Browsing Category
ସ୍ୱାସ୍ଥ୍ୟ
ମଙ୍କି ପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍; ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଡରାଇଲାଣି ମଙ୍କି ପକ୍ସ । ଏନେଇ ସବୁ ଜିଲ୍ଲାକୁ ଗାଇଡଲାଇନ୍ ଜାରି କରାଯାଇଛି । ବିମାନ ବନ୍ଦର ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ୍ ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର…
ବ୍ୟାକ୍ ପେନ୍ ପାଇଁ କାମ ହେଉଛି ପ୍ରଭାବିତ, ତେବେ ଆପଣାନ୍ତୁ ଏହି ଉପାୟ
ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ୧୦୦ରୁ ୮୦ ଲୋକ ବ୍ୟାକ ପେନ ବା ପିଠିରେ ଯନ୍ତ୍ରଣା ଥିବା କହିଥାନ୍ତି । ଏହି ସମସ୍ୟା ସବୁ ବର୍ଗରେ ଦେଖିବାକୁ ମିଳୁଛି । ଅନେକ ସମୟରେ ବ୍ୟାକ ପେନ ଅନେକଙ୍କ ପାଇଁ ଅସହ୍ୟ ମଧ୍ୟ…
ମଶା ଧୂପ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ଆଜ୍ମା, କ୍ୟାନ୍ସର ଓ ଫୁସଫୁସଜନିତ ରୋଗ
ଆଜିକାଲି ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ତେବେ କହିରଖୁଛୁ ଯେ, ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ…
ନୂତନ ବ୍ଲଡ୍ ଗ୍ରୁପ୍ ଆବିଷ୍କାର କଲେ ବୈଜ୍ଞାନିକ, ବିରଳ ରୋଗୀଙ୍କ ଚିକିତ୍ସା ପାଇଁ ହେବ ଲାଭଦାୟକ
ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ବହୁତ ଆଡଭାନ୍ସ ହୋଇଯାଇଛି । ଜନ କଲ୍ୟାଣକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ସବୁବେଳେ ନୂତନ ଆବିଷ୍କାରରେ ବ୍ୟସ୍ତ ରହିଥାନ୍ତି । ମନୁଷ୍ୟ ଶରୀରରେ ରକ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା, ବିପଜ୍ଜନକ ହେଉଛି କି ଏହି ଭୂତାଣୁ?
ନୂଆଦିଲ୍ଲୀ: କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ…
ଅଧିକ ଲୁଣ ଖାଇଲେ ଜହର, ଶରୀରରେ ଜନ୍ମ ନେବ ସାଂଘାତିକ ରୋଗ
ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟ ଅଧୁରା । କିନ୍ତୁ କିଛି ଲୋକ ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କରିଥାନ୍ତି । ଯଦି ଆପଣ ଏଭଳି କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ। ଶରୀର ଉପରେ କୁପ୍ରଭାବ ପଡିବାର ଆଶଙ୍କା ଅଧିକ ରହିଥାଏ…
COVID-19 XEC Variant: କାୟା ବିସ୍ତାର କରୁଛି ନୂଆ ଭାରିଆଣ୍ଟ, ଏଭଳି ରୁହନ୍ତୁ ସତର୍କ
ନୂଆଦିଲ୍ଲୀ: କରୋନା ଭାଇରସ ଶେଷ ହେବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏହାରି ଭିତରେ ଆଉ ଏକ ଭାରିଆଣ୍ଟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରେ ଲାଗିଛି । ନୂଆ ଭାରିଆଣ୍ଟ…
ପିଠି ଯନ୍ତ୍ରଣା ହେଲାଣି ବଡ଼ ଟେନସନ୍: ଏହି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ
ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ସମୟ କମ୍ପ୍ୟୁଟର ବା ଚେୟାରରେ ବସି କାମ କରିବାକୁ ପଡ଼ୁଛି । ଯାହା ଫଳରେ ଅନେଶ ଲୋକଙ୍କ ନିକଟରେ ପିଠି ଯନ୍ତ୍ରଣା ଏକ ବଡ଼ ସମସ୍ୟା ହୋଇଥିବା ଦେଖିବାକୁ ମିଳୁଛି । ପିଠି ଯନ୍ତ୍ରଣା…
କଲେଜ କ୍ୟାମ୍ପସରେ ତମାଖୁ ଉପରେ କଟକଣା କଡ଼ାକଡ଼ି; ୟୁଜିସି ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ଲାଇନ ଜାରି
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶପାଳନ କରିବାକୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ମାରକପତ୍ର ଜାରି କରିଛି । କଡ଼ା…
Covid-19 ନୂଆ ଭାରିଆଣ୍ଟକୁ ନେଇ ଆତଙ୍କ! ୨୭ଟି ଦେଶରେ ବ୍ୟାପିଲାଣି … ପୁଣି ହେବ କି ମୃତ୍ୟୁର ତାଣ୍ଡବ
ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିଲା । ଲକ୍ଷ ଲକ୍ଷ ଲୋକଙ୍କ ନିଜ ଶିକାର କରି ପୃଥିବୀରେ ଆତଙ୍କ ସୃଷ୍ଟି କରିଥିଲା କରୋନା ସଂକ୍ରମଣ । ତେବେ ୨ ବର୍ଷର ବ୍ୟବଧାନ ପରେ ଏବେ ପୁଣିଥରେ…