Browsing Category
ବିଦେଶ
ଲାଭିଜାନର ଅତି ସୁରକ୍ଷିତ ବଙ୍କରରେ ଇରାନର ସର୍ବୋଚ୍ଚ ନେତା ଖାମେନେଇ, ସେଠାରେ ଚାହିଁଲେ ବି ଆକ୍ରମଣ କରିପାରିବ ନାହିଁ ଇସ୍ରାଏଲ
ତେହେରାନ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ରାଜନୈତିକ ଓ ସାମରିକ ଉତ୍ତେଜନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ତେହେରାନର ସବୁଠାରୁ ସୁରକ୍ଷିତ ସ୍ଥାନ ଲାଭିଜାନସ୍ଥିତ ଏକ ଭୂମିଗତ ବଙ୍କରକୁ…
(video) ଛାତିଥରା ଭୂମିକମ୍ପର ଭିଡ଼ିଓ ଭାଇରାଲ, ଜଣେ ମୃତ ଅନେକ ଆହତ
ପେରୁ: ରବିବାର ଅର୍ଥାତ୍ ରଜ ସଂକ୍ରାନ୍ତି ଦିନ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି। ଏହି ଶକ୍ତିଶାଳୀ ଭୂମିକମ୍ପ ୬.୧ ତୀବ୍ରତାର ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ୫ ଜଣ ଆହତ ମଧ୍ୟ…
ଇଜରାଏଲ ଓ ଇରାନରେ ଭାରତୀୟ ଦୂତାବାସ ଜାରି କଲା ଏଡ଼ଭାଇଜରୀ: ସତର୍କ ରହିବା ଓ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ
ତେହେରାନ: ଇଜରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଦେଶରେ ଥିବା ଭାରତୀୟ ଦୂତାବାସମାନେ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…
ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବି ଗୌତମ ଆଦାନୀଙ୍କ ହାଇଫା ବନ୍ଦର ସମ୍ପୂର୍ଣ୍ଣ ସୁରକ୍ଷିତ
ନୂଆଦିଲ୍ଲୀ,୧୫ା୬: ଇରାନ-ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଯେତେବେଳେ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲର ହାଇଫା ବନ୍ଦର ଏବଂ ଏହା ନିକଟରେ ଅବସ୍ଥିତ ଏକ ବଡ଼ ତୈଳ ବିଶୋଧନାଗାର ଉପରେ…
‘ଭାରତ-ପାକିସ୍ତାନ ପରି ମୁଁ ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବି’
ଓ୍ବାଶିଂଟନ,୧୫ା୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି କାରଣରୁ ଇରାନ ମଧ୍ୟ ଓମାନର ରାଜଧାନୀ ମସ୍କଟରେ ଆମେରିକା ସହିତ ହୋଇଥିବା ପରମାଣୁ ଆଲୋଚନାକୁ ବାତିଲ କରିଛି। ଇରାନ ଏହି ଯୁଦ୍ଧ ପାଇଁ ସିଧାସଳଖ…
RAT ଯୋଗୁଁ ହୋଇଛି ବିମାନ ବିସ୍ଫୋରଣ! ପୂର୍ବତନ ଆମେରିକୀୟ ନୌସେନା ପାଇଲଟଙ୍କ ବଡ଼ ଖୁଲାସା
ନୂଆଦିଲ୍ଲୀ: ଗୁରୁବାର (ଜୁନ୍ ୧୨, ୨୦୨୫) ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଂ-୭୮୭ ବିମାନ ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କେନ୍ଦ୍ର ସରକାର ଏହାର ତଦନ୍ତ…
ବାବର ଆଜମଙ୍କୁ ବିଗ୍ ବାଶ୍ ଲିଗରେ ଖେଳିବା ପାଇଁ କେତେ ମିଳିବ ଟଙ୍କା, ଦରମା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ବିଗ୍ ବାଶ୍ ଲିଗ୍ ସିଜନରେ ବାବର ଆଜମ ନିଜ ବିବିଏଲ ଡେବ୍ୟୁ କରିବାକୁ ଯାଉଛନ୍ତି। ପାକିସ୍ତାନ ଟିମର ପୂର୍ବତନ କ୍ୟାପ୍ଟେନ ବାବର, ଏଥର ସିଡନୀ ସିକ୍ସର୍ସ ପାଇଁ ଖେଳୁଥିବାର ନଜର ଆସିବେ।
ସିଜନ ଆରମ୍ଭ ହେବା…
ନିଜର ଶକ୍ତି ଦେଖାଇଲା ଆମେରିକୀୟ ସେନା, ଟ୍ରମ୍ପଙ୍କ ଜନ୍ମଦିନରେ ରଚିଲା ଇତିହାସ
ଓ୍ବାଶିଂଟନ,୧୫ା୬: ରବିବାର ଆମେରିକାର ରାଜଧାନୀ ଓ୍ବାଶିଂଟନ ଇତିହାସ ରଚିଛି। କାରଣ ଆଜିର ଦିନରେ ଆମେରିକୀୟ ସେନାର ୨୫୦ ତମ ବାର୍ଷିକୀ ଏବଂ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୭୯ ତମ ଜନ୍ମଦିନ। ଏହି ଦ୍ୱୈତ…
T-20 କ୍ରିକେଟରେ ଇତିହାସ ରଚିଲେ Kieron Pollard, ପଛରେ ରହିଗଲେ ବିରାଟ କୋହଲି
ନୂଆଦିଲ୍ଲୀ: ଆମେରିକାରେ ଖେଳାଯାଉଥିବା ମେଜର ଲିଗ କ୍ରିକେଟ୍ ୨୦୨୫ରେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର କାୟରନ ପୋଲାର୍ଡ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।
ବର୍ତ୍ତମାନ ସେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ କରିବା…
ଜାଣନ୍ତୁ କେଉଁଠି ହେବ ବିଜୟ ରୂପାଣୀଙ୍କ ଅନ୍ତିମ ସଂସ୍କାର? ଚାଟାର୍ଡ ବିମାନରେ ପଠାଯିବ ମୃତଦେହ
ନୂଆଦିଲ୍ଲୀ: ଗତ ଜୁନ୍ ୧୨ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି…