Browsing Category
କରୋନା
ଏହି ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ, ତଥାପି ସରକାର କହୁଛନ୍ତି ଲକଡାଉନ ଲାଗୁ ହେବନି
ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଲେଉଟାଣିକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ବଢ଼ିବାରେ ଲାଗିଛି । ବିଶେଷ କରି ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଏହାର ପ୍ରଭାବରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ…
ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୁତନ ଭାରିଆଣ୍ଟ୍ ବି.୧.୬୪୦.୨, ଦେଖାଗଲାଣି ୪୬ ମ୍ୟୁଟେସନ୍
ନୂଆଦିଲ୍ଲୀ: କରୋନା ଓ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ…
ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍ କଲା ବିଏମସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ଆଜି ବନ୍ଦ କରିଛି ବିଏମସି । ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଡିସିପି ଅଫିସ୍ ସିଲ୍ କରିଛନ୍ତି ବିଏମସି ଅଧିକାରୀ । ବିଏମସି…
ବଢ଼ିଲାଣି ସଂକ୍ରମଣ: ପଞ୍ଜାବରେ ଲାଗିଲା ନାଇଟ୍ କର୍ଫ୍ୟୁ; ୫୦% କ୍ଷମତାରେ ଚାଲିବ ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ୍
ହରିୟାଣା: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ କାରଣରୁ ପୁଣିଥରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ରାଜ୍ୟର ସରକାର କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି କରିଛନ୍ତି । ଏହି ପରିପ୍ରେକ୍ଷୀରେ ପଞ୍ଜାବର…
ଧୀରେଧୀରେ କାୟା ମେଲାଉଛି କରୋନା: ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୬ ଶହ ଟପିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ…
ଦେଶରେ ଦିନକରେ ୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୩୭ ହଜାର ପଜିଟିଭ୍, ୧୮୯୨ ଓମିକ୍ରନ ଚିହ୍ନଟ
ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ…
ପଟିଆଲା ମେଡିକାଲ କଲେଜରେ ୧୦୦ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍
ହରିୟାଣା: ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି କୋଭିଡ୍ ସଂକ୍ରମଣ । ତାଉପରେ ପୁଣି ନୂତନ ଭାରିଆଣ୍ଟ ଓମିକ୍ରନ ସାରା ଦେଶର ଚିନ୍ତାକୁ ଦୁଇଗୁଣ କରିଦେଇଛି । ଏପରି ପରିସ୍ଥିତିରେ ବାରମ୍ବାର କେନ୍ଦ୍ର ସରକାର ଓ ରାଜ ସରକାର…
(VIDEO) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ୍ ପଜିଟିଭ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ବର୍ତ୍ତମାନ ସେ ହୋମ୍ ଆସସୋଲେସନରେ ରହିଛନ୍ତି । ତେଣୁ ନିକଟରେ ତାଙ୍କ ସମ୍ପର୍କରେ…
ଏମ୍କେସିଜି ଅଧୀକ୍ଷକ ପରେ ପତ୍ନୀ କରୋନା ପଜିଟିଭ ଚିହ୍ନଟ, ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା
ଗଞ୍ଜାମ (ଭାସ୍କର ନ୍ୟୁଜ୍): ଗଞ୍ଜାମ ଜିଲ୍ଳାରେ ବ୍ୟାପିଲା କରୋନା ସଂକ୍ରମଣ। ଗତକିଛି ଦିନ କୋଭିଡ଼ ଗ୍ରାଫ୍ ସ୍ଥିର ରହିବା ପରେ ପୁଣି ଉପମୁହାଁ ହୋଇଛି ସଂକ୍ରମଣ। ଗତ ଶୁକ୍ରବାର ଏମ୍କେସିଜି ଅଧୀକ୍ଷକ ପ୍ରଫେସର…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ମହାମାରୀ କାରଣରୁ ସରକାରୀ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଡେଣ୍ଡାନ୍ସ ଉପରେ ଲଗାଗଲା ରୋକ୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସମୟରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ କୁ ବନ୍ଦ କରି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ…