fbpx
Browsing Category

ବିଦେଶ

ସମଗ୍ର ବିଶ୍ୱରୁ କଟିଯିବ ପାକିସ୍ତାନ! ଫେସବୁକ୍-ଟ୍ୱିଟର-ଗୁଗୁଲର ଧମକ

ପାକିସ୍ତାନ ପାଇଁ ଖରାପ ଖବର ଆସିଛି । ସୋସିଆଲ ମିଡିଆର ପ୍ରସିଦ୍ଧ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଓ ଗୁଗଲ ପାକିସ୍ତାନରେ ନିଜର ମୁହଁ ଖୋଲିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ସେମାନେ ତାଙ୍କର ସେବାକୁ ଗୁଡିକୁ ବନ୍ଦ…

ମାଲେସିଆର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହାତିର

କୁଆଲାଲୁମ୍ପୁର,୨୪ ।୨: ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟିଭି ଚ୍ୟାନେଲ ଅଲଜଜୀରା ମୁତାବିକ, ମହାତିର ନିଜର ଇସ୍ତଫା ପତ୍ରକୁ ସେଠାକାର ରାଜାଙ୍କୁ ପଠାଇଛନ୍ତି । ତେବେ…

କରୋନା ଭାଇରସରେ ଇଟାଲିରେ ୨ ଲୋକଙ୍କ ମୃତ୍ୟୁ, ୧୨ଟି ସହର ବନ୍ଦ

କୋଡୋଗ୍ନୋ,୨୩ ।୨: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି । ଏହି ଭାଇରସ ସଂକ୍ରମଣରେ ଆସି ଇଟାଲିରେ ୨ ଲୋକଙ୍କ ମୃତ୍ୟୁ ଘଟିଛି । ୨ ଲୋକଙ୍କ ମୃତ୍ୟୁ ପରେ ଆଜି ଉତ୍ତର ଇଟାଲିର…

୪୭ ବର୍ଷ ପରେ ଦେଖାହେଲେ ଦୁଇ ଭଉଣୀ, ଜଣକୁ ୯୮ ତ’ ଆଉ ଜଣକୁ ୧୦୦ବର୍ଷ

ନାମପେହ୍ନ,୨୩ ।୨: କମ୍ବୋଡିଆରେ ୪୭ ବର୍ଷ ପରେ ତିନି ଭାଇ-ଭଉଣୀ ଦେଖା ହୋଇଛନ୍ତି । ଦେଖାହେବା କ୍ଷଣି ସମସ୍ତେ ଖୁସି କାନ୍ଦି ପକାଉଥିଲେ । ସେମାନଙ୍କ ମଧ୍ୟରେ ଦୂରତା ଏତେ ଥିଲା କି, ଜୀବନରେ ଆଉ କେବେ ଶେଷ ଦେଖାହେବ ବୋଲି…

ଜର୍ମାନୀରେ ଗୁଳିକାଣ୍ଡ, ୮ ମୃତ

ବର୍ଲିନ,୨୦ ।୨ : ଜର୍ମାନୀର ହନାଉ ଏବଂ ସ୍ପୁଟନିକ ସହରରେ ଆଖିବୁଜା ଗୁଳିମାଡ କରିଛନ୍ତି କେତେକ ଦୁର୍ବୃତ୍ତ । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ ପରେ…

କରୋନା ଡର: ଚୀନରୁ ଫେରିଥିବା କର୍ମଚାରୀଙ୍କୁ ଗୁଳି କଲା ଉତ୍ତର କୋରିଆ

ପ୍ୟୋନଗ୍ୟାଙ୍ଗ,୧୪ ।୨: ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଶାସନ ବ୍ୟବସ୍ଥା ସମସ୍ତଙ୍କଠାରୁ ଭିନ୍ନ । ଏଠାରେ ଛୋଟ ଭୁଲ ପାଇଁ ବି ଦୋଷୀକୁ ଫାଶୀ ଦିଆଯାଏ । କରୋନା ଭାଇରସ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ…

କରୋନା ଭାଇରସ ନେଲାଣି ୧୦୧୬ଙ୍କ ଜୀବନ, ୪୨୬୦୦ ଆକ୍ରାନ୍ତ

ବେଜିଂ,୧୧ ।୨: ଚୀନରେ ଆତଙ୍କ ଖେଳାଉଛି କରୋନା ଭାଇରସ । ଏହି ଭୂତାଣୁରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୧୦୧୬ରେ ପହଞ୍ଚିଛି। ଏହା ସହିତ ଗତ…

କରୋନାକୁ ବିଶ୍ୱ ସଙ୍କଟ ଘୋଷଣା କଲା WHO, ମୃତ୍ୟୁ ସଂଖ୍ୟା ୮୧୧କୁ ବୃଦ୍ଧି

ଉହାନ୍,୯ ।୨: ଚିନରେ ଭୟଙ୍କର ରୂପ ନେବାରେ ବସିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୮୧୧କୁ ବୃଦ୍ଧି ହୋଇଥିବା ବେଳେ ଏଥିରେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିବା…

ମହିଳାଙ୍କଠାରୁ ପୁରୁଷମାନେ ଅଧିକ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି, ଜାଣନ୍ତୁ କାରଣ

ଚୀନରେ ବ୍ୟାପୁଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭୂତାଣୁରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ…

ଚୀନର ଯେଉଁ ସହରରୁ ଆରମ୍ଭ ହୋଇଥିଲା ‘କରୋନା’, ଦେଖନ୍ତୁ ବର୍ତ୍ତମାନର ପରିସ୍ଥିତି

ଉହାନ,୭ ।୨: ଚୀନର ଉହାନ ସହର ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇସାରିଛି । ଏହି ସହରରେ ପ୍ରଥମେ କରୋନା ଭାଇରସ୍ ଆରମ୍ଭ ହୋଇଥିଲା, ଯାହା ଲୋକଙ୍କ ପାଇଁ ଘାତକ ସାଜିଛି । ଏହି ବିଷାକ୍ତ କରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ…