Browsing Category

ବିଦେଶ

ଷ୍ଟଡିରୁ ନୂଆ ଖୁଲାସା: ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳ ତଳେ ଏଲିୟନ ରହିଥିବା ନେଇ ବଢ଼ିଲା ସମ୍ଭାବନା

ନୂଆଦିଲ୍ଲୀ: ଏଲିୟନଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଖୁଲାସା ହୋଇଛି । ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିୟନ ଜୀବନକୁ…

ଏକ ଚାଞ୍ଚଲ୍ୟକର ଆବିଷ୍କାର! ଜଣେ ପୁରୁଷଙ୍କ ଶରୀରରେ ରହିଥିଲା ୩ଟି ଲିଙ୍ଗ, ବୈଜ୍ଞାନିକମାନେ ଖୋଜୁଛନ୍ତି ଏହି ଦୁର୍ଲ୍ଲଭ ମାମଲା ପଛର ରହସ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ପୁରୁଷ ବା ମହିଳାଙ୍କୁ ଏକ ବିରଳ ରୋଗ ହୋଇଥାଏ । ଲକ୍ଷେ ବୋ କୋଟିଏ ଲୋକଙ୍କ ମଧ୍ୟରୁ ମାତ୍ର ଜଣେ ଏଭଳି ରୋଗରେ ସଂକ୍ରମିତ ହେଉଥିବାରୁ ଏହି ବିରଳ ରୋଗକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା…

ବାବର ଆଜମ ଓ ଶାହିନ ଶାହ ଦଳରେ ନାହାନ୍ତି, କିନ୍ତୁ ପାକିସ୍ତାନର ବିଜୟ ଉପରେ ଦେଲେ ଏପରି ମନ୍ତବ୍ୟ

ନୂଆଦିଲ୍ଲୀ: ମୁଲତାନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୫୨ ରନରେ ପରାସ୍ତ କରିଛି । ଏବେ ବାବର ଆଜମ ଓ ଶାହିନ ଶାହ ଆଫ୍ରିଦି ଏହି ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶୃଙ୍ଖଳାର…

ଗାଜା ଉପରେ କିଏ କରିବ ଶାସନ, କାହା ହାତକୁ ଯିବ ଶାସନ ଡୋରି?

ଜେରୁଜେଲମ: ଏକ ବର୍ଷରୁ ଅଧିକ ସମୟ ଧରି ହମାସ ସହ ଯୁଦ୍ଧ କରିବା ପରେ ଇଜରାଏଲକୁ ମିଳିଛି ସଫଳତା । ବର୍ଷେ ତଳେ ତେଲ ଅଭିବ ଉପରେ ଆକ୍ରମଣ କରି ପ୍ରାୟ ୧୨ଶହ ନାଗରିକଙ୍କୁ ମାରିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଇ ଦିନିଆ ରୁଷ ଗସ୍ତ, ୧୬ତମ BRICS ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ୨୨-୨୩ ଅକ୍ଟୋବର ୨୦୨୪ରେ ରୁଷ ଗସ୍ତ କରିବେ। ପିଏମ ମୋଦୀ ରୁଷର ଅଧ୍ୟକ୍ଷତାରେ କଜାନରେ ଅୟୋଜିତ ହେବାକୁ ଥିବା ୧୬ତମ…

କାନାଡୀୟ କୂଟନୀତିଜ୍ଞଙ୍କୁ ଅଲଟିମେଟମ୍ ଦେଲା ଭାରତ, ଜାଣନ୍ତୁ ଦୁଇ ଦେଶ ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ଅଧିକ କ୍ଷତି

ନୂଆଦିଲ୍ଲୀ: ବର୍ତ୍ତମାନ ଭାତର- କାନାଡା ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଏହା ପଛରେ ସବୁଠାରୁ ବଡ଼ କାରଣ ହେଲା ଖାଲିସ୍ତାନୀ ବିଚ୍ଛିନତାବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ସହ ସମ୍ପୃକ୍ତ ପ୍ରସଙ୍ଗ । ଏନେଇ କାନାଡା…

ୟାହା ସିନୱାରଙ୍କ ମୃତ୍ୟୁ ପରେ ହିଜବୁଲ୍ଲାହ ଦେଲା ଧମକ, କହିଲା- ‘ଇସ୍ରାଏଲ ସହ ଆହୁରି ବଡଧରଣର ହେବ ଯୁଦ୍ଧ’

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମ।।ସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବଡ ମୋଡ ନେଇଛି। ଇସ୍ରାଏଲ ଗତ ବର୍ଷ ସାତ ଅକ୍ଟୋବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଇସ୍ରାଏଲ ହିଜବୁଲ୍ଲାହ ମୁଖ୍ୟ ହସନ…

ACC Emerging Teams Asia Cup 2024: ପାକିସ୍ତାନ ସହ କେବେ ହେବ ଭାରତର ମହା ଲଢେଇ

ନୂଆଦିଲ୍ଲୀ: ଏସିସି ଇମର୍ଜିଂ ଟିମ ଏସିଆ କପ୍ ୨୦୨୪ ସର୍ବୋତ୍ତମ ଇମର୍ଜିଂ କ୍ରିକେଟ ପ୍ରତିଭାକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତି ହୋଇଛି। ଅକ୍ଟୋବର ୧୮ରୁ ୨୭, ୨୦୨୪ ପର୍ଯ୍ୟନ୍ତ ଓମାନର ମସ୍କାଟରେ ହେବାକୁ ଥିବା ଏହି…

‘ଇସ୍ରାଏଲ-ଆମେରିକା ଏବଂ ଦୁନିଆ ପାଇଁ ଭଲ ଦିନ’, ୟାହ୍ୟା ସିନୱାରଙ୍କ ମୃତ୍ୟୁକୁ ନେଇ ଏପରି କହିଲେ ବାଇଡେନ

ନୂଆଦିଲ୍ଲୀ: ଇସ୍ରାଏଲ ହମାସର ମୁଖ୍ୟ ୟାହା ସିନୱାରଙ୍କୁ ହତ୍ୟା କରିଛି। ସିନୱାର ଜୁଲାଇ ମାସରେ ରାଜନୈତିକ ମୁଖ୍ୟ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁ ପରେ ହମାସର ଲିଡର ହୋଇଥିଲେ। ସିନୱାରଙ୍କ ନିହତ ପରେ ଆମେରିକାର…

ପୃଥିବୀକୁ ଆସୁଛି ବଡ ବିପଦ ! ମାନବ ଇତିହାସରେ ପ୍ରଥମ ଥର ବିଗିଡ଼ିଲା ଜଳ ଚକ୍ର ଅସନ୍ତୁଳନ, ଖାଦ୍ୟ ଉତ୍ପାଦନ ହୋଇଯିବ ଅଧା

ୱାଶିଂଟନ୍: ପୃଥିବୀରେ ମାନବ ଇତିହାସରେ ପ୍ରଥମ ଥର ପାଇଁ ବୈଶ୍ୱିକ ଜଳ ଚକ୍ରର ସନ୍ତୁଳନ ବିଗିଡ଼ି ଯାଇଛି । ଏକ ନୂଆ ରିପୋର୍ଟରେ ଚେତାବନୀ ଦେଇ କୁହାଯାଇଛି ଯେ ଏହି ଅସନ୍ତୁଳନ ଯୋଗୁଁ ଜଳ ପ୍ରଳୟ ବଢୁଛି, ଯାହା ଭବିଷ୍ୟତରେ…