Browsing Category

ବିଦେଶ

ସୋସିଆଲ ମିଡିଆରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡ଼ାଇବା ପଡ଼ିଲା ମହଙ୍ଗା, ଦେବାକୁ ପଡ଼ିବ ୫ ହଜାର ୟୁରୋ ଜରିମାନା

ରୋମ୍‌: ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ(Giorgia Meloni)ଙ୍କ ମଜାକ୍ ଉଡ଼ାଇବା ଜଣେ ସାମ୍ବାଦିକାଙ୍କୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ଜଣେ ସାମ୍ବାଦିକା ମେଲୋନୀଙ୍କ ଉଚ୍ଚତାକୁ ନେଇ ମଜାକ୍ ଉଡ଼ାଇଥିଲେ । ଏହି…

୨୨୫ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଚାନକ୍ ଋଷରେ କଲା ଲ୍ୟାଣ୍ଡିଂ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଶୁକ୍ରବାର ଦିନ କହିଛି ଯେ, ଏହାର ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି । ତେବେ…

ମିଳିତ ଜାତିସଂଘର ଚେତାବନୀ: ଆସନ୍ତା ୨୦୩୦ ସୁଦ୍ଧା ଆସିବ କୋଭିଡ-୧୯ ପରି ଆଉ ଏକ ମହାମାରୀ! ପଶୁଙ୍କ ଠାରୁ ମଣିଷକୁ ବୀମାରୀ ବ୍ୟାପିବ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦୀର୍ଘ ୩-୪ ବର୍ଷ ଧରି ସାରା ବିଶ୍ୱବାସୀଙ୍କୁ କବଳିତ କରି ରଖିଥିଲା । କରୋନା ଭାଇରାସ ପାଇଁ ଲକ୍ଷାଧିକ ଲୋକ ପ୍ରାଣ ହରାଇବା ସହ ଅନେକ ବିଭିନ୍ନ ଦେଶ ଦେବାଳିଆ ପରିସ୍ଥିତିକୁ…

ଚିଲି-ଆର୍ଜେଣ୍ଟିନା ସୀମାରେ ଭୟଙ୍କର ଭୂକମ୍ପ: ୭.୧ ତୀବ୍ରତା ସହିତ କମ୍ପନ, ବଡ଼ ଧ୍ୱଂସ ଆଶଙ୍କା

ନୂଆଦିଲ୍ଲୀ: ଚିଲି-ଆର୍ଜେଣ୍ଟିନା ସୀମା ଅଞ୍ଚଳରେ ଏକ ଭୟଙ୍କର ଭୂକମ୍ପ ଘଟିଛି । ଶୁକ୍ରବାର ସକାଳ ୭.୨୦ ସମୟରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୧ ରେ ମାପ କରାଯାଇଛି ।…

ଶ୍ରୀଦେବୀ ତନୟା ଜାହ୍ନବୀ କପୂରଙ୍କ ଦେହ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ଓଡିଶା ଭାସ୍କର: ଶ୍ରୀଦେବୀ ତନୟା ସୁନ୍ଦରୀ ଜାହ୍ନବୀ କପୂରଙ୍କ ଦେହ ଏବେ ଅସୁସ୍ଥ ହୋଇଥିବା ଜଣା ପଡିଛି । ତାଙ୍କ ଦେହ ଖରାପ ହେବା କାରଣରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ସୁସ୍ଥ ହୋଇ ନଥିବା ଜଣା…

‘ଉସେ ଅଚ୍ଛେ ସେ ପତା ହୈ’….କଙ୍ଗନା ରନାୱତଙ୍କୁ ପ୍ରଶଂସା କଲେ ଚିରାଗ, କହିଲେ…..

‘ଉସେ ଅଚ୍ଛେ ସେ ପତା ହୈ’....କଙ୍ଗନା ରନାୱତଙ୍କୁ ପ୍ରଶଂସା କଲେ ଚିରାଗ, କହିଲେ..... ଓଡିଶା ଭାସ୍କର: ଅଭିନେତ୍ରୀରୁ ବିଜେପିର ସାଂସଦ ସାଜିଥିବା କଙ୍ଗନା ରନାୱତ ଏବେ ଚର୍ଚ୍ଚାରେ ଛାଇ ଯାଇଛନ୍ତି । ସାଂସଦ ହେବା ପରେ…

ମରିଶସରେ ଖୋଲିଲା ଭାରତର ପ୍ରଥମ ବିଦେଶୀ ଜନଔଷଧି କେନ୍ଦ୍ର, ଦ୍ୱିପାକ୍ଷିକ ସହଯୋଗର ବଳିଷ୍ଠ ନିଦର୍ଶନ

ଓଡିଶା ଭାସ୍କର: କେନ୍ଦ୍ରୀୟ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ମରିଶସରେ ଭାରତର ପ୍ରଥମ ବିଦେଶୀ ଜନ ଔଷଧି କେନ୍ଦ୍ରର ଉଦଘାଟନ କରିଛନ୍ତି । ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବିଶେଷ ରୂପରେ ଘନିଷ୍ଠତାକୁ…

ଏୟାରପୋର୍ଟରେ ମାନନ୍ତୁ ଏହି ୮ଟି ନିୟମ, ନହେଲେ ଯିବେ ଜେଲ…..

ଓଡିଶା ଭାସ୍କର: କୌଣସି ମହତ୍ତ୍ୱପୂର୍ଣ୍ଣ ଯାତ୍ରା ପୂର୍ବରୁ ପ୍ୟାକିଙ୍ଗ କରିବା ପଡିଥାଏ । ବହିଲୋକ ଭିନ୍ନ ଭିନ୍ନ ତରିକାରେ ଯାତ୍ରା କରନ୍ତି । କିଏ ବାଇକରେ ଯାଏ ତ ପୁଣି କିଏ ରେଳପଥରେ । ମାତ୍ର ସମ୍ଭ୍ରାନ୍ତଶ୍ରେଣୀୟ ଓ…

NEET RESULT: ଜୁଲାଇ ୨୦ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ, ସୁପ୍ରିମକୋର୍ଟ ଦେଲେ ଏନଟିଏକୁ ଆଦେଶ

ଓଡିଶା ଭାସ୍କର: ଆସନ୍ତା ଜୁଲାଇ ୨୦ ତାରିଖ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ସୁପ୍ରିମକୋର୍ଟ ଏନଟିଏକୁ ଆଦେଶ ଦେଇଛନ୍ତି । ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି ( ଏନଟିଏ ) ଏହାକୁ…