Browsing Category
ସ୍ୱାସ୍ଥ୍ୟ
ନାଳନ୍ଦା ମେଡିକାଲ୍ କଲେଜର ୮୪ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍
ପାଟନା: ବିହାରରେ କୋଭିଡ୍ ଭାଇରସ୍ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ଥର ଅନେକ ସଂଖ୍ୟାରେ କରୋନା ଯୋଦ୍ଧା ଭାଇରସ୍ କବଳକୁ ଆସିଛନ୍ତି । ନାଲନ୍ଦା ମେଡିକାଲ କଲେଜ୍ ହସ୍ପିଟାଲରେ କରୋନା ବିସ୍ଫୋରଣ…
ଓମିକ୍ରନ ରୋଗୀ ଗୁରୁତର ହେଉନାହାନ୍ତି, ଆଗକୁ ଭାରିଆଣ୍ଟ ଯୋଗୁଁ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢ଼ିବ: ସ୍ୱାସ୍ଥ୍ୟ ବିଶେଷଜ୍ଞ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଓମିକ୍ରନକୁ ନେଇ ବିଶ୍ୱବ୍ୟାପି ଏକ୍ସପର୍ଟମାନେ ଏନେଇ ନୂଆ ନୂଆ ତଥ୍ୟ ଖୋଜିବାରେ ଲାଗିଛନ୍ତି । ତେବେ ଏହା…
କ୍ରୀଡା ଜଗତରେ କରୋନା ଆତଙ୍କ: ମେସିଙ୍କ ସହିତ ୪ ଫୁଟ୍ବଲର୍ କୋଭିଡ଼ ପଜିଟିଭ, ସଂଗରୋଧରେ ଚାଲିଛି ଚିକିତ୍ସା
ପ୍ୟାରିସ: ଗତ କେତେ ଦିନ ଧରି କ୍ରୀଡା ଜଗତକୁ କବଳିତ କରିଛି କରୋନା । କ୍ରିକେଟ ଓ ଟେନିସ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କ୍ରୀଡାରେ ପ୍ରବେଶ କରିଛି କାରାନା ମହାମାରୀ । ତେଣୁ ଚଳିତ ବର୍ଷର କ୍ରୀଡା ଦୁନିଆ ପାଇଁ କରୋନା …
ଆଜିଠୁ ୧୫-୧୮ ବର୍ଷ ଶିଶୁଙ୍କ ଟିକାକରଣ: କୋୱିନ୍ ଆପରେ ହେଲାଣି ୬ ଲକ୍ଷ ପଞ୍ଜୀକରଣ, ଓଡ଼ିଶାରେ ୯୩୯ ସ୍ୱତନ୍ତ୍ର କେନ୍ଦ୍ର
ନୂଆଦିଲ୍ଳୀ: ଓମିକ୍ରନର ସଙ୍କଟ ବଢୁଥିବା ବେଳେ ଆଜିଠାରୁ ସମଗ୍ର ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୧୫-୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ…
ଓମିକ୍ରନ୍ ବିସ୍ଫୋରଣ ପରେ ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତି: ଖୋଲିବନି ଶିକ୍ଷାନୁଷ୍ଠାନ, ଉଡ଼ିବନି ବିମାନ, ୫୦% କର୍ମଚାରୀରେ ଚାଲିବ ଅଫିସ୍
କୋଲକାତା : ପଶ୍ଚିମବଙ୍ଗରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଉଗ୍ର ରୂପ ମମତା ସରକାରଙ୍କ ନିଦ ହଜାଇ ଦେଇଛି । ତେଣୁ ଜାନୁୟାରୀ ୩ ତାରିଖ ଠାରୁ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ…
ଆଜିଠୁ ୧୫ରୁ ୧୮ ବର୍ଷ କିଶୋରଙ୍କୁ ଦିଆଯିବ ପ୍ରଥମ ଡୋଜ୍ , ରାଜ୍ୟରେ ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ପ୍ରସ୍ତୁତ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଦିଆଯିବ କରୋନା ବିରୋଧୀ ଟିକା । ଏଥିପାଇଁ ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ…
କୋଭିଡ୍ ନିୟମ ମାନୁନାହାନ୍ତି ଦିଲ୍ଲୀବାସୀ; ନୂଆବର୍ଷରେ ୯୯ ଲକ୍ଷ ଟଙ୍କା ଆଦାୟ ହେଲା ଫାଇନ୍ ଓ ଅନେକ ସଂଖ୍ୟାରେ ଗିରଫ
ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ନୂତନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୫୨୫…
ଓମିକ୍ରନ୍ ପଜିଟିଭ୍ ହେଲେ କେତେ ଦିନ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍? ଏପରି କହିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ବିଶେଷଜ୍ଞ
ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏଥିରେ କରୋନା ସଂକ୍ରମିତଙ୍କ ଭଳି କ୍ୱାରେଣ୍ଟାଇନ୍ ରେ ରହିବା ନିହାତି ଜରୁରୀ । ଏହି ପରିପ୍ରେକ୍ଷୀରେ ଯଦି କୌଣସି…
ରାଜ୍ୟରେ ବଢ଼ିଲା କରୋନା: ଆଜି ଚିହ୍ନଟ ହେଲେ ୪୨୪ ପଜିଟିଭ୍, ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ସଂକ୍ରମିତଙ୍କ ହାଲୁକା ନିଶ୍ୱାସ-ପ୍ରଶ୍ୱାସରେ ବି ବ୍ୟାପିପାରେ ଓମିକ୍ରନ୍: ବିଶେଷଜ୍ଞଙ୍କ ଚେତାବନୀ
ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଭୟର ବାତାବରଣ ଭିତରେ ରହିଛି । ଏହି ଭାରିଆଣ୍ଟ୍ ରକେଟ୍ ବେଗରେ ଏବେସୁଦ୍ଧା ଅନେକ ଦେଶକୁ ବ୍ୟାପିସାରିଲାଣି । ଡେଲଟା ଭାରିଆଣ୍ଟ…