Browsing Category

ବିଦେଶ

OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ ଏଥିରେ ଖାସ୍‌ ?

ନୂଆଦିଲ୍ଲୀ: OpenAI ଲଞ୍ଚ କଲା ଏହାର ଅତ୍ୟାଧୁନିକ ଏଆଇ ମଡେଲ o3-pro । ଆମେରିକାର ଏଆଇ ରିସର୍ଚ୍ଚ କମ୍ପାନୀ ଓପନ ଏଆଇ (OpenAI) ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି o3-pro । ଏହା ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା…

ଟ୍ରମ୍ପଙ୍କୁ କ୍ଷମା ମାଗିଲେ ମସ୍କ, କହିଲେ ‘ମୁଁ ସୀମା ଉଲ୍ଲଂଘନ କରିଛି’

କୁହାଯାଏ, ଶତ୍ରୁତାକୁ ସର୍ବନିମ୍ନ ରଖିବା ଉଚିତ ଯାହା ଦ୍ୱାରା ସମାଧାନର ସୁଯୋଗ ରହିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କଙ୍କ ମଧ୍ୟରେ ମଧ୍ୟ ସମାନ କିଛି ଘଟିଛି। ଟ୍ରମ୍ପ ଏବଂ ମସ୍କଙ୍କ…

ଦିନକୁ ଦିନ ବଢିଚାଲିଛି ପାକିସ୍ତାନର ଦାରିଦ୍ର ହାର, ପୋଲ ଖୋଲିଲା ବିଶ୍ବ ବ୍ୟାଙ୍କ୍

ନୂଆଦିଲ୍ଲୀ: ପାକିସ୍ତାନରେ ଲଗାତାର ବଢିଚାଲିଛି ଉତ୍କଟ ଦାରିଦ୍ର ହାର । ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ଦେଶ ହୋଇପାରେ, କିନ୍ତୁ ଉଭୟଙ୍କ ପରିସ୍ଥିତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବିଶ୍ୱ ବ୍ୟାଙ୍କର ଏକ ନୂତନ ତଥ୍ୟରୁ…

ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କଲା ବଡ଼ ପରିବର୍ତ୍ତନ, ୧୯ ବର୍ଷୀୟ ଦ୍ରୁତ ବୋଲରଙ୍କୁ କରାଗଲା ଟିମରେ ସାମିଲ୍‌

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚର ସିରିଜ ୨୦ ଜୁନ ୨୦୨୫ରେ ଖେଳାଯିବ। ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଏକ ବଡ଼ ଝଟକା ଲାଗିଛି। ଟିମର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଯାଇଛନ୍ତି। ଯାହା ପାଇଁ…

ଭୂମିକମ୍ପ ଝଟକାରେ କମ୍ପି ଉଠିଲା ଭୂଇଁ, ଭୟରେ ଘରୁ ପଦାକୁ ପଳାଇ ଆସିଲେ ଲୋକେ

ନୂଆଦିଲ୍ଲୀ: ଆମେରିକାର ଲସ ଆଞ୍ଜେଲ୍ସରେ ମଙ୍ଗଳବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି କାରଣରୁ ଲୋକେ ଭୟଭୀତ ହୋଇଛନ୍ତି। ଏହି ଭୂମିକମ୍ପର ତୀବ୍ରତା ୩.୪ ତୀବ୍ରତା ରହିଛି। ଅନ୍ୟ କେତେକ ଅଞ୍ଚଳରେ ହାଲୁକା…

‘ପାକିସ୍ତାନରେ ଆତଙ୍କବାଦ ବୃଦ୍ଧି ପାଇଁ ଆମେରିକା ଦାୟୀ’, ଟ୍ରମ୍ପଙ୍କୁ ଦୋଷ ଦେଲେ ବିଲାୱଲ ଭୁଟ୍ଟୋ

ଇସଲାମାବାଦ: ଭାରତକୁ ନକଲ କରୁଛି ପାକିସ୍ତାନ । ଅପରେସନ ସିନ୍ଦୁର ଜରିଆରେ ବିଶ୍ୱ ଦରବାରରେ ଭାରତ ନିଜର ପକ୍ଷ ରଖୁଛି । ବିଶ୍ୱ ଆଗରେ ପାକିସ୍ତାନର ଅସଲ ଚେହେରାକୁ ସର୍ବସମ୍ମୁଖରେ ଅଣାଯାଉଛି । ଠିକ୍ ସେହିପରି ଅପରେସନ…

ମାଳଦ୍ୱୀପର ନୂଆ ଚାଲ୍: କ୍ୟାଟ୍ରିନା ଗ୍ଲୋବାଲ ବ୍ରାଣ୍ଡ ଅମ୍ବାସଡର

ଓଡିଶା ଭାସ୍କର: ମାଳଦ୍ୱୀପ ପର୍ଯ୍ୟଟନ ଆକର୍ଷଣ ବୃଦ୍ଧି କରିବା ଲକ୍ଷ୍ୟରେ ବଲିଉଡ୍ ସୁପରଷ୍ଟାର କ୍ୟାଟ୍ରିନା କୈଫଙ୍କୁ ଏହାର ନୂତନ ବିଶ୍ୱ ବ୍ରାଣ୍ଡ ଅମ୍ବାସଡର ଭାବରେ ବଛାଯାଇଛି। ମଙ୍ଗଳବାର ଏକ ସୋସିଆଲ ମିଡିଆ ପୋଷ୍ଟ…

ଆମେରିକାରେ ଚୀନ୍ ବୈଜ୍ଞାନିକ ଗିରଫ, ଚୀନ୍‌ର ଉହାନ୍ ଲ୍ୟାବ ସହିତ ଅଛି ସମ୍ପର୍କ

ୱାଶିଂଟନ: ଆମେରିକାରେ ପୁଣି ଥରେ ଜଣେ ଚୀନ୍ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି। ଜୈବିକ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଚୀନର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି ଆମେରିକା । ବୈଜ୍ଞାନିକ ଚୀନ୍ରୁ ଆମେରିକାର ଡେଟ୍ରାଇଟ୍…

ହାତରେ ହାତକଡ଼ି, ତଳେ ପକାଇଲେ…ନ୍ୟୁଆର୍କ ବିମାନବନ୍ଦରରେ ଭାରତୀୟ ଛାତ୍ରଙ୍କ ସହ ଅମାନବୀୟ ବ୍ୟବହାର ? ଭାରତ ଦେଲା ଏପରି ପ୍ରତିକ୍ରିୟା

ଆମେରିକାର ନ୍ୟୁଆର୍କ ବିମାନବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କ ସହ ଅମାନବୀୟ ବ୍ୟବହାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ, ଛାତ୍ରଙ୍କୁ ହାତକଡ଼ି ପକାଇ ତଳେ ପକାଯାଇଛି ଏବଂ ଅପରାଧୀ ଭଳି…

ମାତ୍ର ୬ ମାସରେ ଟ୍ରମ୍ପ ଦୁର୍ବଳ, ଜାଣନ୍ତୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ସବୁଠାରୁ ବଡ଼ ବିଫଳତା…

ୱାଶିଂଟନ,୯ା୬: ଆମେରିକାର ରାଷ୍ଟ୍ରପତି ଭାବେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିଲେ, ତାଙ୍କ ସମର୍ଥକମାନେ ଏହାକୁ 'ଟ୍ରମ୍ପ୍ ୨.୦' ନାମ ଦେଲେ। ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ,…