fbpx
Browsing Category

ବିଦେଶ

ହଁ ଏଲିଅନ ଅଛନ୍ତି, ବୈଜ୍ଞାନିକମାନେ ପ୍ରଦର୍ଶନ କଲେ ୧୦୦୦ ବର୍ଷ ତଳର ୨ଟି ଏଲିଅନର ମୃତଶରୀର

ନୂଆଦିଲ୍ଲୀ: ସତରେ କ’ଣ ଏଲିଅନ ଅଛନ୍ତି ? ଏହି ରହସ୍ୟ ଉପରୁ ଏବେ ମେକ୍ସିକୋର ବୈଜ୍ଞାନିକମାନେ ପରଦା ହଟାଇଛନ୍ତି । ଏକାଧିକ ରିପୋର୍ଟରୁ ଜଣାପଡିଛି ମେକ୍ସିକୋରେ ୨ଟି ଏଲିଅନର ମୃତଦେହର ସନ୍ଧାନ କରାଯାଇଛି । ମେକ୍ସିକୋ…

ପ୍ରଳୟ ରଚିଲା ଘୂର୍ଣ୍ଣି ଝଡ ଡାନିଏଲ୍‌; ନଦୀ ଗାଏବ, ଘରଦ୍ୱାର ଧ୍ୱସ୍ତ ବିଧ୍ୱସ୍ତ, ୫୩୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ:ଲିିବିୟାର ପୂର୍ବତ୍ତୋର ସହର ଡର୍ନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି । ତେବେ ଏଠାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୫୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାର ଓ ୧୦,୦୦୦ରୁ…

ମରିସସ୍‌ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଶାଗୁଆନ କାଠ ବାକ୍ସରେ ‘ଓଡ଼ିଶାର ଇକ୍କତ ଓଢ଼ଣୀ’ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଓଢ଼ଣୀ ଉପହାର ସ୍ୱରୂପ ଦେଇଛନ୍ତି । ଗୁଜରାଟ…

ଆକାଶରେ ପୁଣି ଭାରତ-ପାକ୍ ଫାଇଟର ଜେଟ୍ ହେବେ ସାମ୍ନାସାମ୍ନି, ୨୦୧୯ ପରେ ପୁଣି ହେବ ଡଗ୍ ଫାଇଟ୍‌

ନୂଆଦିଲ୍ଲୀ: ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପରେ ଫେବୃୟାରୀ ୨୦୧୯ରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ଶେଷ ଥର ଲାଗି ଆକାଶରେ ଡଗ୍ ଫାଇଟ୍ ହୋଇଥିଲା । ଏବେ ପୁଣି ଆଉଥରେ ଏହି ଦୁଇ ଦେଶର ଫାଇଟର ଜେଟ୍ ଆକାଶରେ…

ଚାଷଜମିରେ ଜରୁରୀ ଅବତରଣ କଲା ଋଷ ବିମାନ ଏ-୩୨୦: ବର୍ତ୍ତିଗଲା ୧୬୭ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଋଷର ଏକ ବିମାନକୁ ଏକ ଚାଷ ଜମିରେ ଜରୁରୀ ଅବତରଣ କରିବାକୁ ପଡିଛି । ବଡ କଥା ହେଉଛି, ଏହି ବିମାନରେ ୧୬୭ ଜଣ ଯାତ୍ରୀ ଥିଲେ । ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ କହିଛନ୍ତି ଯେ ଏହି ବିମାନରେ ୧୬୭ ଯାତ୍ରୀ…

ଏହି କାରଣରୁ ପାରାସିଟାମଲ ଉପରେ ଲାଗିଲା ବ୍ୟାନ…..ବର୍ତ୍ତମାନ କେବଳ ଜରୁରୀ ଅନୁଯାୟୀ କିଣି ପାରିବେ! 

ନୂଆଦିଲ୍ଲୀ : ବର୍ତ୍ତମାନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । ଏହାକୁ ôହାସ କରିବା ପାଇଁ ବ୍ରିଟେନ ସରକାର ଏକ ନିଷ୍ପତି ନେଇଛନ୍ତି । ନିକଟରେ ଆତ୍ମହତ୍ୟାର ଘଟଣାକୁ କମ କରିବା ପାଇଁ ଏକ ନିଷ୍ପତି ନିଆଯାଇଛି ।…

ଆମେରିକାର ଚେତାବନୀ ସତ୍ତ୍ୱେ ଘରୋଇ ଟ୍ରେନରେ ରୁଷିଆରେ ଯାଇ ପହଞ୍ଚିଲେ କିମ୍ ଜଙ୍ଗ ଉନ୍ , କ’ଣ ରହିଛି ଡିଲ୍‌

ମସ୍କୋ: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଏବେ ରୁଷିଆରେ ପହଞ୍ଚିଛନ୍ତି । ଜାପାନ ମିଡିଆ ରିପୋର୍ଟ ଅନୁଯାୟୀ ଏକ ଘରୋଇ ଟ୍ରେନରେ କିମ୍ ରୁଷିଆରେ ପହଞ୍ଚି ଯାଇଛନ୍ତି । କିମ୍‌ଙ୍କ ସହିତ ଅସ୍ତ୍ରଶସ୍ତ୍ର ନିର୍ମାଣ…

ଠିକ୍ ହୋଇପାରୁନି ବିମାନ! ଭାରତରେ ଫସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ସେପଟେ ଦେଶରେ ବିରୋଧୀ ବଢ଼ାଇଲେଣି ସମସ୍ୟା

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଗସ୍ତରେ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜି -୨୦ ସଫଳତାର ସହିତ ଶେଷ ହେବା ପରେ ସମସ୍ତ ଦେଶର ନେତାମାନେ ସେମାନଙ୍କ ଦେଶକୁ ଫେରି ସାରିଲେଣି।…

ଲିବ୍ୟାରେ ହାହାକାର: ସାମୁଦ୍ରିକ ଝଡ଼ ‘ଡାନିଏଲ’ରେ ଚାଲିଗଲା ୨୦୦୦ ଜୀବନ

ନୂଆଦିଲ୍ଲୀ: ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ ଡାନିଏଲ’ର ତାଣ୍ଡବ ଦେଖାଦେଇଛି । ପ୍ରବଳ ବର୍ଷା ଫଳରେ ବନ୍ୟା ଯୋଗୁଁ ୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଏହି ବନ୍ୟାରେ ଭାସିଯାଇ ୧ ହଜାରରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ଏହା…

ମରକ୍କୋ ଭୂମିକମ୍ପ: ୫୮ ଘଣ୍ଟାରେ ୨୮୦୦ରୁ ଅଧିକ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ପେନ୍-ବ୍ରିଟେନ ଏବଂ କତର ଟିମ୍

ନୂଆଦିଲ୍ଲୀ: ମରକ୍କୋରେ ଘଟିଥିବା ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପକୁ ୫୮ ଘଣ୍ଟା ବିତିସାରିଲାଣି । ହେଲେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିରେ ଜୀବିତ ଲୋକଙ୍କୁ ଖୋଜାଯାଉଛି । ସେଠାରେ ଅବସ୍ଥିତ ହାଇ ଏଟଲସ…