Browsing Category

ପରମ୍ପରା

ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ: ରାଗିଯିବେ ମା’ ଦୁର୍ଗା, ପରିବାରରେ ଆସିପାରେ ଝଡ଼

ଓଡ଼ିଆ ଭାସ୍କର: ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଦଶଭୂଜା ଦେବୀ ମା…

କଏଦୀଙ୍କ ଦୁର୍ଗାପୂଜା ଭୋଜି; ମିଳିବ ମଟନ୍ ବିରିୟାନି, ଚିକେନ୍ କଷା, ଚିଙ୍ଗୁଡ଼ି, ପଲଉ…

କୋଲକାତା: ଦୁର୍ଗାପୂଜା ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚାଲିଛି । ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଭିନ୍ନ ଧୁମ୍ ଧାମ ଦେଖିବାକୁ ମିଳୁଛି। ଏହି ସମୟରେ…

ନବରାତ୍ରୀରେ ଖାଇବା ଆଗରୁ ଗୋମାତାଙ୍କୁ ସମର୍ପଣ କରି ଖାଆନ୍ତୁ; ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ, ପାଖ ମାଡ଼ିବନି ଅଭାବ

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ । ଏହି ୯ ଦିନରେ ମାତା ଦୁର୍ଗା,…

ଦୁର୍ଗା ପୂଜାରେ ZEE Sarthakର ସ୍ଵତନ୍ତ୍ର କାର୍ଯକ୍ରମ: “ଦୁର୍ଗା ଦୁର୍ଗତି ନାଶିନୀ”ରେ ହେବ ଅନ୍ୟାୟ ସହିତ ସଂଗ୍ରାମ

ଓଡ଼ିଶା ଭାସ୍କର: ଓଡିଶାର ଘରେ ଘରେ ପରିଚିତ ZEE Sarthak ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଲୋକଙ୍କ ପସନ୍ଦକୁ ଗୁରୁତ୍ବ…

(Video) ମାଗଣାରେ ପୁରୀକୁ ଯିବେ ଶ୍ରଦ୍ଧାଳୁ: କେମିତି କରିବେ ପଞ୍ଜିକରଣ? ଦିଆଯିବ ଏହିସବୁ ସୁବିଧା

ଓଡ଼ିଶା ଭାସ୍କର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ । ଏଥିପାଇଁ ଶୀକ୍ଷେତ୍ର ପୁରୀକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହାମଧ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ନୂଆ…

ନବରାତ୍ରୀ ଦ୍ୱିତୀୟ ଦିନ, ମା’ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ଦେବୀ ଦୁର୍ଗା: ଜାଣନ୍ତୁ ବିଧି-ନିୟମ

ଓଡ଼ିଶା ଭାସ୍କର: ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଦ୍ୱିତୀୟ ଦିନ । ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ପୂଜାର୍ଚ୍ଚନା କରାଯାଏ । ପୌରାଣିକ କାହାଣୀ ଅନୁଯାୟୀ, ଭଗବାନ…

ନବରାତ୍ରୀରେ ନିରାମିଷ ଅମଲେଟ କରି ପରିବାର ଲୋକଙ୍କ ମନ ମୋହିନିଅନ୍ତୁ

ଓଡିଶା ଭାସ୍କର: ଗତକାଲିଠାରୁ ଆରମ୍ଭ ହୋଇଛି ନବରାତ୍ରୀ । ମହାମାୟୀଙ୍କ ଧରାବତରଣର ଆଦ୍ୟ ପର୍ବ । ଏହି ସମୟରେ ଘରେ ଘରେ ମାଆଙ୍କ ସ୍ୱାଗତ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ୯ ଦିନ ବ୍ୟାପୀ ପରିବାରର ସମସ୍ତେ କରିବେ…

ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସିଂହଧ୍ଵଜ ରଥ; ନବମୀ ପର୍ଯ୍ୟନ୍ତ ଚାଲିବ ରଥଯାତ୍ରା

ଯାଜପୁର: (ଓଡ଼ିଶା ଭାସ୍କର) ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ସିଂହଧ୍ଵଜ ରଥ । ଭକ୍ତ ମାନଙ୍କ ଦ୍ୱାରା ବିରଜାଙ୍କ ରଥ ଦାଣ୍ଡରେ ମା ବିରଜାଙ୍କ ସିଂହଧ୍ଵଜ ରଥକୁ ସିଂହଦ୍ୱାର ସମୁଖରୁ ଟାଣି ଟାଣି ନେଇ…

ଏହି ସ୍ଥାନରେ ପୂଜା ପାଏ ମହିଷାସୁରର କଟା ମୁଣ୍ଡ, ଜାଣନ୍ତୁ କାହିଁକି ଦେବୀ ଦୁର୍ଗା ମହିଷାସୁରକୁ ଦେଇଥିଲେ ବର

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରୀ ଆରମ୍ଭ ହୋଇଥାଏ । ଏହି ନଅ ଦିନ ଦେବୀ ଦୁର୍ଗାଙ୍କ ନବ ସ୍ୱରୂପର ପୂଜାର୍ଚ୍ଚନା କରାଯାଏ । ଦେବି ଦୁର୍ଗାଙ୍କୁ ଶକ୍ତିର ଆଧାର ଭାବେ…

(Video) ଗଛରେ ଗଛରେ ମା ଅମ୍ବିକା… ୮ ହଜାର ଗଛରେ ନିର୍ମାଣ ହୋଇଛି ଦେବୀ ଦୁର୍ଗାଙ୍କ ପ୍ରତିମା

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ନବ ଦିନାତ୍ମକ ପୂଜା । ଆଜିଠାରୁ ୯ ଦିନ ପର୍ଯ୍ୟନ୍ତ ନବ ରୂପରେ ପୂଜା ପାଇବେ ମା ମହିଷାମର୍ଦ୍ଦିନୀ । ସେଥିପାଇଁ ପୁରପଲ୍ଲୀ କମ୍ପି ଉଠୁଛି । ମା’ଙ୍କ ଆଗମନରେ ହସି ଉଠିଛି…