fbpx
Browsing Category

ବିଦେଶ

ଆମେରିକାର ବାଲ୍ଟିମୋର ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍ ସହିତ ଧକ୍କା ହେଲା ଜାହାଜ, ଦେଖନ୍ତୁ Video

ସୋମବାର ବିଳମ୍ବିତ ରାତିରେ ଆମେରିକାର ମେରିଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବାଲ୍ଟିମୋର ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍ ସହିତ ଏକ ବଡ଼ ମାଲ ପରିବହନ ଜାହାଜ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବ୍ରିଜର ଏକ ଅଂଶ…

ଏହି ସ୍ଥାନରେ ୧୪ ବର୍ଷରୁ କମ୍ ପିଲା ବ୍ୟବହାର କରିପାରିବେନି ସୋସିଆଲ୍ ମିଡିଆ, ୧୪-୧୫ ବର୍ଷର ପିଲାଙ୍କୁ ଆବଶ୍ୟକ ହେବ ପିତାମାତାଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୋମବାର (ମାର୍ଚ୍ଚ ୨୫) ରାଜ୍ୟର ଗଭର୍ଣ୍ଣର ରୋନ୍ ଡିସାଣ୍ଟିସ୍ ଏକ…

ଚୀନ୍ ଉପରେ ସାଇବର ଆକ୍ରମଣ ଅଭିଯୋଗ ଆଣିଲା ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନ ସରକାର ଅଭିଯୋଗ କରିଛନ୍ତି ଯେ ଚୀନ୍ ସାଂସଦ ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏକ "ଅଶାଳୀନ" ସାଇବର ଅଭିଯାନ ଚଳାଇଛି। ସାଇବର ଆକ୍ରମଣ ଅଭିଯୋଗରେ ବ୍ରିଟେନ ୨ ଜଣ ବ୍ୟକ୍ତି ଏବଂ ଗୋଟିଏ କମ୍ପାନୀକୁ…

ପାକିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ନାଭାଲ ଏୟାର ବେସକୁ ଟାର୍ଗେଟ

ଇସଲାମାବାଦ: ପାକିସ୍ତାନ ଉପରେ ହେଉଥିବା କ୍ରମାଗତ ଆକ୍ରମଣ ଥମିବାର ନାଁ ଧରୁନି । ନିକଟରେ ବାଲୁଚିସ୍ତାନର ଗ୍ୱାଦର ପୋର୍ଟ(Gwadar Port) ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବର୍ତ୍ତମାନ ବାଲୁଚିସ୍ତାନର…

ଗାଜାରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ୟୁଏନ ସୁରକ୍ଷା ପରିଷଦରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲା ଆମେରିକା

ନୂଆଦିଲ୍ଲୀ: ଗାଜାରେ ତତ୍କାଳ ଯୁଦ୍ଧ ବିରାମ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ପ୍ରସ୍ତାବ ପାରିତ ହୋଇଛି । ଏଥିପାଇଁ କରାଯାଇଥିବା ଭୋଟିଂରୁ ଆମେରିକା ଦୂରେଇ ରହିଥିଲା । ଏହି ପ୍ରସ୍ତାବ ସପକ୍ଷରେ…

ପ୍ରକୃତିର ତାଣ୍ଡବ; ପାପୁଆ ନ୍ୟୁଗିନିରେ ୬.୯ ତୀବ୍ରତାର ଭୂମିକମ୍ପ, ୫ ମୃତ, ଏକ ହଜାର ଘର ନଷ୍ଟ

ନୂଆଦିଲ୍ଲୀ: ପାପୁଆ ନ୍ୟୁଗିନିରେ ପୁଣି ଥରେ ଭୂମିକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଛି। ରବିବାର ୬.୯ ତୀବ୍ରତାର ଭୂମିକମ୍ପରେ ୧୦୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ସେପଟେ ୫ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହାର…

ମସ୍କୋ ଆତଙ୍କବାଦୀ ଆକ୍ରମଣ: ୪ ଜଣଙ୍କୁ ଗିରଫ କଲା ରୁଷ, ଆମେରିକାକୁ ପଚରାଗଲା ଏହି ପ୍ରଶ୍ନ

ନୂଆଦିଲ୍ଲୀ: ମସ୍କୋର ଏକ କନ୍ସର୍ଟ ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ରୁଷ ଚାରି ଜଣଙ୍କୁ ଗିରଫ କରିଛି । ରିପୋର୍ଟ ମୁତାବକ ଏହି ଚାରି ଜଣଙ୍କ ଉପରେ ମସ୍କୋ ଆତଙ୍କବାଦୀ ଆକ୍ରମଣରେ ୧୩୭ ଲୋକଙ୍କ ମୃତ୍ୟୁ…

ଭୁଲ୍‌ବଶତଃ ଲାଇଭ୍ ଷ୍ଟ୍ରିମ୍ ହୋଇଗଲା ମହିଳାଙ୍କ ଗାଧୋଇବାର ଫଟୋ, ଫୋନ୍‌ରେ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିବା ବେଳେ ଘଟିଲା ଅଘଟଣ

ନୂଆଦିଲ୍ଲୀ: ଏବେ ମଡର୍ଣ୍ଣ ଟେକନିକ୍ ଲୋକଙ୍କ ଜୀବନକୁ ବେଶ୍ ସହଜ କରିଦେଇପାରିଛି । କିନ୍ତୁ ଏହାର ସକରାତ୍ମକ ଦିଗ ସହ ନକରାତ୍ମକ ଦିଗ ବି ରହିଥିବାରୁ ଆମେ ସମସ୍ତେ ସଚେତନ ରହିବା ଉଚିତ । ସାମାନ୍ୟ ଅସାବଧାନତା କାରଣରୁ…

ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, NITI ଆୟୋଗ ସହ ଜଡ଼ିତ ଥିଲେ

ନୂଆଦିଲ୍ଲୀ: ଲଣ୍ଡନରେ PhD କରୁଥିବା ତଥା NITI ଆୟୋଗରେ କାମ କରିଥିବା ଜଣେ ଭାରତୀୟ ଛାତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସେ ହେଉଛନ୍ତି ୩୩ ବର୍ଷୀୟା ଚେଇସ୍ତା କୋଚର(Cheistha…

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ‘Exercise Pill’: ଏହାକୁ ଖାଇବା ପରେ ମାଂସପେଶୀ ମଜବୁତ ହୋଇଗଲା, ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ନିୟମିତ ବ୍ୟାୟାମ କରିବା ଆମର ସ୍ୱାସ୍ଥ୍ୟ ପାଇଁ ପାଇଁ ଉପହାରୀ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଫିଟନେସ ପ୍ରତି ଆଗ୍ରହ ଥାଇ ମଧ୍ୟ କିଛି ଲୋକ କାର୍ଯ୍ୟବ୍ୟସ୍ତତ, ଅଳସୁଆମି ଓ ସମୟ ଅଭାବରୁ ଏଥିପାଇଁ ସମୟ…