Browsing Category

ବିଦେଶ

୨୦୨୧ରେ ଏହିସବୁ ଆଡଲ୍ଟ ଷ୍ଟାରଙ୍କୁ କରାଯାଇଛି ସର୍ବାଧିକ ଥର ସର୍ଚ୍ଚ, ଟପ୍ ରେ ରହିଛି ଏହି ଦେଶ

ନୂଆଦିଲ୍ଲୀ: ୨୦୨୧ ସରିବାକୁ ଆଉ ମାତ୍ର ଅଳ୍ପ ଦିନ ରହିଲା । ୨୦୨୦ ବର୍ଷ ପରି ୨୦୨୧ ରେ ମଧ୍ୟ ଅଧିକାଂଶ ଲୋକ ଘରେ ରହି ସମୟ ବିତାଇଛନ୍ତି । କରୋନା ମହାମାରୀ ପାଇଁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ବନ୍ଦ ରହିଥିବାରୁ ଲୋକମାନେ…

ଓମିକ୍ରନ ଭୟ: ଚତୁର୍ଥ ବୁଷ୍ଟର ଡୋଜକୁ ଅନୁମତି ଦେଲା ଏହି ରାଷ୍ଟ୍ର

ନୂଆଦିଲ୍ଳୀ:ଓମିକ୍ରନକୁ ନେଇ ଇସ୍ରାଏଲର ଏକ ନୂଆ ଘୋଷଣା । ଓମିକ୍ରନ ଭାଇରସ୍କୁ ରକିବା ପାଇଁ ଚତୁର୍ଥ ବୁଷ୍ଟର୍ ଡୋଜ ଟିକା ନେବାକୁ ପଡିବ । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ମଙ୍ଗଳବାର କହିଛନ୍ତି ଯେ, ସମସ୍ତ କର୍ମଚାରୀ…

(ଭିଡ଼ିଓ)ଦୁବାଇର ଶାସକଙ୍କୁ ଛାଡ଼ପତ୍ର ମାଗିଲେ ପୂର୍ବପତ୍ନୀ, ମିଳିଲା ଏତେ ଟଙ୍କା ଯେ ଗଣି ଗଣି ଥକିଯିବେ

ଲଣ୍ଡନ: ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ତାଙ୍କ ପୂର୍ବତନ ପତ୍ନୀ ରାଜକୁମାରୀ ହୟରଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ବିଟ୍ରେନର ଏକ ହାଇକୋର୍ଟ ମଙ୍ଗଳବାଦ ଦିନ ନିର୍ଦ୍ଦେଶ…

ଏଠାରେ ଭଡ଼ାରେ ମିଳୁଛି ଜେଲ୍, ରହିବାକୁ କଏଦୀ ବି ରାଜି; ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ସରକାର ବି ପ୍ରସ୍ତୁତ

କୋପେନହେଗନ: କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଜେଲ ଭଡ଼ାରେ ନେବାକୁ ଯାଉଛି ଡେନମାର୍କ । ଏହି ବିଷୟରେ ସେ କୋସୋଭୋ ସହିତ ଯୁକ୍ତି କରିଛି, ଯାହା ଅଧିନରେ ୩୦୦ ଜେଲ ସେଲ୍ ଭଡ଼ାରେ ନିଆଯିବ । ୫ ବର୍ଷର ପ୍ରାରମ୍ଭିକ ଅବଧି…

(ଭିଡ଼ିଓ)ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ, ଚତୁର୍ଥ ବୁଷ୍ଟର ଡୋଜ୍ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଇସ୍ରାଏଲରେ ଓମିକ୍ରନ ଯୋଗୁଁ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଇସ୍ରାଏଲ ସରକାର ଦେଶରେ ବିମାନ ଚଳାଚଳ ଉପରେ…

ଗୋଟେ ସପ୍ତାହରେ ୩ରୁ ୭୩ ପ୍ରତିଶତରେ ପହଞ୍ଚିଲା ଓମିକ୍ରନ୍ ସଂକ୍ରମଣ, ଜଣଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ଓମିକ୍ରନ୍ କାୟା ମେଲାଇବାରେ ଲାଗିଛି । ଅଦ୍ୟତନ ରିପୋର୍ଟ ଅନୁସାରେ , ଆମେରିକାରେ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ମୋଟ ସାମ୍ପଲରୁ ୭୩ ପ୍ରତିଶତ ଓମିକ୍ରନ୍ ମାମଲା ରହିଛି । ଆପଣ ମାନେ…

ଗାବ୍ରିଏଲ୍ ବୋରିକ୍ ହେଲେ ଚିଲିର ସର୍ବକନିଷ୍ଠ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚିଲିର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବାମପନ୍ଥୀ ନେତା ଗାବ୍ରିଏଲ ବୋରିକ୍ । ବୋରିକ୍ ଚଳିତ ନିର୍ବାଚନରେ ୫୬ ପ୍ରତିଶତ ମତ ହାସଲ କରିବା ସହ ଦକ୍ଷିଣପନ୍ଥୀ ନେତା ଜୋସ ଏନ୍ତୋନିୟୋଙ୍କୁ ମାତ୍…

ବ୍ରିଟେନରେ ୧୨ ଓମିକ୍ରନ୍ ସଂକ୍ରମିତ ମୃତ, କ୍ରିସମସ୍ ପରେ ଦେଶବ୍ୟାପୀ ଲାଗିପାରେ ଲକଡାଉନ୍

ଲଣ୍ଡନ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେସୁଦ୍ଧା ୯୨ଟି ଦେଶରେ ବ୍ୟାପିଯାଇଛି । ୟୁରୋପର ଅଧିକାଂଶ ଦେଶରେ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ରୋଗୀ ରହିଛନ୍ତି । ଅନ୍ୟପଟେ ବ୍ରିଟେନ୍ ରେ ଓମିକ୍ରନ୍…

ସାପ ଘଉଡ଼ାଇବା ଘର ମାଲିକଙ୍କୁ ପଡ଼ିଲା ମହଙ୍ଗା, ଅଜବ ନିଷ୍ପତ୍ତି ଯୋଗୁ ଜଳିଗଲା ୭ କୋଟିର ଘର

ୱାଶିଂଟନ୍‌:  ସାପକୁ ସମସ୍ତେ ଭୟ କରନ୍ତି । ଏହି ଜୀବ ଯଦି ଘରେ ପଶିଯାଏ ତେବେ ତାକୁ ଘଉଡାଇବା ପାଇଁ ମଣିଷ ସବୁ ଚେଷ୍ଟା ଆପଣାଇଥାଏ । ଅଧିକାଂଶ ଲୋକ ସାପକୁ ଏଡାଇବା ପାଇଁ ଉଦ୍ଧାରକାରୀ ଦଳ କିମ୍ବା ବନ ବିଭାଗ…

୮୫,୦୦୦ କୋଟି ଟଙ୍କା ଟ୍ୟାକ୍ସ ଦେଇ ଇତିହାସ ରଚିବେ ଏଲନ୍ ମସ୍କ, ସର୍ବାଧିକ ଟିକସ ଦେଇ କରିବେ ରେକର୍ଡ

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସ ଏବଂ ଟେସଲା କମ୍ପାନୀର ପ୍ରତିଷ୍ଠାତା ବିଲିୟନେୟାର ଏଲନ୍ ମସ୍କ ସୋମବାର କହିଛନ୍ତି ଯେ ସେ ଚଳିତ ବର୍ଷ ୧୧ ବିଲିୟନ ଡଲାରରୁ ଅଧିକ (୮୫,୦୦୦ କୋଟି ଟଙ୍କା) ଟିକସ ଦେବେ। ଆମେରିକାର ସିନେଟର…