Browsing Category

ପରମ୍ପରା

ଘର ତୋଳିବାକୁ ଚାହୁଁଛନ୍ତି କି, ତେବେ ନିର୍ମାଣ ଆଗରୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ, ନୋହିଲେ…

ଓଡିଶା ଭାସ୍କର: ଆମ ସମସ୍ତଙ୍କ ପାଇଁ ଘରଟିଏ ନିହାତି ଦରକାର । ଭଡା ଘରେ ଭଡା ଗଣିବା ଅପେକ୍ଷା ନିଜର ଘର ଖଣ୍ଡିଏ ହେଲେ ଅନେକ ଫାଇଦା ରହିଛି । ତେଣୁ ଆଜିକାଲିର ଯୁବପିଢି ଏହି ଦିଗଟି ପ୍ରତି ସଚେତନ । ତେଣୁ ଚାକିରି କରିବା…

ବାଜିବନି DJ, ଫୁଟିବନି ବାଣ: କଟକରେ ପୂଜା ବେଳେ Fire Gunକୁ ବି ବାରଣ

କଟକ: ପୂଜା ପାର୍ବଣ ସମୟରେ ସୁରକ୍ଷା ଉପରେ ଖୁବ ଦୃଷ୍ଟି ଦେଇଛନ୍ତି ସରକାର । ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଝଲସି ଉଠିଲାଣି ସିଲଭର ସିଟି କଟକ । ତେବେ ଦଶହରାରେ କଟକର ଚମକକୁ ଟିକେ ଫିକା କରିବ ସରକାରଙ୍କ କଡ଼ା…

ଆସୁଛି ନବରାତ୍ରୀ, କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବେ? ପ୍ରସନ୍ନ ହେବେ ମା’ ଦୁର୍ଗା

ଓଡ଼ିଶା ଭାସ୍କର: ନବବ୍ରତ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଯେଉଁଥିରେ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଇଥାଏ। ଏହି ପର୍ବ ସକରାତ୍ମକ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ। ଅକ୍ଟୋବର ୨୦୨୩ ର ଶୁକ୍ଳ ପକ୍ଷର…

ନବରାତ୍ରୀରେ କରନ୍ତୁ ନବଦୁର୍ଗାଙ୍କ ଉପାସନା: ପ୍ରତି ରୂପରେ ଶ୍ରଦ୍ଧାଳୁଙ୍କ ଉପରେ କୃପା କରନ୍ତି ଦେବୀ ଦଶଭୂଜା

ଓଡ଼ିଶା ଭାସ୍କର: ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରୀରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୩ ତାରିଖରୁ…

Pitru Paksh 2024; ଆଜି ଇନ୍ଦିରା ଏକାଦଶୀ ଶ୍ରାଦ୍ଧ: ଜାଣି ରଖନ୍ତୁ ପିତୃପୁରୁଷଙ୍କୁ ମୋକ୍ଷ ଦେବାର ଉପାୟ

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ ଏକାଦଶୀର ସ୍ଥାନ ସ୍ୱତନ୍ତ୍ର । ବିଶେଷକରି ହିନ୍ଦୁବିଶ୍ୱାସୀ ସନାତନ ସଂସ୍କୃତିର ଓ ଭକ୍ତି ଭାବନାପୂର୍ଣ୍ଣ ହୃଦୟରେ ପାଳନ କରିଥାନ୍ତି । ଏକାଦଶୀ ବ୍ରତ ହିନ୍ଦୁ ଧର୍ମର ଏକ ପବିତ୍ର ବ୍ରତ ।…

ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି; ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ

କୋଲକାତା: ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ଇଲିସି ମାଛ। ରାଜନୈତିକ ଅସ୍ଥିରତା ଭିତରେ ପଠାଇଲା ବାଂଲାଦେଶ। ହାୱଡାର ହୋଲସେଲ ମାଛ ବଜାରରେ ପହଞ୍ଚିଥିଲା ଇଲିସି ଗାଡ଼ି। ବାଂଲାଦେଶର ଆଭ୍ୟନ୍ତରୀଣ ରାଜନୈତିକ…

ପିତୃଦୋଷ କ’ଣ, ଏହାକୁ ଜାଣିବେ କିପରି ? ଜାଣନ୍ତୁ ଏଥିରୁ ମୁକ୍ତି ପାଇବାର ଉପାୟ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ପିତୃଦୋଷ କଥା ଶୁଣିଲେ ସାଧରଣତଃ ସମସ୍ତଙ୍କ ମନ ଭିତରେ ଏକ ପ୍ରକାରର ଭୟ ସୃଷ୍ଟି ହୁଏ । ତେବେ କଣ ଏହି ପିତୃଦୋଷ, କାହିଁକି ଏହା ଏତେ ଗୁରୁତ୍ବପୂର୍ଣ୍ଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା…

ଆଶ୍ଚର୍ଯ୍ୟଜନକ ରିପୋର୍ଟ: ୨୧୦୦ ସୁଦ୍ଧା ବନ୍ଦ ହେବ ବିବାହ ପ୍ରଥା, ଆଉ କେହି କରିବେନି ବିବାହ

ନୂଆଦିଲ୍ଲୀ: ସମୟକୁ ତାଳଦେଇ ବଦଳୁଛି ମଣିଷର ଚିନ୍ତାଧାରା, ସେହିପରି ବଦଳୁଛି ବିବାହର ଧାରଣା । ପୂର୍ବରୁ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଉଥିଲା। ଥରେ ବିବାହ କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ଅଲଗା…

ପିତୃପକ୍ଷରେ ବ୍ରାହ୍ମଣଙ୍କୁ ଦାନରେ ଲୁଣ ଦେବା ଜରୁରୀ, କାହିଁକି? ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ବାସ୍ତୁ ଶାସ୍ତ୍ର ମଧ୍ୟ ସାମିଲ ଅଛି । ତେବେ ଏହି ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଥିବା ସମସ୍ୟା କେଉଁ କାରଣ ପାଇଁ ହେଉଛି ଏବଂ ଘରର…

BIG BREAKING…ଜୀତିଆ ଓଷାରେ ବୁଡ଼ ପକାଇବା ବେଳେ ଅଘଟଣ, ୩୭ ଶିଶୁଙ୍କ ସମେତ ୪୬ ମୃତ

ପାଟନା: ବିହାରରେ ଜୀତିଆ ପର୍ବ ସମୟରେ ପୋଖରୀ ଓ ଅନ୍ୟାନ୍ୟ ସ୍ଥାନରେ ବୁଡ଼ ପକାଇବା ବେଳେ ୩୭ ଜଣ ଶିଶୁଙ୍କ ସମେତ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ର ସୂଚନା ଅନୁଯାୟୀ,…