ଟାର କ୍ରିକେଟର ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜାଣିବାକୁ ମିଳିଛି । ଅଷ୍ଟ୍ରେଲିଆର ଷ୍ଟାର ଲେଗ ସ୍ପିନର ଆଡାମ ଜାମ୍ପାଙ୍କ…

ମହାରାଷ୍ଟ୍ରରେ ପୁଣି ଚିନ୍ତା ବଢ଼ାଇଲା କରୋନା: ଏବେ ସାମ୍ନାକୁ ଆସିଲା ନୂଆ ଭାରିଆଣ୍ଟର ୧୮ ମାମଲା

ମୁମ୍ବାଇ: ମହାରାଷ୍ଟରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଚିନ୍ତାର ବିଷୟ ହେଉଛି କି, ରାଜ୍ୟରେ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଏକ୍ସବିବି ଭାରିଆଣ୍ଟର ୧୮ଟି ମାମଲା ସାମ୍ନାକୁ ଆସିଛି । ଏହା ଓମିକ୍ରନର ଦ୍ୱିତୀୟ…

ଭାରତମୁହାଁ ହେଉଛି କରୋନାର ନୂଆ ଭାରିଆଣ୍ଟ: ସଂକ୍ରମଣ ନେଇ ବିଶେଷଜ୍ଞ ଦେଲେଣି ଚେତାବନୀ

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଧିରେ ଧିରେ ସବୁ କଟକଣା ହଟାଇ ଦିଆଯାଇଛି । କିନ୍ତୁ ମହାମାରୀର ଆଉ ଏକ ଭାରିଆଣ୍ଟ ଏବେ ଚିନ୍ତାର ବିଷୟ ପାଲଟିଛି । ଏହା ଓମିକ୍ରନର ଏକ ସବ-ଭାରିଆଣ୍ଟ ବୋଲି କୁହାଯାଉଛି । ତେବେ…

ପୁଣି ବଢିବାରେ ଲାଗିଛି କରୋନା ମହାମାରୀ କେସ: ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ପୁଣି କରୋନାକୁ ନେଷଇ ଦେଇଛି ଚେତାବନୀ । ମହାମାରୀ କରୋନାର ଆଉ ଏକ ଲହର ଆସୁଥିବା ନେଇ ଦେଶକୁ ସଚେତନ କରିଛି ଡବ୍ଲୁଏଚଓ । ଏହା ସହିତ ୟୁରୋପିୟନ ସେଣ୍ଟର ଫର ଡିଜିଜ…

Long Covid New Symptoms:ଜାଣନ୍ତୁ କରୋନା ପରେ କାହିଁକି ବଦଳୁଛି ଆପଣଙ୍କ କଣ୍ଠ ସ୍ୱର

ନୂଆଦିଲ୍ଲୀ: କରୋନା ମହାମାରୀ ଆମ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ଏହି ମହାମାରୀ ଆମର ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି । କରୋନା ଜୀବାଣୁ ସଂକ୍ରମଣ କିଛି…

କରୋନା ପାଇଁ ଆବଶ୍ୟକ ହେବନି ଔଷଧ: ଏହି ମେଡିସିନକୁ ନେଇ ସୂଚନା ଦେଲା WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଏଣ୍ଟ ଅସ୍ଥିର କରି ଦେଇଛି । ଏହି ମହାମାରୀ ଭିତରେ ଏକ ବଡ ସୂଚନା ଜାରୀ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଣ୍ଟିବଡି ଔଷଧକୁ ନେଇ ଏକ ନୂଆ ଅପଡେଟ ଦେଇଛି…