Browsing Category

ବିଦେଶ

ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ମୃତ୍ୟୁ ହେଲେ କେଉଁଠି ହୋଇଥାଏ ଅନ୍ତିମ ସଂସ୍କାର?

ପୃଥିବୀ ପୃଷ୍ଠରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ତେବେ ଖୁବଶୀଘ୍ର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । କାହିଁକି ନା ଅଧିକ ବିଳମ୍ବ କରିବା ଦ୍ୱାରା ମୃତ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ମହାକାଶରେ ଯଦି କାହାର…

ପିଲା ଭିତରକୁ ପ୍ରବେଶ କଲା ଏପରି ‘ପୋକ’, ଯାହାକି ଖାଇଗଲା ମସ୍ତିଷ୍କର ସବୁକିଛି ! ଆଉ ତା’ ପରେ

ଟେକ୍ସାସ: ଦୁନିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ସେହିଭଳି ଆମେରିକାର ଟେକ୍ସାସରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତାରେ ପଡିଛନ୍ତି । ସେଠାର…

ବାହାଘରରେ ମିଳିଲାନି ଖାଇବା, ରାଗରେ ସବୁ ଫଟୋ ଡିଲିଟ୍ କରିଦେଲା ଫଟୋଗ୍ରାଫର୍; ପଢ଼ନ୍ତୁ କଣ ରହିଛି ପୂରା ମାମଲା

ନୂଆଦିଲ୍ଲୀ: ଜଣେ ଫଟୋଗ୍ରାଫରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପଢ଼ିବାପରେ ଆପଣ ମାନେ ବିବାହରେ ଫଟୋଗ୍ରାଫର୍ ଙ୍କୁ ଅପମାନିତ କରିବା ପୂର୍ବରୁ ଶହେ ଥର ଭାବିବେ । ବାସ୍ତବରେ, ଏହି…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲା ପୋଲିସ ଅଫିସର

ନୂଆଦିଲ୍ଲୀ: କୋଭିଡ ପେଟ୍ରୋଲିଂ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ପୋଲିସ ଅଫିସର । ଲଣ୍ଡନରେ ଘଟିଯାଇଛି ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୩୩ ବର୍ଷିୀୟା ମହିଳା ଜଣଙ୍କ ନିଜ ଘରକୁ…

ପାକିସ୍ତାନରେ ଶିଖ୍ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ପେଶାୱରରେ ଗୁରୁବାର କିଛି ଅଜଣା ଦୁର୍ବୁତ୍ତ ଜଣେ ଶିଖ୍ ଚିକିତ୍ସକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶିଖ୍ ହକିମଙ୍କ ନାମ ସତନାମ ସିଂହ । ସତନାମ ସିଂହ ଚାରସଡ୍ଡା ରୋଡଠାରେ ଏକ କ୍ଲିନିକ ଚଳାଉଥିଲେ ।…

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବୁଧବାର କ୍ଷମତାସୀନ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସର୍ବସମ୍ମତିକ୍ରମେ ଫୁମିଓ କିଶିଦା ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା…

୧୩ ବର୍ଷିୟା ନାବାଳିକାକୁ ବିବାହ କରାଇବାକୁ ଚାହୁଛନ୍ତି ତାଲିବାନୀ ଆତଙ୍କୀ, ଏମିତି ଦୁଃଖ ଜଣାଇଲା ସାନ ଭାଇ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବ୍ଚା କରିବା ପରଠାରୁ ସେଠାରେ ସାଧାରଣ ଲୋକଙ୍କ ଉପରେ ତାଲିବାନୀଙ୍କ ଅତ୍ୟାଚାର ଲାଗିରହିଛି । ସେପଟେ ତାଲିବାନୀ ଆତଙ୍କୀମାନେ କିଶୋରୀ ଝିଅଙ୍କ ସହ ବିବାହ କରିବା ପାଇଁ ସେମାନଙ୍କ…

ପୂରା ରାତି ବାପାମା’ ମୋବାଇଲରେ ଗେମ୍ ଖେଳୁଥିଲେ, ବେଡରୁ ଖସି ଶିଶୁର ଜୀବନ ଚାଲିଗଲା ଜାଣିପାରିଲେନି

ନୂଆଦିଲ୍ଲୀ: ୧୯ ମାସର ଶିଶୁର ବାପା ମାଆ ଟିଭି ଦେଖିବାରେ ଓ ମୋବାଇଲ୍ ରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ, ଝିଅର ମୃତ୍ୟୁ ହୋଇଗଲା ଜାଣିପାରିଲେନି । ନୀରିହ ଶିଶୁଟି ଖଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଖୁବ୍ ଜୋରରେ…

ପୋଲିସ୍ କର୍ମୀଙ୍କ ମୁହଁ ଉପରକୁ ଫୋପାଡ଼ିଲେ ୟୁରିନ୍, ଥାନାରେ କଲେ ହଙ୍ଗାମା

ୱାଶିଂଟନ୍: ପୋଲିସ୍ କର୍ମୀଙ୍କ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଆମେରିକୀ ଯୁବତୀ । ଖାଲି ପୋଲିସ୍ କର୍ମୀଙ୍କ ଉପରେ ନୂହେଁ ବରଂ ସିକ୍ୟୁରିଟି ଗାର୍ଡ଼ ଏବଂ ଅନ୍ୟ ୨ ଜଣ…

ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ

ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ…