Browsing Category
ସ୍ୱାସ୍ଥ୍ୟ
କେନ୍ଦ୍ରକୁ ୨୫ ଲକ୍ଷ ଟିକା ମାଗିଲେ ନବକିଶୋର
ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ଵ ଦିଆଯାଇଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି…
ଖୁସି ଖବର : ଓଡ଼ିଶାରେ ଆଜି ୮୫୪୭ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୨।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୫୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ଡରାଉଛି ବ୍ଲାକ ଫଙ୍ଗସ୍
ନୂଆଦିଲ୍ଲୀ, ୧୨/୦୫: ଦେଶରେ କରୋନାକୁ ନେଇ ଚିନ୍ତା ଜାରି ଥିବାବେଳେ ଏବେ ପୁଣି ବ୍ଲାକ ଫଙ୍ଗସ୍, ବେଡି ଉପରେ କୋରଡା ସଦୃଶ ଭଳି ମନେ ହେଉଛି । ବ୍ଲାକ ଫଙ୍ଗସ ଯୋଗୁଁ ଅନେକ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । କରୋନା ଲକ୍ଷଣ…
‘କରୋନାକୁ ହାଲକାରେ ନିଅନ୍ତୁ ନାହିଁ..’, ଦିଲ୍ଲୀର ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ,୧୨ ।୫: କରୋନାକୁ ନେଇ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଅନେକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ହେଉଥିବା ବେଳେ ଆଜି ବି କିଛି ଲୋକ ଲୋକେ ଏହାକୁ ହାଲକାରେ ନେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରେ ଜଣେ…
ଭୁଲରେ ମହିଳାଙ୍କୁ ଫାଇଜର୍ ଟିକାର ୬ ଡୋଜ୍ ଦେଇ ଦେଲେ ନର୍ସ, ଆଉ ତାପରେ….
ଇଟାଲୀ, ୧୧/୦୫ (ଓଡିଶା ଭାସ୍କର) : କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ଏବେ ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ପ୍ରତିଟି ନାଗରିକ ଏବେ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଇଟାଲୀର…
B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କ ଉପରେ କରୋନା ପ୍ରଭାବ ବେଶି: CSIR ସର୍ଭେ
ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର): କରୋନା ଏବେ ସାରା ଦେଶରେ ବେକାବୁ ସ୍ଥିତିରେ ଆସି ପହଞ୍ଚିଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ସମୟରେ ବିଭିନ୍ନ ବୈଜ୍ଞାନିକ ଏହି ଭାଇରସ୍…
କଣ ଆପଣ ଅଧିକ ମାତ୍ରାରେ ସାନିଟାଇଜର୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର) : କରୋନା ମହାମାରୀର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି ।…
କରୋନାରେ ୧୦ ମାଓବାଦୀ ମୃତ
ରାୟପୁର, ୧୧ା୫: କରୋନାରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ତେବେ ମାଓବାଦୀମାନେ ଏଥିରୁ ବର୍ତ୍ତି ପାରି ନାହାନ୍ତି । କରୋନାରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪୦୦ ଜଣ କରୋନାରେ ଆକ୍ରାନ୍ତ…
ଗୁଜୁରାଟରେ ବ୍ଲାକ୍ ଫଙ୍ଗସ୍ ମେଲାଇଛି କାୟା, ୧୦୦ରୁ ଅଧିକ ରୋଗୀ ଚିହ୍ନଟ
ଅହମ୍ମଦାବାଦ, ୧୧/୦୫ (ଓଡିଶା ଭାସ୍କର) : କୋଭିଡ୍ ଭାଇରସ୍ ର ଏବେ ନୁତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଯାହା ଏବେ ଚିନ୍ତାର କାରଣ ପାଲିଟିଛି । ଏପରିକି ସୁସ୍ଥ ହେବାରେ ମଧ୍ୟ ପିଛା ଛାଡୁନି ଏହି ମାରାତ୍ମକ ଭାଇରସ୍ ।…
କରୋନାର ନୁଆ ଷ୍ଟ୍ରେନ୍ ‘ହାପ୍ପି ହାଇପୋକ୍ସିଆ’, ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ
ନୂଆଦିଲ୍ଲୀ,୧୧/୦୫ (ଓଡିଶା ଭାସ୍କର): ଭାରତରେ କରୋନାର ଭାଇରସର ନୁତନ ଷ୍ଟ୍ରେନ୍ ଏବେ ସାମନାକୁ ଆସିଲାଣି । ପ୍ରଥମେ “ବ୍ଲାକ୍ ଫଙ୍ଗସ୍” ଆଉ ଏବେ “ହାପ୍ପି ହାଇପୋକ୍ସିଆ” । ଏହା ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ…