Browsing Category

ବିଦେଶ

ତଳମୁହାଁ ହେଉଛି ଆମେରିକାର ଫିଲ୍ମ ଇଣ୍ଡଷ୍ଟ୍ରି , ୧୦୦% ଟାରିଫ୍ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ

ଆମେରିକାର ଫିଲ୍ମ ଇଣ୍ଡଷ୍ଟ୍ରି ଗଭୀର ସଙ୍କଟରେ ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ନିଷ୍ପତ୍ତି ନେଇ ବିଦେଶରେ ନିର୍ମିତ ସମସ୍ତ ଫିଲ୍ମ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହି…

ହେବ ଭୟଙ୍କର ଯୁଦ୍ଧ: ସେନା ପ୍ରସ୍ତୁତ, କେବଳ ସଙ୍କେତକୁ ଅପେକ୍ଷା, ଭାରତ ଏହିଠାରୁ ଆରମ୍ଭ କରିବ…

ନୂଆଦିଲ୍ଲୀ,୪ା୫: ଭାରତର ଯୁଦ୍ଧ ପ୍ରସ୍ତୁତି ଯୋଗୁ ପାକିସ୍ତାନ ଥରହର ହେଉଛି । କାରଣ ଭାରତ ପାକିସ୍ତାନକୁ ରଣନୈତିକ ମୋର୍ଚ୍ଚାରେ ଘେରି ରହିବା ଆରମ୍ଭ କରିଛି। ଏହା ସହିତ କୂଟନୈତିକରେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ…

ମନ୍ତ୍ରୀମାନଙ୍କ ଦରମା ବଢ଼ାଇଲେ ସରକାର, ବଢ଼ିଲା ଏତିକି ପ୍ରତିଶତ…

ଇସଲାମାବାଦ,୪ା୫: ଭାରତ ସହିତ ଉତ୍ତେଜନା ମଧ୍ୟରେ ଗରିବ ପାକିସ୍ତାନ ଏହାର ମନ୍ତ୍ରୀମାନଙ୍କ ଦରମା ବିପୁଳ ପରିମାଣରେ ବୃଦ୍ଧି କରିଛି। ମନ୍ତ୍ରୀମାନଙ୍କ ଦରମା ୧୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦରମା ୧ ଜାନୁଆରୀ…

ପାକିସ୍ତାନକୁ ଆଉ ଏକ ଝଟ୍‌କା ଦେଲା ଭାରତ, ଚେନାବ ନଦୀର ପାଣି ବନ୍ଦ କରି…

ଇସଲାମାବାଦ/ନୂଆଦିଲ୍ଲୀ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ତାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛି। ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର କିଛି ଦିନ ପରେ,…

World Laughter Day 2025: ମାତ୍ର 60 ମିନିଟ୍ ହସିବା ଦ୍ଵାରା ବର୍ନ ହୁଏ 400 କ୍ୟାଲୋରୀ

ନୂଆଦିଲ୍ଲୀ: ପ୍ରତିବର୍ଷ ମେ ମାସର ପ୍ରଥମ ରବିବାରରେ ବିଶ୍ୱ ହାସ୍ୟ ଦିବସ ପାଳନ କରାଯାଏ । ଏଥର ମେ ମାସର ପ୍ରଥମ ରବିବାର ୪ ତାରିଖରେ ପଡୁଛି, ତେଣୁ ଏହି ବିଶେଷ ଦିନଟି ଆଜି ସାରା ବିଶ୍ୱରେ ପାଳନ କରାଯାଉଛି । ବିଶ୍ୱ…

Breaking: ମୋଦିଙ୍କ ବାସ ଭବନରେ ବଡ଼ ବୈଠକ, ଯୁଦ୍ଧ ପାଇଁ ଶେଷ ପର୍ଯ୍ୟାୟ ରଣନୀତି ବୈଠକ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାୟୁସେନା ମୁଖ୍ୟ ମାର୍ସଲ୍ ଅମର ପ୍ରୀତ ସିଂଙ୍କୁ ଭେଟିଛନ୍ତି । ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଗତକାଲି ନୌସେନା ମୁଖ୍ୟ ଦିନେଶ କେ.…

ଅଜଣା ଲୋକଙ୍କୁ ନିଜ ବେଡ଼ରେ ଶୁଆଇ ମୋଟା ଅର୍ଥ ରୋଜଗାର କରୁଛି ଏହି ମହିଳା, ଜାଣନ୍ତୁ କେତେ ନେଉଛି ଚାର୍ଜ

କ୍ୱିନ୍ସଲ୍ୟାଣ୍ଡ, ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ଜଣେ 38 ବର୍ଷୀୟ ମହିଳା ମୋନିକ ଜେରେମିଆ ଏକ ଅଜଣା ଢଙ୍ଗରେ ଅର୍ଥ ରୋଜଗାର କରି ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ବେଡ଼ର ଅଧା ଅଂଶ ଅଜଣା ଲୋକଙ୍କୁ ଭଡ଼ାରେ ଦେଇ ମାସକୁ…

ପୁଣି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍, ଏଥର ଇମ୍ରାନ୍, ବିଲାୱଲଙ୍କ ପାଳି

ନୂଆଦିଲ୍ଲୀ: ପାକିସ୍ତାନ, ଭାରତ ମଧ୍ୟରେ ଲାଗିଥିବା ବିବାଦ ପରେ; ଦୁଇ ଦେଶର ଆମଦାନୀ ଓ ରପ୍ତାନୀ ବନ୍ଦ କରିଛି ଭାରତ । ଏଭିତରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ନେତା ବସିଲାୱଲ ଭୁଟୋଙ୍କ…

Breaking: ଭୟରେ ଥରିଲେଣି ଶେହବାଜ୍, ଛାନିଆ ହୋଇ ଡାକିଲେ ସ୍ୱତନ୍ତ୍ର ଅଧିବେଶନ

କରାଚୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଲା ପାକିସ୍ତାନ । ଆସନ୍ତା କାଲି ସନ୍ଧ୍ୟା ୫ଟାରେ ବସିବ ଅଧିବେଶନ । ଲଗାତର ୧୦ ଦିନ ଧରି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରିଚାଲିଛଇ ପାକିସ୍ତାନ ସେନା । ଯାହାର କଡ଼ା…