Browsing Category
ସ୍ୱାସ୍ଥ୍ୟ
ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଲେ ସ୍ୱାସ୍ଥ୍ୟ ପ୍ରତି ଆସେ ବିପଦ: ମସ୍ତିଷ୍କକୁ ବ୍ଲଡ୍ ସପ୍ଲାଏ ହୋଇପାରେ ହ୍ରାସ
ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ…
ଛୋଟ ଛୁଆଙ୍କୁ ଗାଲରେ ଚୁମ୍ବନ ଦେଉଛନ୍ତି କି? ହୋଇପାରେ ଏହି ମାରାତ୍ମକ…
ନୂଆଦିଲ୍ଲୀ: ଛୋଟ ଛୁଆଙ୍କୁ ଦେଖିବା ମାତ୍ରେ ସମସ୍ତେ ଚୁମ୍ବନ ଦେଇଥାନ୍ତି । ଯେକୌଣସି ବ୍ୟକ୍ତି ଛୁଆକୁ ଦେଖିବା ମାତ୍ରେ କୋଳେଇ ଗେଲ କରିଥାନ୍ତି । ତେବେ ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଇଛି । ଉଭୟ ମାଆ…
ଶୀତଦିନେ ଛୋଟ ପିଲାଙ୍କୁ ହୋଇଥାଏ ସାଧାରଣ ଥଣ୍ଡା, ଜାଣନ୍ତୁ କିପରି ନେବେ ଯତ୍ନ
ବର୍ତ୍ତମାନ ଘରେ ଘରେ ଥଣ୍ଡା, କାଶ, ଜ୍ବର । ଋତୁ ପରିବର୍ତ୍ତନ ଯୋଗୁଁ ଛୋଟ ଛୁଆଠୁ ବୟସ୍କ ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ହେଉଛନ୍ତି । ହସ୍ପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଶୀତ ଋତୁ ସମୟରେ…
Video: ମୃତ୍ୟୁ ପୂର୍ବରୁ ସଚେତନର ବାର୍ତ୍ତା ଦେଲେ ଯୁବକ, ଗୁଟ୍ଖାକୁ ନେଇ କହିଲେ ଭୟଙ୍କର କଥା
ଭୁବନେଶ୍ୱର: ଗାଁ ଠୁ ସହର ସବୁଠି ଦୋକାନରେ ମିଳେ ମାଳ ମାଳ ଗୁଟ୍ଖା। ପିଲାଙ୍କଠୁ ବୁଢ଼ା ଆନନ୍ଦରେ ଆଣି ଖାଉଥିବାର ଦେଖୁଥିବେ। ଯଦିଓ ଗୁଟୁକାରେ ସ୍ପଷ୍ଟ ଭାବେ କ୍ୟାନସରର ସତର୍କତା ନେଇ ବାର୍ତ୍ତା ରହିଥିଲେ ବି ସମସ୍ତେ…
Agoraphobia ମାନସିକ ରୋଗକୁ ଚିହ୍ନିବେ କିପରି: ଭିଡ଼ ସ୍ଥାନକୁ ଯିବାକୁ ଡର ଲାଗିବା, ଶରୀର ଥରିବା ଆଦି ଲକ୍ଷଣ ଦେଖାଦେଲେ ମନୋବିଜ୍ଞାନୀଙ୍କ…
ନୂଆଦିଲ୍ଲୀ: ମଣିଷ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ରୋଗକୁ ସାମ୍ନା କରିଥାଏ । ତେବେ ସେଥିମଧ୍ୟରୁ ଆଗୋରଫୋବିଆ ହେଉଛି ଏକ ମାନସିକ ରୋଗ । ଏହି ରୋଗରେ ପୀଡ଼ିତ ହେଲେ ଜଣଙ୍କୁ ଗହଳି, ଭିଡ଼ ସ୍ଥାନକୁ ଯିବାକୁ…
ଶୀତଦିନେ ସୁରକ୍ଷିତ ରହିବେ କିପରି: ସତର୍କ ନ ରହିଲେ ମାଡ଼ି ଆସିଥାଏ ଅନେକ ପ୍ରକାର ରୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଥଣ୍ଡା ଦିନ ଆସିଲେ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ଓ ଅଳସୁଆମି ଆଦି କାରଣରୁ ମଣିଷ ଅନେକ ସମସ୍ୟାର ସାମ୍ନା କରିଥାଏ । ଯେପରିକି…
ଶୀତଦିନେ ଗରମ ପାଣିରେ ଗାଧୋଇବା ଠାରୁ ରୁହନ୍ତୁ ଦୂରେଇ, ନଚେତ ଭୋଗିବେ ସମସ୍ୟା
ଓଡିଶା ଭାସ୍କର: ସାଧାରଣତଃ ଶୀତଦିନେ ଅଧିକାଂଶ ଲୋକେ ଗାଧୋଇବା ପାଇଁ ଭୟ କରନ୍ତି। ଥଣ୍ଡାକୁ ଭୟ କରି କିଛି ଲୋକ ପ୍ରାୟ ୭-୮ ଦିନ ଯାଏଁ ମଧ୍ୟ ଗାଧୋଇ ନଥାନ୍ତି। ତେବେ ଏପରି କରିବା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ।…
ଖାଇସାରିବା ପରେ ପାଣି ପିଇବା ଅଭ୍ୟାସ ଅଛିକି? ଜାଣି ରଖନ୍ତୁ ଏହାର ପରିଣାମ
ଓଡ଼ିଶା ଭାସ୍କର: ଅନେକ ଲୋକ ଖାଦ୍ୟ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବାର ଅଭ୍ୟାସ ରଖିଛନ୍ତି । ତେବେ ଏହି ଅଭ୍ୟାସ ବେଶ୍ ବିପଦଜନକ ହୋଇପାରେ । ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଶରୀରରେ ଅନେକ ସମସ୍ୟା…
ବିଶ୍ୱ ବ୍ୟାପୀ ୧୦୦ ଦେଶ ଡେଙ୍ଗୁ ଜ୍ୱର କବଳରେ, କେମିତି ଏହି ଜ୍ୱରକୁ ଦେବେ ମାତ ଜାଣନ୍ତୁ
ନୂଆଦିଲ୍ଲୀ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ପୃଥିବୀର ପ୍ରାୟ ୧୦୦ ଦେଶରେ ଡେଙ୍ଗୁ ଜ୍ୱର ଦେଖିବାକୁ ମିଳୁଛି । ୟୁରୋପୀୟ ଦେଶଗୁଡିକରେ ମଧ୍ୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳୁଛି । ବାର୍ଷିକ ହାରାହାରି ୩୯୦ ମିଲିୟନ…
ଆସ୍ଥମାର ଏହି ମେଡିସିନ୍ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି: ଆମେରିକୀୟ ଡ୍ରଗ୍ ଏଜେନ୍ସି କଲା ଭୟଙ୍କର ଖୁଲାସା
ଆସ୍ଥମା ଏକ ଫୁସଫୁସ ରୋଗ, ଯାହାକୁ ଆଜମା ମଧ୍ୟ କୁହାଯାଏ । ଏହି କାରଣରୁ ଶ୍ୱାସକ୍ରିୟାରେ ଫୁଲା ଦେଖାଯାଏ, ଯେଉଁ କାରଣରୁ ତାହା ସଙ୍କୋଚନ ହୁଏ । ଏହି ରୋଗରେ ଶ୍ୱାସକ୍ରିୟା ଏବଂ କାଶର ସମସ୍ୟା ଦେଖାଯାଏ । ଏହା (ଆଜମା)…