fbpx
Browsing Category

ବିଦେଶ

ଭାରତରେ ମାଡ଼ିଯିବ କ୍ୟାନସର: ୮ ଲକ୍ଷ ହେବେ ସଂକ୍ରମିତ, ଚାଲିଯିବ ୫୦ ହଜାର ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ

ନୂଆଦିଲ୍ଲୀ: ସାରା ଦୁନିଆରେ କ୍ୟାନସର ବିମାରୀ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ଏହି ଘାତକ ରୋଗ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ଜାରି କରିବା ଉଦ୍ଦେଶ୍ୟରେ ଫେବୃଆରୀ ୪ ତାରିଖରେ ବିଶ୍ୱ କ୍ୟାନ୍ସର ଦିବସ ପାଳନ…

Fitch ରିପୋର୍ଟ ସାଜିଲା ସଞ୍ଜିବନୀ: ଅଦାନୀ ଗ୍ରୁପକୁ ମିଳିଲା ଆଶ୍ୱସ୍ତି, ନିବେଶକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପର ଶେୟାର ତଳକୁ ଖସିବାରେ ଲାଗିଛି । ଏହାଫଳରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଗତ ୧୦ ଦିନ ମଧ୍ୟରେ ୯ ଲକ୍ଷ କୋଟିର କ୍ଷତି ସହିଛନ୍ତି ।…

Modi No-1 Again: ବହୁ ପଛରେ ପଡ଼ିଲେ ବାଇଡେନ, ସୁନକଙ୍କ ସମେତ ୨୨ଟି ଦେଶର ଟପ୍ ଲିଡର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଲୋକପ୍ରିୟତା ମାମଲାରେ ନିଜକୁ ନମ୍ବର ୱାନ ବୋଲି ପ୍ରମାଣିତ କରିଛନ୍ତି । ମୋଦୀଙ୍କ ନାମ ଓ ବ୍ରାଣ୍ଡର ଜଲୱା ସାରା ବିଶ୍ୱରେ ଚମକିବାରେ ଲାଗିଛି । ଗ୍ଲୋବାଲ…

(Video) ବିଲ୍ ଗେଟସ୍ ବେଲୁଛନ୍ତି ଭାରତୀୟ ରୁଟି, ସାମ୍ନାକୁ ଆସିଲା ଦୃଶ୍ୟ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିଏ ବା ନ ଜାଣେ । ବିଲ ନିଜର ଅନେକ ସମ୍ପତ୍ତି ସମାଜସେବା ପାଇଁ ଦାନ କରିଥାନ୍ତି । ତେବେ ନିକଟରେ ବିଲଙ୍କର ଏକ ଭିଡିଓ…

ରିଲେସନସିପ୍ ଚାଲିଥିଲେ ଖୁସି ଲାଗେ: ହୃଦୟ ଭାଙ୍ଗିଗଲେ ଦୁଃଖ ଓ ଯନ୍ତ୍ରଣା କାହିଁକି ହୁଏ, ବୈଜ୍ଞାନିକଙ୍କ ବଡ଼ ଅନୁସନ୍ଧାନ

ନୂଆଦିଲ୍ଲୀ: କୁହାଯାଏ ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ଏହାର ପ୍ରଭାବରେ ଜଣେ ମଣିଷ ଶାରୀରିକ ଓ ମାନସିକ ଭାବେ ରୋଗଗ୍ରସ୍ତ ହୋଇପଡ଼େ । କିଛି ଲୋକ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇଯାଉଥିବା ବେଳେ ଆଉ…

ଆମେରିକା ଆକାଶରେ ଚୀନ୍‌ର ଗୁପ୍ତଚର ବେଲୁନ୍‌: ତିନୋଟି ବସ୍ ଆକାର ସହିତ ସମାନ: ପେଣ୍ଟାଗନ୍‌

ନୁଆଦିଲ୍ଲୀ: ଆମେରିକା ରକ୍ଷା ମନ୍ତ୍ରଳାୟ ମୁଖ୍ୟାଳୟ ପେଣ୍ଟାଗନ ଦାବି କରିଛି ଯେ, ଏହାର ଏୟାର୍ ବେସ୍ ଉପରେ ଚୀନ୍‌ର ସ୍ପାଏ ବେଲୁନ୍ ଉଡୁଛି । ଏହାର ଆକାର ପ୍ରାୟ ତିନୋଟି ବସ୍ ଆକରର ହେବ ବୋଲି କୁହାଯାଉଛି। ବିଦେଶ…

ଅଜବ ଦୁନିଆ ! ଯେଉଁଠାରେ ମହିଳାଙ୍କୁ ପୁରୁଷଙ୍କଠାରୁ ମାଡ଼ ଖାଇବା ରହିଛି ପରମ୍ପରା

ବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ବି ଅଜବଗଜବ ପରମ୍ପରା ରହିଛି । ବିଜ୍ଞାନ ଯେତେ ଆଗକୁ ଦୌଡ଼ୁଥିଲେ ମଧ୍ୟ ପରମ୍ପରା ଉପରେ କୌଣସି ପ୍ରଭାବ ପକାଇପାରିନି । ଯେତେବେଳେକି ଲୋକେ ଚନ୍ଦ୍ରରେ ଘର କରିବାକୁ ପ୍ରସ୍ତୁତ ହେଲେଣି,…

‘ନିଜ ସମସ୍ୟାର ସମାଧାନ ନିଜେ କର’, ପେଶୱାର ବିସ୍ଫୋରଣରେ ପାକିସ୍ତାନକୁ ଆଇନା ଦେଖାଇଲା ତାଲିବାନ

ନୂଆଦିଲ୍ଲୀ: ପାକିସ୍ତାନରେ ପେଶୱାରରେ ଏକ ମସଜିଦରେ ହୋଇଥିବା ବିସ୍ପୋରଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ 'ତେହେରିକ-ଏ-ତାଲିବାନ' ନାମକ ଏକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ…

BYJU’Sରେ ଆରମ୍ଭ ହେଲା ଛଟେଇ!

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଧିକାଂଶ ରାଷ୍ଟ୍ରରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି ଅବସରରେ ବିଶ୍ୱର ପ୍ରତିଷ୍ଠିତ ଟେକ୍ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିବାରେ…

WHO ମୁଖ୍ୟଙ୍କ ଚେତାବନୀ: ବିଶ୍ୱରୁ କେବେ ବି Covid-19 ସମାପ୍ତ ହେବ ନାହିଁ, ଜାରି ରହିବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ନିକଟରେ ପୁଣି ଥରେ କରୋନା ଭାଇରସର ପ୍ରତ୍ୟାବର୍ତ୍ତନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏହା ମଧ୍ୟରେ ବିଶ୍ୱ…