Browsing Category
ବିଦେଶ
କାର୍ ଭିତରୁ ମହିଳାଙ୍କୁ ଛେପ ପକାଉଛନ୍ତି ନୱାଜ ସରୀଫଙ୍କ ଡ୍ରାଇଭର: ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ବି ଟ୍ରୋଲର ଶିକାର
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରୀଫ ପୁଣିଥରେ ଟ୍ରୋଲର ଶିକାର ହେଉଛନ୍ତି । ତେବେ ଏଥର ସେ ନିଜର କୌଣସି କାରନାମା ପାଇଁ ନୁହେଁ, ବରଂ ତାଙ୍କର ଜଣେ ଖାସ୍ ପାଖ ଲୋକଙ୍କ ଭୁଲ ପାଇଁ ସେ ଟ୍ରୋଲର…
ପୋଷାକ ପିନ୍ଧିବାକୁ ନେଇ ଲଗାଯିବ କଟକଣା: ସରକାରଙ୍କ ଭାବନାକୁ ଦୃଷ୍ଟିରେ ରଖି ମାନିବାକୁ ପଡିବ ଏହି ନିୟମ
ନୂଆଦିଲ୍ଲୀ: ସାଧାରଣତଃ ସରକାର ସ୍କୁଲ ଏବଂ କଲେଜ ଗୁଡ଼ିକରେ ୟୁନିଫର୍ମ ପ୍ରଚଳନ କରିଛନ୍ତି । କିଛି ଦିନ ତଳେ ବହୁ ମନ୍ଦିର ଗୁଡିକରେ ମଧ୍ୟ ପୋଷାକକୁ ନେଇ ଅନେକ କଟକଣା ଜାରି ହୋଇଥିଲା । ହେଲେ ଏହାରି ମଧ୍ୟରେ ଚୀନ ସରକାର…
ଦରସିଝା ମାଛ ଖାଇ ଆଙ୍ଗୁଠି ହରାଇଲେ ମହିଳା
ଓଡିଶା ଭାସ୍କର: ଦରସିଝା ‘ଟିଲେପିଆ’ ମାଛ ଖାଇ ଜଣେ ଆମେରିକୀୟ ମହିଳା । ହାତ-ଗୋଡ଼ର ସମସ୍ତ ଆଙ୍ଗୁଠି ହରାଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଖବର ପ୍ରକାଶ ହୋଇଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ‘ନ୍ୟୁୟର୍କ…
ମଝି ଆକାଶରେ ୨ ବିମାନର ମୁହାଁମୁହିଁ ଧକ୍କା; କ୍ୟାମେରାରେ କଏଦ ହେଲା ଏହି ବେଳର ଦୃଶ୍ୟ, ୨ ପାଇଲଟ ମୃତ
ୱାଶିଂଟନ; ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ୧୭ ସେପ୍ଟେମ୍ବର ରବିବାର ଦିନ ନେଭାଡାର…
UNESCOର ଘୋଷଣା: ଶାନ୍ତିନିକେତନକୁ ମିଳିଲା ବିଶ୍ୱ ଐତିହ୍ୟ ମାନ୍ୟତା, ୧୨୨ ବର୍ଷ ତଳର ଏହି ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା କ’ଣ
ନୂଆଦିଲ୍ଲୀ: ପାଖାପାଖି ୧୨୨ ବର୍ଷ ତଳେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାପିତ ହୋଇଥିବା ପଶ୍ଚିମବଙ୍ଗର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟକୁ ମିଳିଛି ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । ଏହା ନିଶ୍ଚିତ…
(Video) ଗୋଟିଏ ବିଲ୍ଡିଂରୁ ଅନ୍ୟ କୋଠାକୁ ଡେଇଁ ଷ୍ଟଣ୍ଟ କରୁଥିଲେ ଏହି ବ୍ୟକ୍ତି! ହେଲା ଦୁର୍ଘଟଣା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦୁର୍ଘଟଣା କାହା ସହିତ ଏବଂ କେତେବେଳେ ହେବ ତାହା କେହି କହିପାରିବେ ନାହିଁ । ବେଳେବେଳେ ଆମେ ନ ଚାହିଁ ମଧ୍ୟ ଦୁର୍ଘଟଣାର ଶିକାର ହେଇଯାଉ । କିନ୍ତୁ କିଛି ଲୋକ ଦୁନିଆରେ ଏପରି ମଧ୍ୟ ଅଛନ୍ତି, ସେମାନେ ଜାଣି…
ବ୍ରାଜିଲରେ ବିମାନ ଦୁର୍ଘଟଣା: କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଶନିବାର ବ୍ରାଜିଲର ଆମାଜନସ୍ ରାଜ୍ୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟ ରାଜଧାନୀ ମାନସଠାରୁ ପ୍ରାୟ ୪୦୦…
ପଶୁପତିନାଥ ମନ୍ଦିରକୁ ଯିବା ପୂର୍ବରୁ ଜାଣନ୍ତୁ ଏହି ନିୟମ, ନ ହେଲେ ଦେବାକୁ ପଡିବ ୨୦୦୦ଟଙ୍କା ଫାଇନ
ନୂଆଦିଲ୍ଲୀ : ନେପାଳର ପଶୁପତି ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆପଣ ପ୍ଲାନ କରୁଛନ୍ତି କି ତେବେ ଜାଣନ୍ତୁ ସେଠାରେ ଥିବା କିଛି ନିୟମ । ନ ହେଲେ ଆପଣଙ୍କୁ ଦେବାକୁ ପଡିବ ଫାଇନ । ଲୋକଙ୍କ ମଧ୍ୟରେ ସେଲଫି ଏବଂ ଅଧିକ ଫଟୋ…
ଆଉ କିଛି ଦିନ ପରେ ଲାଗିବ ସୂର୍ଯ୍ୟପରାଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ
ନୂଆଦିଲ୍ଲୀ : ଚଳିତ ମାସରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ଦୁଇଟି ହେବ । ଏପରି ସଂଯୋଗ ଅନେକ ବର୍ଷ ପରେ ଦେଖିବାକୁ ମଳିଛି । ୨୦୨୩ ମସିହାରେ ଏହା ଏକ ଅପୂର୍ବ ସଂଯୋଗ । ଅକ୍ଟୋବରରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ…
ପତ୍ନୀଙ୍କ ଡେଲିଭରୀ ଦେଖିବା ପରେ ଗମ୍ଭୀର ରୋଗରେ ପୀଡିତ ହେଲେ ବ୍ୟକ୍ତି, ହସ୍ପିଟାଲ ଉପରେ କଲେ ଏକ ବିଲିୟନ ଡଲାରର ମୋକଦ୍ଦମା
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ହସ୍ପିଟାଲ ଉପରେ ଏକ ବିଲିୟନ ଡଲାରର ମୋକଦ୍ଦମା କରିଛନ୍ତି । ତାଙ୍କର ଅଭିଯୋଗ ପତ୍ନୀଙ୍କ ସିଜରିଆନ ଡେଲିଭରୀ ଦେଖିବା ପର ଠାରୁ ସେ ଅସୁସ୍ଥ ହୋଇପଡିଛନ୍ତି । ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆର ଏକ…