Browsing Category

ବିଦେଶ

ଶ୍ରୀଲଙ୍କା ସଂଙ୍କଟ: ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଲୋକଙ୍କୁ କହିଲେ ଆପଣ ପ୍ରଦର୍ଶନ କଲେ ଆମେ ଡଲାର ହରାଉଛନ୍ତି

ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥୀକ ସଂଙ୍କଟ ଏବଂ ସାଧାରଣ ଜନତାଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଆଜି ଦେଶର ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ। ସେ ଦେଶର ଲୋକଙ୍କୁ ଶାନ୍ତି ପାଇଁ ଅପିଲ…

ୟୁକ୍ରେନ ପ୍ରସଙ୍ଗରେ ମତଭେଦ ମଧ୍ୟରେ ମୋଦୀ-ବାଇଡେନଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଭର୍ଚ୍ଚୁଆଲ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକ ବୈଶ୍ୱିକ ଅସ୍ତିରତା ମଧ୍ୟରେ ହେଉଥିବାରୁ ଏହାର ଗୁରୁତ୍ୱ ବେଶ ବଢିଯାଇଛି । ବୈଠକରେ…

କାଶ୍ମୀର ପ୍ରସଙ୍ଗରେ ଶାହବାଜ ସରିଫଙ୍କ ବଡ଼ ବୟାନ: ପିଏମ ମୋଦୀଙ୍କୁ ବି ଦେଲେ ମେସେଜ

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ଶାହବାଜ ସରିଫ୍ ଭାରତକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ତାହା ପୁଣି କାଶ୍ମୀର ପ୍ରସଙ୍ଗରେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାର୍ତ୍ତା ଦେବା ସହ କହିଛନ୍ତି ଯେ…

ଋଷ-ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ମା’ଙ୍କୁ ମନେ ପକାଇ ଚିଠି ଲେଖିଲେ ୯ବର୍ଷର ଝିଅ

ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ବିଭିସିକାରେ ପରିଣତ ହୋଇଥିବା ୟୁକ୍ରେନର ବିଭିନ୍ନ ସହରରୁ ହୃଦୟ ବିଦାରକ ଭିଡିଓ ଏବଂ ଫଟୋ ଆସୁଥିବାର ଦେଖିବାକୁ ମିଳୁଛି । ଅନେକ ଲୋକେ ନିଜ ଘର ଛାଡ଼ିବାକୁ ଶ୍ରେୟ…

ଚୀନରେ ମହାମାରୀ ପାଇଁ ଲକଡାଉନ: ଘରେ ବନ୍ଦୀ ଚିତ୍କାର କରୁଥିବା ଲୋକଙ୍କ ଭିଡିଓ ଭାଇରାଲ

ସଂଙ୍ଘାଇ: ଚୀନ ଏବେ ବି ପାଳନ କରୁଛି ଜିରୋ କୋଭିଡ ପଲିସି । ଦେଶର ସବୁଠୁ ବଡ ସହର ସଂଙ୍ଘାଇରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି କମ୍ୟୁନିଷ୍ଟ ପାର୍ଟି ସରକାର ସମ୍ପୂର୍ଣ୍ର ସହରରେ ଲକଡାଉନ ଘୋଷଣା କରିଛନ୍ତି । ଏକ କଡା…

ଶାହବାଜ ସରିଫ୍ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ରାତି ୮ ଟାରେ ନେବେ ଶପଥ

ପାକିସ୍ତାନରେ ଏକ ମାସରୁ ଅଧିକ ସମୟ ଧରି ଲାଗି ରହିଥିବା ରାଜନୀତିକ ଡ୍ରାମାରେ ପଡ଼ିଲା ଯବନିକା । ପିଏମଏଲ-ଏନର ନେତା ଶାହବାଜ ସରିଫ୍ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ନୱାଜ ସରିଫଙ୍କ ସାନ ଭାଇ ଶାହବାଜ ସରିଫ୍…

ଇମ୍ରାନଙ୍କଠୁ ଦୁଇ ପାଦ ଆଗରେ ଶାହାବାଜ, ସ୍ତ୍ରୀ ଶୀଘ୍ର ଘରେ ପହଁଞ୍ଚିବା ଲାଗି ନିର୍ମାଣ କରିଥିଲେ ହନୀ ବ୍ରିଜ

ପାକିସ୍ତାନ ସେନା ବଳରେ କ୍ଷମତାକୁ ଆସିଥିବା ଇମ୍ରାନ ଖାନଙ୍କ ସରକାରକୁ କ୍ଷମତାଚ୍ୟୁତ କରିଥିବା ପାକିସ୍ତାନ ମିସଲିମ୍ ଲିଗ୍ ର ନେତା ଶାହାବାଜ ସରିଫ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।…

ଇମ୍ରାନ ସରକାରଙ୍କ ପତନ ପରେ ନଓ୍ଵାଜ ସରିଫଙ୍କ ପାଇଁ ଆସିଲା ଭଲ ସମୟ, ଶୀଘ୍ର ଫେରିବେ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ପତନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ପାଇଁ ଆସିଛି ଭଲ ସମୟ। ସରିଫ ଆସନ୍ତା ମାସରେ ଇଦ ପରେ ଲଣ୍ଡନରୁ ସ୍ଵଦେଶ ଫେରି ପାରନ୍ତି। ଅନାସ୍ଥା ପ୍ରସ୍ତାବ…

ସମ୍ମୁଖ ଯୁଦ୍ଧରେ ଭାରତକୁ ହରାଇ ପାରିଲାନି ଚୀନ: ଭାରତବର୍ଷର ବିଦ୍ୟୁତ ସପ୍ଲାଇକୁ ଧ୍ୱଂସ କରିବାକୁ ଚୀନ ସେନା ପ୍ରସ୍ତୁତ କରିଛି TAG-38,…

ନୂଆଦିଲ୍ଲୀ: ଥରେ ଭାବନ୍ତୁ ଆପଣ ସକାଳୁ ଉଠିବା ପରେ ଯଦି ବିଦ୍ୟୁତ ନଥିବା କ’ଣ ହେବ? କେବଳ ଆପଣଙ୍କର ନୁହେଁ ସାରା ଦେଶ ସଙ୍କଟଜନକ ସ୍ଥିତିକୁ ଚାଲିଯିବ । ଏଭଳି ସ୍ଥିତିରେ ଆପଣଙ୍କର ସମସ୍ତ କାମ ଠପ୍ ହୋଇଯିବ, ହସ୍ପିଟାଲ,…

ଝିଅଙ୍କ ତୁଳନାରେ ପୁଅମାନେ ଫେଲ୍ ହେବାର ସମ୍ଭାବନା ଅଧିକ: UNESCOର ଦାବି

ନୂଆଦିଲ୍ଲୀ: ଝିଅଙ୍କ ତୁଳାନରେ ପୁଅମାନେ ପ୍ରାଥମିକ ଶ୍ରେଣୀରେ ପୁନଃ ପଢ଼ିବାର ସମ୍ଭାବନା ଅଧିକ ରହିଛି । ଏନେଇ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (UNESCO) ର ନୂଆ ‘ଗ୍ଲୋବାଲ୍ ଏଜୁକେସନ୍…