Browsing Category
ବିଦେଶ
ସଂଖ୍ୟାଲଘୁ ଶିଖ୍ଙ୍କୁ ରାସ୍ତା ମଝିରେ ଗୁଳି କଲେ ଆତଙ୍କବାଦୀ, ଦୃଢ଼ ନିନ୍ଦା କଲା ଭାରତ
ପାକିସ୍ତାନରେ ପୁଣି ହିନ୍ଦୁ ବିରୋଧି ଚିନ୍ତାଧାରା ଦେଖିବାକୁ ମିଳିଛି । ରବିବାର ଉତ୍ତର-ପଶ୍ଚିମ ଖାଇବର ପେଶାୱାରରେ ଦୁଇ ଶିଖ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ଇସଲାମିକ୍ ଷ୍ଟେଟ୍ସର…
ୟୁକ୍ରେନରେ ପଛଘୁଞ୍ଚା ଦେଲା ଋଷ ସେନା: ଖାରକିଭର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାକଫୁଟରେ ମସ୍କୋ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପଛଘୁଞ୍ଚା ଦେଉଛି ଋଷ ସେନା । ଏ ନେଇ ଦାବି କରୁଛି ୟୁକ୍ରେନ । ଦେଶର ଦ୍ୱିତୀୟ ସର୍ବବୃହତ ସହର ଖାରକିଭର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁତିନ ସେନା ବ୍ୟାକଫୁଟରେ ଥିବା ୟୁକ୍ରେନ ଦାବି କରିଛି । ଅନ୍ୟ ପକ୍ଷରେ…
ଉତ୍ତର କୋରିଆରେ ଭୟଙ୍କର ପରିସ୍ଥିତି: ଅଜଣା ଜ୍ୱରରେ ଆଉ ୧୫ ଜଣଙ୍କ ମୃତ୍ୟୁ, ୮ ଲକ୍ଷରୁ ଅଧିକ ଆକ୍ରାନ୍ତ
ସିଓଲ୍: କରୋନା ମହାମାରୀର ବିସ୍ତାରକୁ ରୋକିବାକୁ ସଂଘର୍ଷ କରୁଥିବା ଉତ୍ତର କୋରିଆରେ ରହସ୍ୟମୟ ଅଜଣା ଜ୍ୱରରେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ…
ଉତ୍ତର କୋରିଆରେ କାୟା ବିସ୍ତାର କଲା ଅଜଣା ରୋଗ, ଆଉ ୧୫ ଜଣଙ୍କ ମୃତ୍ୟୁ, ୮ ଲକ୍ଷରୁ ଅଧିକ ସଂକ୍ରମିତ
ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରକୋପକୁ ରୋକିବା ପାଇଁ ସଂଘର୍ଷ କରୁଥିବା ଉତ୍ତର କୋରିଆରେ ରହସ୍ୟମୟ ଜ୍ଵରରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଜଣା ରୋଗରେ ଲକ୍ଷାଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏହାକୁ…
ଖାଇବାକୁ ମିଳୁନି ରୁଟି: ପ୍ରତିବାଦ ପାଇଁ ରାସ୍ତାକୁ ଓହ୍ଲାଇଲେ ଇରାନ୍ ଲୋକ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦିନକୁ ଦିନ ବଢି ଚାଲିଛି ଖାଦ୍ୟ ସଙ୍କଟ । ଦର ବୃଦ୍ଧି ଏବଂ ଖାଦ୍ୟ ସଙ୍କଟ ବିରୋଧରେ ସମଗ୍ର ବିଶ୍ୱ ଲଢେଇ କରୁଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇରାନର ଲୋକ । ଇରାନର ଅନେକ ସହରରେ ଲୋକ…
ତାଲିବାନୀର ନୂଆ ନିୟମ: ଏକାଠି ଭୋଜନ କରିପାରିବେନି ସ୍ୱାମୀ-ସ୍ତ୍ରୀ, ଅଲଗା ଅଲଗା ଦିନ ଯିବେ ପାର୍କ
ହେରାତ୍ : ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରାନ୍ତରରେ ଲିଙ୍ଗଗତ ଭେଦଭାବକୁ ନେଇ ତାଲିବାନ୍ ଏକ ନୂଆ ଯୋଜନା ଲାଗୁ କରିଛି । ଏହି ନିୟମ ଅନୁଯାୟୀ ଫ୍ୟାମିଲି ରେଷ୍ଟୁରାଣ୍ଟରେ ପରିବାର ସଦସ୍ୟଙ୍କ ସହ ପୁରୁଷମାନେ ଭୋଜନ…
୧୫ଥର ଟାଇଟଲ ବିଜେତା ଚୀନକୁ ହରାଇ କୋରିଆ, ୧୨ ବର୍ଷ ପରେ ହାସଲ କଲା ଉବର କପ୍ ଚାମ୍ପିଅନ
ବ୍ୟାକଂକ(ଥାଇଲାଣ୍ଡ): ଦକ୍ଷିଣ କୋରିଆ ଜିତିଲା ସମ୍ମାନ ଜନକ ମହିଳା ଟିମ ଚାମ୍ପିଅନଶି୍ ଉବର କପ ବ୍ୟାଡମିଣ୍ଟନ ଟାଇଟଲ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗତ ଥରର ଚାମ୍ପିଅନ୍ ତଥା ୧୫ଥର ଟାଇଟଲ ବିଜେତା ଚୀନକୁ…
ରାଷ୍ଟ୍ରପତି ପଦ ଛାଡ଼ିବେ ଜିନ୍ପିଙ୍ଗ ! ଚୀନ୍ ସୋସିଆଲ୍ ମିଡିଆରେ ଖବର ଭାଇରାଲ
ବେଜିଂ : ଚୀନ୍ ସୋସିଆଲ୍ ମିଡିଆରେ ଏବେ ଗୋଟିଏ ଖବର ସବୁଠି ଚର୍ଚ୍ଚାରେ ରହିଛି । ଖବରଟି ହେଉଛି ଚୀନ୍ ରାଷ୍ଟ୍ରତି ସି ଜିନ୍ପିଙ୍ଗ ରାଷ୍ଟ୍ରତି ପଦ ଛାଡ଼ିବେ । କରୋନା ମିସ୍ ମ୍ୟାନେଜମେଣ୍ଟ ଯୋଗୁଁ ଚୀନ୍ରେ ସୃଷ୍ଟ…
ଭାରତର ଗହମ ରପ୍ତାନୀ ଉପରେ ବ୍ୟାନ ପରେ ହାହାକାର, ଏମିତି କହିଲା ଜର୍ମାନୀ…
ଭାରତରେ ଦ୍ରୃତ ଭାବରେ ବଢ଼ୁଥିବା ଦରଦାମକୁ କଣ୍ଟ୍ରୋଲ କରିବା ଦିଗରେ ଗହମ ରପ୍ତାନୀକୁ ବନ୍ଦ କରିଦିଆଯାଇଛି । ଏନେଇ ଭାରତ ୧୩ ମେ ଶୁକ୍ରବାର ସୂଚନା ଜାରି କରିଥିଲା । ଆଉ ଏବେ ଭାରତର ଏହି ନିଷ୍ପତ୍ତି ପରେ ବିଶ୍ୱରେ…
କରୋନାରେ ଆକ୍ରାନ୍ତ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଇନଷ୍ଟାଗ୍ରାମ ପୋଷ୍ଟରୁ ମିଳିଲା ସୂଚନା
ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରି ଆର୍ଡେନ୍ ଏହି ସୂଚନା ଦେଇଛନ୍ତି । ସେ ପଜିଟିଭ୍ ହୋଇଥିଲେ ମଧ୍ୟ ଚଳିତ ମାସର…