Browsing Category

ବିଦେଶ

ମଝି ନଈରେ ଅଚାନକ ଓଲଟିଲା ଡଙ୍ଗା: ୨୭ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର ନାଇଜର ନଦୀରେ ଘଟିଛି ଏକ ବଡ଼ ଅଘଟଣ । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ…

ରୁଷ୍ ସହ ଅସ୍ତ୍ରବିରତି ଚୁକ୍ତି ପାଇଁ ସଙ୍କେତ ଦେଲେ ଜେଲେନସ୍କି: ୟୁକ୍ରେନର ଖାଲି ଜାଗାକୁ ଦଖଲକୁ ନେବ ‘ନାଟୋ’ 

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପରାମର୍ଶ ଦେଇଛନ୍ତି ଯେ ଋଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ କିଭଙ୍କ ଅଧୀନରେ ଥିବା ଅଞ୍ଚଳଗୁଡ଼ିକୁ "ନାଟୋ ଛତା" ଅଧୀନରେ ନିଆଯିବା ଉଚିତ୍। ଶୁକ୍ରବାର…

ଆଇଏଫଏଫଆଇରେ ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’କୁ ମିଳିଲା ସ୍ୱର୍ଣ୍ଣ ମୟୂର ପୁରସ୍କାର

୫୫ତମ ଭାରତୀୟ ଅନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ଗୋଆରେ ବହୁ ପ୍ରତୀକ୍ଷିତ ପୁରସ୍କାର ଘୋଷଣା କରାଯାଇଛି । ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ରୂପେ ସମ୍ମାନଜନକ ସ୍ୱର୍ଣ୍ଣ ମୟୂର ପୁରସ୍କାର…

ପିଲାଙ୍କ ପାଇଁ ବ୍ୟାନ୍ ହେଲା Social Media: ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କାହିଁକି?

ଓଡ଼ିଶା ଭାସ୍କର: ଏଣିକି ୧୬ ବର୍ଷରୁ କମ୍ ପିଲା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରିଛନ୍ତି ସରକାର । ସଂସଦରେ ଏଭଳି ଏକ…

ଫୋନରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୧୫ଟି ନକଲି ଲୋନ୍ ଆପ୍: ୮୦ ଲକ୍ଷରୁ ଅଧିକ ଲୋକଙ୍କୁ କରିଛି ଶିକାର

ନୂଆଦିଲ୍ଲୀ: ଭାରତରେ ଅନଲାଇନ୍ ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍କାମରମାନେ ଅନଲାଇନ୍ ଠକେଇ କରି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଏହି ସମୟରେ ଏହିପରି ନକଲି ଆପ୍ ଚିହ୍ନଟ ହୋଇଛି ଯାହା…

୧୬୫ ମିଲିୟନ ବର୍ଷ ରାଜୁତି କରିଥିବା ଡାଇନସରର ମଳ କହିଲା ତାର ଅଙ୍ଗେନିଭା କଥା

ନୂଆଦିଲ୍ଲୀ- ମଣିଷ ତାର ଅତିତକୁ ନେଇ ସବୁ ସମୟରେ ଅନୁସନ୍ଧାନୀ ହୋଇ ରହିଛି । ଅତିତର ବହୁ ରହସ୍ୟ ଉତ୍ମୋଚନରେ ଲାଗିଛି । ତେବେ ଏହି ଅନୁସନ୍ଧାନରୁ ବୈଜ୍ଞାନିକ ଡାଇନୋସର ଯୁଗର ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ।…

Research Related- ମଣିଷର ବିଲୁପ୍ତି ପରେ ପୃଥିବୀ ଉପରେ ଏଲିଅନ କରିବନି ତ ରାଜୁତି ?

ନୂଆଦିଲ୍ଲୀ-ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ଯେଉଁଠି ଆରମ୍ଭ ସେଇଠି ଶେଷ । ଏହି ଜୀବନ ଚକ୍ରପରି । ଯାହା ଏକ ସଦ୍ୟତମ ଗବେଷଣାରେ ବୈଜ୍ଞାନିକଙ୍କ ମତ ସତ୍ୟ ବୋଲି ପ୍ରତିପାଦିତ କରୁଛି । ବିବର୍ତ୍ତନବାଦରେ ଜଳ ଜୀବରୁ ମଣିଷର…

ଜେଲନସ୍କିଙ୍କୁ ପୁଟିନଙ୍କ ନାଲି ଆଖି… ଅଧରାତିରେ କିଭ୍ ଉପରେ ରୁଷର ମିଶାଇଲ ମାଡ଼, ୧୦ ଲକ୍ଷରୁ ଅଧିକ ଘରେ ବିଜୁଳି ନାହିଁ….

ମସ୍କୋ/କିଭ୍: ଅଧରାତିରେ ରୁଷ୍ ୟୁକ୍ରେନ୍ ଉପରେ କରିଛି ମିଶାଇଲ ମାଡ଼ । ମିଶାଇଲ ମାଡ଼ ଯୋଗୁ ଏବେ କିଭ୍ର ୧୦ ଲକ୍ଷରୁ ଅଧିକ ଘରର ବିଜୁଳି ଚାଲିଯାଇଛି । ଯାହାପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅନ୍ଧାରରେ ରହିଛନ୍ତି । ଏହାଥିଲା…

ଚାମ୍ପିୟନ୍ସ ଟ୍ରଫି ପ୍ରତି ବିସିସିଆଇର ଆଭିମୁଖ୍ୟ ଉପରେ କ’ଣ କହିଲେ ସାହିଦ ଆଫ୍ରିଦି?

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ବିସିସିଆଇକୁ ନେଇ ବୟାନ ଦେଇଛନ୍ତି । ବାସ୍ତବରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି। ନିକଟରେ ଗଣମାଧ୍ୟମରେ ପ୍ରକାଶିତ ଖବର…

IND vs AUS: ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ଏହି ଦିନ ଆକ୍ସନରେ ନଜର ଆସିବେ ଶୁଭମନ ଗିଲ୍

ମୁମ୍ୱାଇ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ଆରମ୍ଭ ହେବା ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଶୁଭମନ ଗିଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ଆଘାତ କାରଣରୁ ସେ ସିରିଜର ପ୍ରଥମ ଟେଷ୍ଟ ଖେଳି…