Browsing Category

ବିଦେଶ

ଆମେରିକା ରକ୍ଷା ବିଭାଗ ପେଣ୍ଟାଗନ ନିକଟରେ ଗୁଳିମାଡ଼, ପେଣ୍ଟାଗନ ଅଧିକାରୀଙ୍କୁ ଛୁରୀ ମାରି ହତ୍ୟା

ନୂଆଦିଲ୍ଲୀ: ଆମେରିକା ରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନର ପ୍ରବେଶ ପଥ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ଏହି ସମୟରେ ପେଣ୍ଟାଗନ ପୋଲିସ ଅଫିସରଙ୍କୁ ଛୁରୀ ମାରି ହତ୍ୟା କରାଯାଇଛି । ହତ୍ୟାକାରୀ…

୨୪ ଘଣ୍ଟା ମଧ୍ୟରେ ୧୧୬ ତାଲିବାନ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଲେ ଅଫଗାନ ସେନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କର ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଅନେକ ଗୁଡ଼ିଏ ଜିଲ୍ଲା ଉପରେ କବଜା କରି ଚାଲିଥିବା ତାଲିବାନ ମାନଙ୍କ ଉପରେ ଏବେ କଠୋର ହେବାରେ ଲାଗିଛି ଅଫଗାନ୍ ସେନା । ଏହି…

ତାଲିବାନ ମାନଙ୍କ ବିରୋଧରେ ଲଢ଼ିବା ପାଇଁ ଅଫଗାନ୍ ସେନାରେ ଭର୍ତ୍ତି ହେବାପାଇଁ ପହଞ୍ଚିଲେ ୫ହଜାର ଯୁବକ-ଯୁବତୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସହ ଚାଲିଥିବା ଯୁଦ୍ଧର ମୁକାବିଲା ପାଇଁ ଏବେ ଦେଶର ଯୁବକମାନେ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସେନାବାହିନୀରେ ଯୋଗଦେବା ପାଇଁ କାବୁଲରେ ୫ ହଜାର ଯୁବକ ଓ ଯୁବତୀ…

ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡ଼ା ଟକ୍ଟର୍

ନୂଆଦିଲ୍ଲୀ: ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍ଟର୍ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦେଶ ମୁହାଁମୁହିଁ ହେବେ । ତେବେ ଏଥିରେ ଉଭୟ ଦଳ ଗୋଟିଏ ଗ୍ରୁପ୍ ରେ…

ଲଭଲୀନାଙ୍କ ପରାଜୟ: ବ୍ରୋଞ୍ଜରେ ହେବେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ସେମିଫାଇନାଲରେ ଲଭଲୀନାଙ୍କ ପରାଜୟ ହୋଇଛି । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ ମୁକାବିଲାରେ ହାରିଛନ୍ତି ଲଭଲୀନା । ତୁର୍କି…

Prime Ministerଙ୍କ ବାସଭବନ ଭଡ଼ାରେ ଲାଗିବ, ପଇସା ଅଭାବରୁ ଏହି ଦେଶର ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ : ଜଣେ ସାଧାରଣ ଲୋକ ନିଜ ଘରକୁ ବ୍ୟବସାୟ, ଫାମିଲି, ବ୍ୟାଚଲରଙ୍କୁ ଭଡ଼ା ସୂତ୍ରରେ ଦେଇଥାଏ । ମାତ୍ର ଯଦି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ, ତେବେ ଯେ କେହି ଏହି କଥାରେ…

ଲାଲ ଗ୍ରହରେ ମିଳିଲା ବରଫ, ଇନ୍‌ଷ୍ଟାରେ ଫଟୋ ସେୟାକଲା ନାସା

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ । ଏଠାରେ ଜନଜୀବନ ସମ୍ଭବନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି । ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ । ମଙ୍ଗଳ ଗ୍ରହକୁ ନେଇ…

ଯୁବତୀଙ୍କ ଉପରେ ହେଲା ସନ୍ଦେହ, ଧରାପଡ଼ିବା ପରେ ଅନ୍ତଃବସ୍ତ୍ରରୁ ମିଳିଲା ଗଞ୍ଜେଇ-କୋକେନ୍

ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଡ୍ରଗ୍ସ, ଗଞ୍ଜେଇ ଭଳି ଜିନିଷର କାରବାର ହେଉଛି । ତେଣୁ ଏଥିପାଇଁ ସ୍ୱତନ୍ତ୍ର ନିୟମକାନୁନ୍ ରହିଛି । ଯାହା ଅଧୀନରେ ଏହାର କାରବାର କରୁଥିବା ଲୋକମାନଙ୍କୁ କଡ଼ା ଦଣ୍ଡ ମଧ୍ୟ ଦିଆଯାଉଛି…

୨୦୩୦ ସୁଦ୍ଧା ଦୁନିଆର ସର୍ବଶ୍ରେଷ୍ଠ ଦେଶ ହେବ ଭାରତ, କାରଣ ଦର୍ଶାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ପ୍ରତିଟି କ୍ଷେତ୍ରରେ ଦୁନିଆର ନେତୃତ୍ୱ ନେଇପାରେ । ଏହା କହିଛନ୍ତି ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରଦୂତ । ତାଙ୍କ ମତରେ ଦୁନିଆର ଦୁଇ ସବୁଠୁ ବଡ ଗଣତନ୍ତ୍ର ଏକାଠି ମିଶି ବହୁତ କିଛି…

ସେପ୍ଟେମ୍ବର ୩ ସୁଦ୍ଧା ଦେଶ ଛାଡି ଚାଲି ଯାଅ, ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଆମେରିକାର ଆଦେଶ

ନୂଆଦିଲ୍ଲୀ: ଆମେରିକା ଭିସା ଅବଧି ସରି ଯିବାରୁ ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡି ଚାଲି ଯିବାକୁ ଆଦେଶ ଦେଇଛି । ରୁଷିଆର ରାଜଦୂତ ଅନାତୋଲି କହିଛନ୍ତି, ପ୍ରାୟ ସମସ୍ତ ରାଜଦୂତଙ୍କୁ ଆମେରିକା ଦେଶ ଛାଡି ଚାଲି…