fbpx
Browsing Category

ବିଦେଶ

ଧର୍ମ ପାଇଁ କଠୋର ସାଜିଲା ପ୍ରଶାସନ; ରୋଜା ନ ରଖିବାରୁ ମୁସଲମାନମାନଙ୍କୁ ଗିରଫ କଲା ପୋଲିସ 

ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର କାନୋ ରାଜ୍ୟରେ ରମଜାନ ସମୟରେ ଖାଦ୍ୟ ଖାଉଥିବା ୧୧ ଜଣ ମୁସଲମାନଙ୍କୁ ଗିରଫ କରିଛି ଇସଲାମିକ ପୋଲିସ । କାନୋରେ ମୁସଲମାନ ସଂଖ୍ୟାଗରିଷ୍ଠ ଏବଂ ଇସଲାମିକ ଶରିୟା ଆଇନ ବଳବତ୍ତର ରହିଛି ।…

୭୦ ବର୍ଷ ଧରି ଲୌହ ଫୁସଫୁସ ସହ ରହୁଥିଲେ ପଲ୍ ଆଲେକଜାଣ୍ଡର, ଜାଣନ୍ତୁ କେପରି ହେଲା ମୃତ୍ୟୁ?…

ନୂଆଦିଲ୍ଲୀ : ପଲ୍ ଆଲେକଜାଣ୍ଡର ନାମକ ଜଣେ ବ୍ୟକ୍ତି, ଯିଏ ଏକ ଲୁହା ଫୁସଫୁସ ଭିତରେ ୭୦ ବର୍ଷ ବିତାଇଥିଲେ । ଯିଏ କି ଏବେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ପିଲାଦିନେ ତାଙ୍କୁ ପୋଲିଓ ହୋଇଥିଲା। ଆଲେକଜାଣ୍ଡର ୬…

ବିନା ବେତନରେ କାର୍ଯ୍ୟ କରିବେ ପାକିସ୍ତାନର ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ଇସଲାମାବାଦ: ବର୍ତ୍ତମାନ ପାକିସ୍ତାନ ଇତିହାସର ସବୁଠାରୁ ବଡ଼ ଆର୍ଥିର୍କ ସଙ୍କଟ ଦେଇ ଗତି କରୁଛି । ଏଥିମଧ୍ୟରେ ଆସିଫ୍ ଅଲି ଜରଦାରୀ(Asif Ali Zardari) ଦେଶର ୧୪ତମ ରାଷ୍ଟ୍ରପତି ଭାବେ ମାର୍ଚ୍ଚ ୧୦ରେ ଶପଥ ଗ୍ରହଣ…

ଇଣ୍ଡୋନେସିଆରେ ଶୋଭା ପାଇଲା ଓଡ଼ିଆ ପୁଅଙ୍କ କଳାକୃତୀ: ଜାହାଜରେ ପଠାଗଲା ୧୬ ଫୁଟର ‘ପଦ୍ମ ସମ୍ଭବ’ ମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ରାଜ୍ୟରେ ପ୍ରତିଭାର ଅଭାବ ନାହିଁ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭା ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ତେବେ ଏହା ମଧ୍ୟରେ ଜଣେ…

ସାଇକେଲ ଚଳାଇ ନେଦରଲାଣ୍ଡରୁ କୋରାପୁଟରେ ପହଞ୍ଚିଲେ ବିଦେଶୀ ଦମ୍ପତି; ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

କୋରାପୁଟ: ନେଦରଲାଣ୍ଡରୁ ସାଇକେଲ ଚଳାଇ କୋରାପୁଟ ଜିଲ୍ଲା ଜୟପୁରରେ ପହଂଚିଛନ୍ତି ବିଦେଶୀ ଦମ୍ପତି । ରାତି ଦିନ ସାଇକେଲ ଚଳାଉଛନ୍ତି କେବେ ବି ଧକିଯାଉନାହାଁନ୍ତି । ସାଇକେଲରେ ସାରା ବିଶ୍ୱଭ୍ରମଣ କରୁଛନ୍ତି ସ୍ୱାମୀ…

(Video)ମଝି ଆକାଶରେ କ୍ରାସ ହେଲା ଋଷର ସାମରିକ ବିମାନ, ଦେଖନ୍ତୁ ଭିଡିଓ

ମସ୍କୋ: ଯୁଦ୍ଧ ହେବାର ଏକ ମାସ ପରେ, ୟୁକ୍ରେନ ବନ୍ଦୀମାନଙ୍କ ସହିତ ଋଷର ଏକ ସାମରିକ ବିମାନ କ୍ରାସ ହୋଇଥିଲା। ତେବେ ଏହିଭଳି ଋଷର ଆଉ ଏକ ସାମରିକ ବିମାନ 'କାର୍ଗୋ'ରେ ଅଗ୍ନିକାଣ୍ଡ ହେବା ଯୋଗୁଁ ମସ୍କୋର ଉତ୍ତର-ପୂର୍ବର…

ଲାଗି ରହିଥିବା ଚାପ ଓ ହିଂସା ମଧ୍ୟରେ ଇସ୍ତଫା ଦେବାକୁ ରାଜି ହେଲେ ହୋତି ପ୍ରଧାନମନ୍ତ୍ରୀ ଏରିଏଲ ହେନରି

ନୂଆଦିଲ୍ଲୀ: ଦେଶରେ ସପ୍ତାହେ ଧରି ଲାଗି ରହିଥିବା ଚାପ ଓ ହିଂସା ମଧ୍ୟରେ ହୋତିର ପ୍ରଧାନମନ୍ତ୍ରୀ ଏରିଏଲ୍ ହେନରି ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ହୋତିର ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବା ପାଇଁ ଆଞ୍ଚଳିକ…

ଧରାପଡ଼ିଲେ ୬ ଜଣ ପାକିସ୍ତାନୀ: ଗୁଜରାଟରୁ ଜବତ ହେଲା ୪୮୦ କୋଟିର ଡ୍ରଗ୍ସ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କୋଟିଏ କି ଦୁଇ କୋଟି ନୁହେଁ, ୪୮ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଗୁଜରାଟର ପୋରବନ୍ଦର ନିକଟରୁ ଏହି ବିପୁଳ ମାତ୍ରାର ଡ୍ରଗ୍ସ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ୬ ଜଣ…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ବାପା-ମା’ଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ମହିଳାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଏକ ଆବର୍ଜନା ପାତ୍ର ବା ୱେଷ୍ଟ୍‌ ବିନ୍‌ରୁ ମିଳିଥିଲା। ତେବେ ମୃତ ମହିଳା…

ବିଦ୍ୟୁତ ସଙ୍କଟର କାରଣ ହୋଇପାରେ AI, ChatGPTରେ ଘଣ୍ଟା ପ୍ରତି ଖର୍ଚ୍ଚ ହେଉଛି ୧୭ ହଜାରରୁ ଉର୍ଦ୍ଧ୍ଵ ଶକ୍ତି

ନୂଆଦିଲ୍ଲୀ: ଦୁନିଆରେ ଟେକ୍ନୋଲୋଜିର ବିକାଶ ବହୁତ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ର ବ୍ୟବହାର ଦେଶର ଅନେକ ସ୍ଥାନରେ ହେଉଛି । AI ଭବିଷ୍ୟତରେ ଟେକ୍ନୋଲୋଜି…