fbpx
Browsing Category

କରୋନା

ଆଜି ରାଜ୍ୟରୁ ୬୨୩ କରୋନା ପଜିଟିଭ୍: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଛି । ତେବେ ଖୋର୍ଦ୍ଧା…

ଭ୍ୟାକ୍ସିନ୍ ଲଗାନ୍ତୁ ଉପହାର ନିଅନ୍ତୁ: ଟିକାକରଣ ବୃଦ୍ଧି ପାଇଁ ଲାଗୁହେଲା ଏହି ନିୟମ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ବିଗତ କିଛି ଦିନ ଧରି ସଂକ୍ରମଣରେ ହ୍ରାସ ଘଟିଥିବା ଦେଖାଯାଇଛିି । ସମସ୍ତ ଜନସାଧାରଣଙ୍କୁ ଟିକାକରଣ କରିବା ପାଇଁ…

‘ଫିଟ୍‌ ଟୁ ଫ୍ଲାଇ’ ସାର୍ଟିଫିକେଟ୍‌ ମିଳିଲେ ଭାରତ ଫେରିବେ ତିନି କ୍ରିକେଟ୍‌ କୋଚ୍‌, କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରି ପ୍ରମାଣପତ୍ର…

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଅବସରରେ କରୋନାରେ ଆକ୍ରାନ୍ତ ହୋଇଥିବା ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ,ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ସୁସ୍ଥ ହୋଇ ସ୍ୱଦେଶ ଫେରିବା…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା, ଏବେ ସୁଦ୍ଧା ୨ କୋଟି ରାଜ୍ୟବାସୀ ନେଲେଣି କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କୋଭିଡ୍‌ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍‌ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି ।…

କରୋନା ଭାଇରସ୍ କେବେ ବି ଯିବ ନାହିଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ: କରୋନା ମହାମାରୀ ସବୁଦିନ ପାଇଁ ରହିବ, କେବେ ଯିବ ନାହିଁ । ସମସ୍ତଙ୍କୁ କରୋନା ସହ ଲଢ଼େଇ ଜାରି ରଖିବାକୁ ପଡ଼ିବ । ୨୦୦୯ରେ ଆସିଥିବା ସ୍ୱାଇନ ଫ୍ଲୁର ପ୍ରଭାବ ଆଜି ପର୍ଯ୍ୟନ୍ତ ବି ରହିଛି । ଅନୁରୂପ ଭାବେ…

ମୂର୍ତ୍ତି ଉଚ୍ଚତା ବିବାଦ: ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ

କଟକ,(ଭାସ୍କର ନ୍ୟୁଜ୍‌): ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ । ସରକାରଙ୍କ ୪ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ…

ଚାରିଧାମ ଯାତ୍ରାକୁ ମିଳିଲା ଅନୁମତି, ଏଣିକି କରୋନା କଟକଣା ମଧ୍ୟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଡେରାଡୁନ : ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ଚାରିଧାମ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଯାତ୍ରା ଆରମ୍ଭ କରିବାକୁ ନେଇ କୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଶପଥପାତ୍ର ଉପରେ ଶୁଣାଣି…

ଆଜି ରାଜ୍ୟରୁ ୫୮୦ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୩୬…

ଭାରତକୁ ଖୁବ୍‌ଶୀଘ୍ର ମିଳିବ ଆଉ ଏକ କୋଭିଡ ଭାକ୍ସିନ୍‌: ସ୍ପୁଟନିକ୍‌ ଲାଇଟ୍‌ର ଥାର୍ଡ ଫେଜ୍ ଟ୍ରାଏଲକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ:ଭାରତକୁ ଖୁବ୍‌ଶୀଘ୍ର ମିଳିବ ଆଉ ଏକ କୋଭିଡ ଭାକ୍ସିନ୍‌ । କରୋନାକୁ ମାତ ଦେବାକୁ ଆସୁଛି ଋଷର ସିଙ୍ଗଲ୍‌ ଡୋଜ୍‌ ଯୁକ୍ତ ଟିକା ସ୍ପୁଟନିକ୍‌ ଲାଇଟ୍‌ । ଯାହାର ଗୋଟିଏ ମାତ୍ର ଡୋଜ୍‌ ଶରୀରକୁ କରୋନା ଠାରୁ…

କେରଳକୁ ଅତିକ୍ରମ କଲା ମିଜୋରାମ: ଚିହ୍ନଟ ହେଲେ ସର୍ବାଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୂର୍ବ-ଉତ୍ତର ରାଜ୍ୟ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହି ସଂକ୍ରମଣ ହାର ୧୬.୪ ପ୍ରତିଶତ ପହଞ୍ଚିଯାଇଛି, ଯାହାକି ଦେଶରେ ସବୁଠାରୁ ଅଧିକ ଅଟେ । ଆଜି ରାଜ୍ୟରୁ ମୋଟ ୧୫୦୨…