Browsing Category
ପରମ୍ପରା
କବିବର ରାଧାନାଥଙ୍କ ଧୁଡ଼ିଖୋଲ ସ୍ମୃତିସ୍ତମ୍ଭ ଅବହେଳିତ, ସଂସ୍କୃତି ବିଭାଗର ଅଣଦେଖା
ଓଡ଼ିଶା ଭାସ୍କର ବ୍ୟୁରୋ: କବିବର ରାଧାନାଥ ରାୟଙ୍କ ଏକ ସ୍ମୃତିସ୍ତମ୍ଭ ଅବହେଳିତ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ନିଆଯାଉନି। ଫଳରେ ଉତ୍କଳର ଅନ୍ୟତମ ବରପୁତ୍ରଙ୍କ ସ୍ମୃତି ହଜିଯିବାକୁ…
ତିନି ରଥର ଦକ୍ଷିଣମୋଡ଼
ପୁରୀ: ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯାଇଥିବା ମହାପ୍ରଭୁ ଫେରିବେ ରତ୍ନବେଦୀକୁ । ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି । ପ୍ରଥା ଓ…
କାଳିଆ ସେବାରେ ସମର୍ପିତା ବିଦେଶିନୀ ଲୀଲାବତୀ, ଶ୍ରୀଜଗନ୍ନାଥ ସଂସ୍କୃତିରେ ମଜ୍ଜି ଯାଇଛନ୍ତି
ଓଡ଼ିଶା ଭାସ୍କର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଐତିହ୍ୟ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ । ଏଥିରେ ନିଜକୁ ଓ ଭଗବାନଙ୍କୁ ଜାଣିବାର ଅବକାଶ ତ ମିଳେ, ତାସହ ଭଗବତ ସେବାରେ ନିଜକୁ ସମର୍ପଣ…
ଆଜି ତିନି ରଥର ଦକ୍ଷିଣ ମୋଡ଼, ଶ୍ରୀବିଗ୍ରହଙ୍କ ଆଜ୍ଞାମାଳକୁ ଅପେକ୍ଷା
ପୁରୀ,(ଓଡ଼ିଶା ଭାସ୍କର): ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନରଥକୁ ଦକ୍ଷିଣ ମୋଡ଼ କରାଯିବା ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ…
ଅଭିମାନିନୀ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ଚକ
ପୁରୀ: ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଆସିଛନ୍ତି ଜଗତର ନାଥ ଜଗନ୍ନାଥ । ଜନ୍ମଵେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ବୁଧବାର ରାତି ପ୍ରାୟ ୧୦ଟାରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ…
ବୋଲ୍ବମ୍ ଯାତ୍ରା: ଉତ୍ତରପ୍ରଦେଶରେ ’ହଁ’, ଉତ୍ତରାଖଣ୍ଡରେ ’ନା’
ଓଡ଼ିଶା ଭାସ୍କର ବ୍ୟୁରୋ: ମାସ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ମାସ ହେଉଛି ଶ୍ରାବଣ। ଦେବ ଦେବ ମହାଦେବଙ୍କୁ ଏହି ମାସରେ ଅନେକ ସ୍ଥାନରେ ବଡ଼ ଆଗ୍ରହର ସହ ବିଶେଷ ଜଳଲାଗି କରାଯାଏ। ଆଉ ଏହି ମାସରେ ହିଁ ହୋଇଥାଏ ବୋଲବମ୍…
ଗଜପତିଙ୍କୁ ମନ୍ଦିର ମନା..ଜଗନ୍ନାଥଙ୍କ ଅସ୍ମିତା ରକ୍ଷାନିମନ୍ତେ ଇତିହାସ ପୃଷ୍ଠାରୁ ବିରଳ ଦୃଶ୍ୟ
https://www.youtube.com/watch?v=ufdLg4Lggh0
ଆଡ଼ପମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବାହାରିବ ଆଡ଼ପ ଅବଢ଼ା
ପୁରୀ,(ଓଡ଼ିଶା ଭାସ୍କର) : ସୋମବାର ରଥଯାତ୍ରା ଅବସରରେ ରତ୍ନ ସିଂହାସନ ଛାଡ଼ି ଜନ୍ମ ବେଦୀ ଅଭିମୁଖେ ବାହାରି ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଭାଇ ଭଉଣୀଙ୍କ ସହ ପହଞ୍ଚିଥିଲେ କାଳିଆ ସାଆନ୍ତ । କରୋନା କଟକଣା ମଧ୍ୟରେ…
ଛେରା ପହଁରା ନୀତି କଣ ?କାହିଁକି ଠାକୁର ରାଜା ଗଜପତି କରନ୍ତି ଛେରା ପହଁରା?ଏହାର ବିଶେଷତ୍ୱ ନେଇ ସ୍ୱତନ୍ତ୍ର ଉପସ୍ଥାପନା
https://www.youtube.com/watch?v=MCa0RpPyJCk
ଶରଧାବାଲିରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ…