Browsing Category

ବିଦେଶ

ତାଲିବାନକୁ ନେଇ ଋଷ ରାଷ୍ଟ୍ରପତିଙ୍କ ବଡ଼ ବୟାନ, ନେଇ ପାରନ୍ତି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଋଷରେ ଆଫଗାନିସ୍ତାନ ପରିସ୍ଥିତିକୁ ନେଇ ହୋଇଥିବର ମସ୍କୋ ଫର୍ମାଟ୍ ବୈଠକ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତାଲିବାନକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପୁତିନ କହିଛନ୍ତି ଯେ ଋଷ ତାଲିବାନକୁ…

ଭାରତରୁ ବ୍ରିଟେନ ପହଞ୍ଚିଲା ବିଷାକ୍ତ ସାପ; ଏମିତି ଲୁଚି ଛପି କରିଥିଲା ଯାତ୍ରା

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ଆପଣ ମଣିଷଙ୍କୁ ଅନେକ ସମୟରେ ଲୁଚି ଛପି ଯାତ୍ରା କରୁଥବାର ଜାଣିଥିବେ । ଅନେକ ସମୟରେ ଏଭଳି ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଲୋକମାନେ ଅନେକ ପ୍ରକାର ଅଭିନବ ଉପାୟ ଆପଣେଇ ଯାତ୍ରା କରିଥାନ୍ତି…

ବାଂଲାଦେଶରେ ଶରଣାର୍ଥୀଙ୍କ ଶିବିର ଉପରେ ଗୁଳିବର୍ଷା, ୭ ମୃତ

ନୂଆଦିଲ୍ଲୀ: ବାଂଲାଦେଶର ରୋହିଂଗ୍ୟା ଠାରେ ଶୁକ୍ରବାର ଦିନ ଗୁଳି ବର୍ଷଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଂଲାଦେଶ ପୋଲିସ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ବାଂଲାଦେଶରେ ଦୁନିଆର…

ଅଜବ ପ୍ରେମ: ମୃତ ସ୍ୱାମୀଙ୍କ ପାଉଁଶ ଖାଉଛନ୍ତି ପତ୍ନୀ, କହିଲେ- ନିଜକୁ ଅଟକାଇପାରୁନି…

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଅମର । ସାଥୀ, ଦୁନିଆ ଛାଡ଼ି ଚାଲିଗଲା ପରେ ବି ପ୍ରେମ ଠିକ୍ ସେହିପରି ଜୀବିତ ହୋଇ ରହିଥାଏ । ଏହାର ଏକ ଶକ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ମହିଳା ନିଜ ସ୍ୱାମଙ୍କୁ ଏତେ ଭଲ ପାଉଛନ୍ତି…

ଶୁଟିଂ ସେଟରେ ଏଲେକ୍ ବାଲ୍ଡୱିନ୍ ହାତରୁ ଚଳିଗଲା ଗୁଳି, ଜଣେ ମହିଳା ମୃତ; ନିର୍ଦ୍ଦେଶକ ଆହତ

ୱାଶିଂଟନ୍: ଆମେରିକୀ ଅଭିନେତା ଏଲେକ୍ ବାଲ୍ଡୱିନ୍ ଏକ ପ୍ରୋପ୍ ଗନ୍ ଦ୍ୱାରା ଫିଲ୍ମ ଶୁଟିଂ ସେଟ୍ ରେ ଜଣେ ସିନେମାଟୋଗ୍ରାଫରଙ୍କୁ ଫାୟାର୍ କରିଛନ୍ତି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖାଲି ସେତିକି ନୁହେଁ…

ଚୀନକୁ ପୁଣି ଫେରିଲା କରୋନା: ବିମାନ ସହିତ ସ୍କୁଲ ବନ୍ଦ, ଗୃହବନ୍ଦୀ ହେଲେ ଲୋକେ

ବିଜିଂଗ: ଚୀନରେ କରୋନାର ରିଟର୍ଣ୍ଣ ବିଶ୍ୱର ଚିନ୍ତା ବଢ଼ାଇଦେଇଛି । ସେଠାରେ ଲଗାତାର ଭାବେ ନୂଆ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ…

ପ୍ରବଳ ବର୍ଷା କାରଣରୁ ସୃଷ୍ଟ ବନ୍ୟାରେ ପ୍ରାଣ ହରାଇଲେ ୮୮, ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ

କାଠମାଣ୍ଡୁ: ନେପାଳରେ ଲଗାତର ମୁଷଳଧାର ବର୍ଷା ଲାଗି ରହିଛି । ଏହା ଫଳରେ ଦେଶର ୨୦ରୁ ଅଧିକ ଜିଲ୍ଲାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ନିକଟରେ ବନ୍ୟା ଓ ବର୍ଷା କାରଣରୁ ଆହୁରି ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର…

ବୟସ ମାତ୍ର ୧୨ ମାସ, କିନ୍ତୁ ମାସିକ ରୋଜଗାର ୭୫ ହଜାର; ଜାଣନ୍ତୁ କେମିତି ଏ କମାଲ୍ କଲେ ଏହି ଶିଶୁ

ନୂଆଦିଲ୍ଳୀ: ବୟସ ବର୍ଷେ । କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍‌ ନୁହେଁ । ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କାରେଜଗାର କରୁଛନ୍ତି । ବଡ ବଡ ଚାକିରିଆଙ୍କୁ ମାତ ଦେଉଛି । ମାସିକ ୭୫ ଜହାର ଟଙ୍କା…

FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ

ନୂଆଦିଲ୍ଲୀ: ପୁନର୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଅର୍ଥ ହେରଫେର ଓ ଆତଙ୍କୀ ଅର୍ଥ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ୍) ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ…

ଫେସବୁକ୍ ପରି ପ୍ଲାଟଫର୍ମ ଲଞ୍ଚ କରିବେ ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ: ନୂଆ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଲଞ୍ଚ କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ଯାହାର ନାଁ ରହିଛି ଟ୍ରୁଥ ସୋସିଆଲ । ତେବେ ଏହି ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଟ୍ୱିଟର ବା ଫେସବୁକ ଭଳି…