fbpx
Browsing Category

ବିଦେଶ

ଲାଇଭ୍ ଶୋ’ କରୁଥିବା ସମୟରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ, ଗୀଟାର ବଜାଇ ମଞ୍ଚରେ ଗାଉଥିଲେ ଗୀତ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଶାନ୍ତ ହେବାର ନାଁ ଧରୁନାହିଁ । ପ୍ରାୟ ୨ ବର୍ଷ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଏବେ ଜଣେ ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ଲାଇଭ୍…

(video)ହସ୍ପିଟାଲ ତଳେ ନିର୍ମାଣ ହୋଇଥିଲା ହମାସ ଆତଙ୍କର ଗୁପ୍ତ ସହର, ଏସି ଫ୍ରିଜ୍ ଠାରୁ ଆରମ୍ଭ କରି ଭରି ରହିଥିଲା ମାରଣାସ୍ତ୍ର

ନୂଆଦିଲ୍ଲୀ: ଗାଜାରେ ଅଲ୍ ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ବିରୁଦ୍ଧରେ ଲଢେଇ ସୁରକ୍ଷିତ ଆଡ୍ଡା ମନେ କରୁଥିଲେ । ହସ୍ପିଟାଲ ତଳେ ହମାସ ଆତଙ୍କର ଗୁପ୍ତ ସହର ନିର୍ମାଣ କରିଥିଲା । ସିଫା ହସ୍ପିଟାଲ ତଳୁ…

ଅବିଶ୍ୱାସ ହେଲେ ବି ସତ: କମ୍ପାନୀ ସୁନ୍ଦର ପୁରୁଷଙ୍କୁ ନିଯୁକ୍ତି ଦେଉଛି, ସେମାନେ କର୍ମଚାରୀଙ୍କୁ କନ୍ଦାଇବେ ଓ ଲୁହ ପୋଛିବେ

ନୂଆଦିଲ୍ଲୀ: ଅନେକ ସମୟରେ କିଛି କମ୍ପାନୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଥାନ୍ତି । ଏପରି ଭାବେ କିଛି କମ୍ପାନୀର ନିୟମ ବିଷୟରେ ଶୁଣିବାକୁ ଅଜବ ଲାଗିଥାଏ । କିଛି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ…

ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ: ବିଶ୍ୱକପ୍ ଟ୍ରଫିକୁ ଅପମାନ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ନାଁରେ ଥାନାରେ ଏତଲା। ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ…

ଇସ୍ରାଏଲ ଓ ହମାସ ଯୁଦ୍ଧକୁ କେବଳ ରୋକିପାରିିବ ଭାରତ, ଇସଲାମିକ ଓ ଆରବ ଦେଶର ନେତା ଆସୁଛନ୍ତି ଦିଲ୍ଲୀ

ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଯୁଦ୍ଧରେ ହଜାର ହଜାର ନାଗରିକ ମୃତ୍ୟୁମୁଖରେ ପଡିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୁଦ୍ଧର କୌଣସି ସମାଧାନର ବାଟ ବାହାରିପାରି ନାହିଁ । ଆଜି ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନର ସଂଘର୍ଷ…

୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ହେଲା ଇସ୍ରାଏଲ, ଜାରି କଲା ଲିଷ୍ଟ

ନୂଆଦିଲ୍ଲୀ: ଗତ ୬ ସପ୍ତାହ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମାନବିକ ଅସ୍ତ୍ରବିରତି ଚୁକ୍ତି ହୋଇଛି। ଚୁକ୍ତିନାମା ପରେ ହାମାସ ଇସ୍ରାଏଲର ୨୪୦ ଜଣ ବନ୍ଦୀଙ୍କ ମଧ୍ୟରୁ…

ସାହାଯ୍ୟର ହାତ ବଢାଇଲେ ଏଲନ ମସ୍କ, ଇସ୍ରାଏଲ ଏବଂ ଗାଜାର ହସ୍ପିଟାଲକୁ ଦାନ କରିବେ Xର ବିଜ୍ଞାପନ ରାଜସ୍ୱ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ତେବେ ଯୁଦ୍ଧ ମଧ୍ୟରେ ଶିଳ୍ପପତି ତଥା ଏକ୍ସ ମାଲିକ ଏଲନ୍ ମସ୍କ ପୀଡିତମାନଙ୍କୁ ସାହାଯ୍ୟ…

ହାମାସ ସହ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କଲା ଇସ୍ରାଏଲ : ମୁକ୍ତ ହେବେ ୫୦ ବନ୍ଦୀ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଥମିବାର ନାମ ନେଉନି । ବର୍ତ୍ତମାନ ଯୁଦ୍ଧକୁ ନେଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବୁଧବାର ଦିନ…

BIG NEWS; ଅତି ଆବଶ୍ୟକ ନପଡ଼ିଲେ ମିଆଁମାର ନଯିବାକୁ ସତର୍କତା ଜାରି କଲେ ଭାରତ ସରକାର

ନୂଆଦିଲ୍ଲୀ: ଅତି ଆବଶ୍ୟକ ନ ହେଲେ ମିଆଁମାର ନଯିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ସେଠାକାର ବିଦ୍ରୋହୀ ମିଲିସିଆ ଗୋଷ୍ଠୀ ପିପୁଲ୍ସ ଡିଫେନ୍ସ ଫୋର୍ସ (ପିଡିଏଫ) ଏବଂ ସୈନିକଙ୍କ ମଧ୍ୟରେ…

ବିଶ୍ୱକପରେ ଟିମ୍ ଇଣ୍ଡିଆ ହାରି ମଧ୍ୟ ହିରୋ ପାଲଟିଛି; ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଟିମ୍ ଇଣ୍ଡିଆର ବିଶ୍ୱକପ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଯାହାକୁ ନେଇ ସାରା…