fbpx
Browsing Category

ବିଦେଶ

ଟ୍ରମ୍ପଙ୍କ ଉପରେ ବର୍ଷିଲେ ନିଜ ଦଳର ନେତା ନିକ୍କି ହାଲି, ଅରାଜକତା ଠାରୁ ନେଇ କହିଲେ ଏହି ସବୁ କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟୀ ପକ୍ଷରୁ ଠିଆ ହୋଇଥିବା ପ୍ରାର୍ଥୀ ନିକ୍କି ହେଲି ନିଜ ଦଳର ନେତା ତଥା ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ରୋଧ ପ୍ରକାଶ…

ଇସ୍ରାଏଲ-ହମାସ ଯୁଦ୍ଧରେ ମୃତ୍ୟୁସଂଖ୍ୟା ୯ହଜାର ପାର : ନେତାନ୍ୟାହୁ କହିଲେ- ଏହା ହେଉଛି ସ୍ୱାଧୀନତାର ଦ୍ୱିତୀୟ ଯୁଦ୍ଧ

ଇସ୍ରାଏଲ : ବିଗତ ତିନି ସପ୍ତାହ ଧରି ଇସ୍ରାଏଲ ଏବଂ ହମାସ ପରସ୍ପର ଉପରେ ବୋମାମାଡ଼ କରୁଛନ୍ତି । ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୯୦୦୦ ଅତିକ୍ରମ କରିଛି । ତେବେ ଗାଜାରେ ମୃତ୍ୟୁସଂଖ୍ୟା ୭୭୦୩ ହୋଇଥିବା ବେଳେ ଆହତଙ୍କ…

ଗାଜାର ସବୁଠୁ ବଡ ହସ୍ପିଟାଲ “ଅଲ-ଶିଫା” ତଳେ ରହିଛି ହମାସର ଅଣ୍ଡରଗ୍ରାଉଣ୍ଡ ଆଡ୍ଡା ; ଇସ୍ରାଏଲ ସେନାର ଚାଞ୍ଚଲ୍ୟକର ଖୁଲ୍ଲାସା

ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ହମାସକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ। ଏହାକୁ ନେଇ ଗାଜାରେ…

ପୁଣି ଥରିଲା ମିଆଁମାର : ୪.୩ ତୀବ୍ରତା, ଆଫଗାନିସ୍ଥାନରେ ବି ହୋଇଛି ଅନୁଭୁତ

ମିଆଁମାର : ପୁଣି ଥରେ ମିଆଁମାରରେ ଅନୁଭୁତ ହୋଇଛି ଭୂକମ୍ପ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ଶନିବାର ଦିନ ସକାଳ ୪.୫୩ମିନିଟ ସମୟରେ ୪.୫ ତୀବ୍ରତାର ଭୂକମ୍ପ ଆସିଛି । କିନ୍ତୁ କୁହାଯାଉଛି ଯେ ଏହି…

୮୩ ବର୍ଷରେ ୨ ଲକ୍ଷରୁ ଅଧିକ ନାବାଳିକାଙ୍କ ସହ ହୋଇଛି ଯୌନ ଶୋଷଣ, ସ୍ପେନ୍ କ୍ୟାଥୋଲିକ୍ ଚର୍ଚ୍ଚକୁ ନେଇ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ସ୍ପେନ୍‌ରେ ଥିବା ରୋମାନ କାଥୋଲିକ୍ ଚର୍ଚ୍ଚରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ରିପୋର୍ଟରେ କୁହାଯାଇଛି କି ଏହି କ୍ୟାଥୋଲିକ୍ ଚର୍ଚ୍ଚରେ ହଜାର ହଜାର ଲୋକଙ୍କ ଯୌନ ଶୋଷଣ ହୋଇଛି । ଏହି…

ଫ୍ରାନ୍ସରୁ ମିଳିଲା ମୃତ୍ୟୁର ଭାଇରସ୍, ଆଖିରୁ ଶୋଷିନେଉଛି ରକ୍ତି: ବ୍ରିଟେନ ବୈଜ୍ଞାନିକମାନେ ଦେଲେ ଏପରି ଚେତାବନୀ

ଫ୍ରାନ୍ସରେ ବିଶ୍ୱର ସବୁଠାରୁ ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ଚିହ୍ନଟ ହୋଇଛି । ଏହା ପୀଡିତଙ୍କ ଆଖିରୁ ରକ୍ତ ବୁହାଇ ପାରେ । ବୈଜ୍ଞାନିକମାନେ ଭୟ କରୁଛନ୍ତି ଯେ, କ୍ରିମିଅନ୍-କଙ୍ଗୋ ହେମୋରେଜିକ୍ ଫିଭର୍ (ସିସିଏଚଏଫ)…

ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଲାଣି ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ; ୧୧ ଦିନରେ ୫୩୭ଟି ବିମାନ ବାତିଲ

ଇସଲାମବାଦ: ପାକିସ୍ତାନର ଅବସ୍ଥା ବର୍ତ୍ତମାନ ଅତି ଶୋଚନୀୟ । ଗୋଟେ ପଟେ କ୍ରିକେଟକୁ ନେଇ ପାକିସ୍ତାନ ସବୁଠି ଲୋକହସା ହେଉଥିବା ବେଳେ ଦେଶର ସ୍ଥିତିକୁ ନେଇ ଆହୁରି ବେଶୀ ଲୋକହସା ହେଉଛି । ସାରା ବିଶ୍ୱରେ ପାକିସ୍ତାନ…

(Video) ଖେଳ ପୂର୍ବରୁ ବିରାଟଙ୍କୁ ପ୍ରଶଂସା କରି ପଡ଼ିଆକୁ ଓହ୍ଲାଇଲେ ପାକିସ୍ତାନ ଖେଳାଳି

ଓଡ଼ିଶା ଭାସ୍କର: ପାକିସ୍ତାନି ଖେଳାଳିଙ୍କ ମୁହଁରେ ବିରାଟ ନାମ । ଖେଳ ପୂର୍ବରୁ ବିରାଟଙ୍କୁ ପ୍ରଶଂସା କରି ପଡ଼ିଆକୁ ଓହ୍ଲାଇଲେ । ଭଗବାନଙ୍କୁ ଡାକିଲା ଭଳି ବିରାଟଙ୍କ ନାମ ନେଇ ବ୍ୟାଟ ଧରିଲେ । ରିଜ୍ୱାନ କହିଲେ…

(Video) ବାଘକୁ କୁକୁର ଭଳି ଚେନରେ ବାନ୍ଧି ରାସ୍ତାରେ ବୁଲିଲେ ଯୁବକ; ଭାଇରାଲ ହେଲା ଭିଡିଓ

ଓଡ଼ିଶା ଭାସ୍କର: ଓଡ଼ିଆରେ ଗୋଟେ କଥା ଅଛି, ବାଘ ନଦେଖିଛୁ ଯଦି ବିଲେଇ ଦେଖେ । ଆପଣ ସାଧାରଣତଃ ରାସ୍ତାରେ କୁକୁର ବୁଲୁଥିବା ଦେଖିଥିବେ । ତାହା ପୁଣି ନିଜର ଯଦି ପୋଷା କୁକୁର ଥିବ ତେବେ ଲୋକେ କୁକୁର ବେକରେ ଚେନ୍…

ବ୍ୟାଟେରୀ ଦ୍ୱାରା ପରିଚାଳିତ ମାନବ, ସତ ଜାଣିଲେ ଆପଣ ବି ଚକିତ ହୋଇଯିବେ

ନୂଆଦିଲ୍ଲୀ:ବ୍ୟାଟେରୀରେ ଯନ୍ତ୍ର ଚାଲିବା କଥା ଆପଣ ତ ଜାଣିଛନ୍ତି କିନ୍ତୁ ଜଣେ ମଣିଷ ଏକ ବ୍ୟାଟେରୀ ସେଟ୍ ଦ୍ୱାରା ପରିଚାଳିତ ହେବା କଥା ନିଶ୍ଚୟ ନୂଆ ଅଟେ । ମାସାଚୁସେଟସ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଏବେ…