Browsing Category

ବିଦେଶ

କରୋନା ପରେ ବାଦୁଡ଼ିଠାରୁ ବ୍ୟାପିଛି ଏହି ଭାଇରସ୍: ୯୦% ରୋଗୀଙ୍କ ପାଇଁ ସାଂଘାତିକ, ବର୍ତ୍ତମାନ ସୁଦ୍ଧା ଗଲାଣି ୮ ଜୀବନ

ନୂଆଦିଲ୍ଲୀ: ଦେଶରେ କୋଭିଡ ୧୯ ପରେ ଏକ ନୂଆ ଭାଇରସ୍ ବ୍ୟାପିବାର ଆଶଙ୍କା ରହିଛି । ଭୟଙ୍କର କଥା ହେଉଛି କରୋନା ପରି ଏହା ମଧ୍ୟ ବାଦୁଡ଼ି ଦ୍ୱାରା ହେବାର ସନ୍ଦେହ କରାଯାଉଛି । ଡାକ୍ତରଙ୍କ ଅନୁଯାୟୀ, ଏଥିରେ ପୀଡିତ ୯୦%…

ଆଜି ଯାଏଁ ମାଟି ତଳୁ କେତେ ସୁନା ବାହାରିଲାଣି, ଆଉ କେତେ ଅଛି?

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଦର । ସୁନାରେ ନିର୍ମିତ ଅଳଙ୍କାକୁ ନେଇ ସାରା ବିଶ୍ୱରେ ବିଶେଷ ମହତ୍ତ୍ୱ ରହିଥାଏ, ବିଶେଷ କରି ବିବାହ ଭଳି ଅବସରରେ । ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବିବାହରେ ସୁନାରେ…

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରେ ଲେବାନନ୍ ଛାଡ଼ି ସିରିଆ ଗଲେ ୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ଜାତିସଂଘର ଶରଣାର୍ଥୀ ହାଇ କମିଶନର ଫିଲିପୋ ଗ୍ରାଣ୍ଡି କହିଛନ୍ତି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଅତି କମରେ ୧,୦୦,୦୦୦ ଲୋକ ସିରିଆ ଲେବନାନ ଛାଡ଼ି ପଳାୟନ କରିଛନ୍ତି । ସେ କହିଛନ୍ତି ଯେ ଲୋକମାନେ…

ଇସ୍ରାଏଲ ଉପରେ ସ୍ଥଳ ଆକ୍ରମଣ ପାଇଁ ଆମେ ପ୍ରସ୍ତୁତ; ହିଜବୁଲ୍ଲା

ନୂଆଦିଲ୍ଲୀ: ଆଗକୁ ଆହୁରି ଭୟଙ୍କର ହେବାକୁ ଯାଉଛି ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଧର୍ଯ୍ୟ ନହରାଇବାକୁ କହିବା ସହ ହିଜବୁଲ୍ଲା କହିଛି- 'ଇସ୍ରାଏଲ ଉପରେ ସ୍ଥଳ ଆକ୍ରମଣ ପାଇଁ ଆମେ…

ଗତ ବର୍ଷ ତୁଳନାରେ ଅଧିକ ଭାରତୀୟ ଛାତ୍ର ଯିବେ ଆମେରିକା

ନୂଆଦିଲ୍ଲୀ: ଆପଣଙ୍କ ପିଲା ଆମେରିକାରେ ପଢିବାକୁ ଚାହୁଁଛନ୍ତି କି, ତେବେ ଆସିଲା ଖୁସି ଖବର । ହୁଏତ ଆପଣଙ୍କ ପିଲା ଯାଇପାରନ୍ତି ଆମେରିକା । କାରଣ ପୁଣି ଚଳିତ ବର୍ଷ ଆମେରିକା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ରେକର୍ଡ…

ନେପାଳରେ ସାଙ୍ଘାତିକ ହେଲାଣି ବନ୍ୟା-ଭୂସ୍ଖଳନ; ନେଲାଣି ୧୯୩ ମୁଣ୍ଡ

ନୂଆଦିଲ୍ଲୀ:  ଭୟଙ୍କର ହେଲାଣି ନେପାଳ ପରିସ୍ଥିତି। ତଳେ ପାଣି ଉପରେ ବି ପାଣି ଏପଟେ ବର୍ଷା-ବନ୍ୟା ତାଣ୍ଡବ ରଚୁଥିବା ବେଳେ ତା ସାଙ୍ଗରେ ଦାଉ ସାଜିଲାଣି ଭୂସ୍ଖଳନ । ନେପାଳର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ…

ଲେବାନନ ଏବଂ ଇସ୍ରାଏଲ ମଧ୍ୟରୁ କାହାର ସାମରିକ ଶକ୍ତି ଅଧିକ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଆକ୍ରମଣରେ ଲେବାନନର ସ୍ଥିତି ଖରାପ ହୋଇଯାଇଛି। ସେହିପରି ଯଦି ଏହି ଦୁଇ ଦେଶ ମୁହାଁମୁହିଁ ହେବେ ତେବେ କଣ ହେବ? ତେବେ ଆସନ୍ତୁ ଜାଣିବା ଦୁଇ ଦେଶର ସାମରିକ ଶକ୍ତି…

ଭାରତୀୟ ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ବଡ଼ ଖୁଲାସା: ଚନ୍ଦ୍ର ଉପରେ ମଧ୍ୟ ପଡ଼ିଥିଲା ‘କୋଭିଡ ଲକଡାଉନ’ର ପ୍ରଭାବ

ନୂଆଦିଲ୍ଲୀ: କୋଭିଡ୍ ଲକଡାଉନ୍ ସମୟରେ ପୃଥିବୀର ତାପମାତ୍ରା ଏବଂ ପ୍ରଦୂଷଣରେ ଆସିଥିବା ହ୍ରାସ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହାର ପ୍ରଭାବ ଚନ୍ଦ୍ର ପର୍ଯ୍ୟନ୍ତ ଦେଖାଦେଇଥିଲା…

ହସନ ନସରଲ୍ଲାଙ୍କ ମୃତଦେହରେ ନାହିଁ କୌଣସି ଆଘାତର ଚିହ୍ନ, ତେବେ କିପରି ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀର କ୍ଷତ ବିକ୍ଷତ ଅବସ୍ଥାରେ ମିଳିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏପରି କିଛି…

(Video) ନେପାଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ, ୧୭୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳନ ଜାରି ରହିଛି। ଯେଉଁଥିରେ ଲଗାତାର ଲୋକଙ୍କ ମୃତ୍ୟୁ ଘଟୁଛି। ପୋଲିସ ଅନୁ୍‌ାୟୀ, କାଠମାଣ୍ଡୁ ଘାଟିରେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ପ୍ରାଣହାନି…