Browsing Category
ବିଦେଶ
ଲଣ୍ଡନରେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର, ଭାରତୀୟଙ୍କ ବେକ କାଟି ଦେବାକୁ ଦେଲେ ଧମକ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସାରା ଦେଶ ଉତ୍ତେଜନାରେ ଲାଗିରହିଛି। ଆତଙ୍କୀଙ୍କ ଆକ୍ରମଣରେ ପ୍ରତିଶୋଧ ଚାହୁୂଁଛନ୍ତି ଭାରତବାସୀ। ଏପରି ପରିସ୍ଥିତିରେ, ଲଣ୍ଡନରେ ଥିବା ପାକିସ୍ତାନୀ ଦୂତାବାସର…
10 ବର୍ଷର ସ୍ବପ୍ନ 10 ମିନିଟରେ ଜଳି ପାଉଁଶ,… ଡେଲିଭରିର କିଛି କ୍ଷଣ ଭିତରେ ହୁତୁହୁତୁ ହୋଇ ଜଳିଲା Ferrari (Video)
ନୂଆଦିଲ୍ଲୀ: ସମସ୍ତେ ନିଜ ସ୍ୱପ୍ନର କାରରେ ଯାତ୍ରା କରିବାକୁ ଚାହାଁନ୍ତି । ଲୋକମାନେ ନିଜ ପ୍ରିୟ କାରରେ ଯାତ୍ରା କରିବା ପାଇଁ ମଧ୍ୟ ଅନେକ ପ୍ରୟାସ କରନ୍ତି । କିନ୍ତୁ ଦଶନ୍ଧି ଧରି ଅପେକ୍ଷା କରି ଟଙ୍କା ସଞ୍ଚୟ କରିବା…
ଆଜି ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର, ବିଶ୍ବ ନେତା ଦେଉଛନ୍ତି ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଧାର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ପୋପଙ୍କର ଅନ୍ତିମ ସଂସ୍କାର ଆଜି (୨୬ ଏପ୍ରିଲ) ସ୍ଥାନୀୟ ସମୟ ସକାଳ ୧୦ଟାରେ ଭାଟିକାନ୍…
(Video) ବିମାନନ୍ଦରରୁ ଉଡାଣ ଭରି ସମୁଦ୍ରରେ ପଡ଼ିଲା ପ୍ଲେନ୍, ପ୍ରାଣ ହରାଇଲେ ୬ ପୋଲିସ ଅଧିକାରୀ
ବ୍ୟାଙ୍କକ: ଥାଇଲାଣ୍ଡର ହିନ ରିସାର୍ଟରେ ଘଟିଛି ବଡ଼ ଦୁର୍ଘଟଣା । ପୋଲିସ ବିମାନ କ୍ରାସ୍ ହେବା କାରଣରୁ ୬ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଏ ନେଇ ଥାଇଲାଣ୍ଡ ପୋଲିସ ପକ୍ଷରୁ ଏକ୍ସରେ ସୂଚନା ସାଙ୍ଗକୁ ଏକ ଭିଡିଓ…
Earthquake: 6.3 ତୀବ୍ରତାରେ ଥରିଲା ଏହି ଦେଶ, ଭାଙ୍ଗିଲା ଘର ଛାନିଆ ଲୋକେ
ନୂଆଦିଲ୍ଲୀ: ଇକ୍ୱେଡରର ପ୍ରଶାନ୍ତ ମହାସାଗର ଉପକୂଳରେ ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଅତି କମରେ ୧୦ଟି ପ୍ରଦେଶରେ ଭୂମିକମ୍ପ…
(Video) ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ, IED ବିସ୍ଫୋରଣରେ 10 ସୈନିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୁଚିସ୍ତାନ ଲିବରେସନ ଆର୍ମୀ (BLA) ଦ୍ୱାରା ଏକ ବଡ଼ ଆକ୍ରମଣରେ ପାକିସ୍ତାନ ସେନାର ଅତି କମରେ ୧୦ ଯବାନ ନିହତ ହୋଇଛନ୍ତି । ଏହି ଆକ୍ରମଣ ବେଲୁଚିସ୍ତାନର ନୋଶକି…
ପାକିସ୍ତାନରେ ଆତଙ୍କୀ କାହିଁକି ନେଉଛନ୍ତି ଆଶ୍ରୟ ? ସାମ୍ନାକୁ ଆସିଲା ‘କଳା ସତ’, ଯାହା ଉଡ଼ାଇ ଦେବ ଆମେରିକା ଓ ବ୍ରିଟେନର ନିଦ
ନୂଆଦିଲ୍ଲୀ: ପାକିସ୍ତାନ ଦୀର୍ଘ ଦିନ ଧରି ଆତଙ୍କୀ ସଙ୍ଗଠନଗୁଡ଼ିକ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ ହୋଇ ରହିଛି। ଜମ୍ମୁ-କଶ୍ମୀରର ପହଲଗାମରେ 23 ଏପ୍ରିଲ 2025ରେ ହୋଇଥିବା ଆତଙ୍କୀ ଆକ୍ରମଣ, ଯେଉଁଥିରେ 28 ଜଣଙ୍କର ମୃତ୍ୟୁ…
ଆତଙ୍କବାଦୀଙ୍କୁ ଧରିବା ପାଇଁ ସହଯୋଗର ହାତ ବଢ଼ାଇଲା ଆମେରିକା, କହିଲା ସମସ୍ତ ଭାରତୀୟ ସହ ଆମେ ଅଛୁ
ନୂଆଦିଲ୍ଲୀ,୨୫ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଆମେରିକା, ରୁଷ ଏବଂ ୟୁରୋପୀୟ ଦେଶମାନେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତ ସହିତ ଠିଆ ହେବେ ବୋଲି…
Big Breaking: ଭୂଇଁ କାମୁଡ଼ି ପଡ଼ିଲା ଟପ୍ ଲସ୍କର କମାଣ୍ଡର ଅଲତାଫ: ଭାରତୀୟ ସେନାକୁ ସଫଳତା
ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦପୋରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ନିପାତ ହୋଇଥିବା ସୂଚନା ।
ଟପ୍ ଏସ୍କର-ଇ-ତୋଇବା କମାଣ୍ଡର ଅଲତାଫର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…
ତୁମର ଯାହା କରିବାର ଅଛି କର… ଭାରତକୁ POK ପ୍ରଧାନମନ୍ତ୍ରୀଙ୍କ ଧମକ; ଏଠି ରକ୍ତ ବୋହିଲେ, ଭାରତକୁ ଆମେ ଛାଡ଼ିବୁନି
କରାଚୀ: ଜମ୍ମୁ-କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଅଧିକ ତିକ୍ତତା ଭରିଦେଇଛି । ଭାରତ ଆତଙ୍କବାଦୀଙ୍କଠାରୁ ବଦଲା ନେବା ପାଇଁ ଭାରତ ଯୋଜନା କରୁଥିବାବେଳେ ପାକିସ୍ତାନ…